Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନସିପି ନେତାଙ୍କୁ ହତ୍ୟା

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନସିପି ନେତାଙ୍କୁ ନିର୍ମମ ଭାବେ ହତ୍ୟା । ସଚିନ କୁର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଘଟଣା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ମାନେ । ଖବର ମୁତାବକ, ଗତ ରାତିରେ ଏନ୍‌ସିପି ଅଜିତ ପାଓ୍ୱାର ଗୋଷ୍ଠୀର…

୨୦୦ ଫୁଟ ତଳକୁ ଖସିଲା ବରଯାତ୍ରୀ ବସ୍, ୩୦ ମୃତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ପୌଡୀ ଜିଲ୍ଲାର ଏକ ଗଭୀର ଖାଲକୁ ଖସିପଡିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବିବାହ ପାଇଁ ବରଯାତ୍ରୀ ଗାଡି ହରିଦ୍ୱାରର ଲାଲଡହଙ୍ଗରୁ…

ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶୁକ୍ରବାର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ରାଜ୍ୟସଭାର ଉପ-ବାଚସ୍ପତି ନରହରୀ ଝିରୱାଲ ଶୁକ୍ରବାର ଦିନ ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଇ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ତାଙ୍କ ସହ ଜଣେ ବିଜେପି ସାଂସଦ ଓ ଆଉ ଦୁଇ…

ଅନୁପ୍ରବେଶ ସମୟରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲାର ଗୁଗଲଧର ଅଞ୍ଚଳରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ଭାରତୀୟ ସେନାର ଚିନାର କର୍ପସ ସୂଚନା ଦେଇଛି । ଖବର ଅନୁସାରେ, ଗତକାଲି ଗୁଗଲଧର ଅଞ୍ଚଳରେ…

‘ଭବିଷ୍ୟତରେ ବାୟୁସେନାର ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସ୍ବଦେଶୀ ହେବ’

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଶାନ୍ତିର ପରିସ୍ଥିତି ଦେଖାଦେଇଛି ଏବଂ ବିଶ୍ବ ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ପରି ମନେ ହେଉଛି । ଏଭଳି ସମୟରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଉଛି । ଏହି କ୍ରମରେ ଭାରତୀୟ ବାୟୁସେନା ମଧ୍ୟ ଏକ ବଡ଼…

ବଡ଼ଧରଣର ଏନକାଉଣ୍ଟର: ୩୬ ମାଓବାଦୀ ନିହତ

ଦାନ୍ତେୱାଡା: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ସମସ୍ତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ନୂଆଦିଲ୍ଲୀ: ଏମ୍‌ପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ମଞ୍ଜୁରୀ ମିଳିଛି।  ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି ରୋଗକୁ ଜନସ୍ବାସ୍ଥ୍ୟ ଏମର୍ଜେନ୍ସି ଭାବରେ ଘୋଷଣା କରାଯାଇଛି। ଏହି ରୋଗରେ…

ରାହୁଲ ଗାନ୍ଧୀଙ୍କୁ ପୁନେ କୋର୍ଟର ସମନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଅଡୁଆରେ ଛନ୍ଦିହୋଇ ପଡିଛନ୍ତି । ଏକ ମାନହାନୀ ମାମଲାରେ ପୁନେ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି । ପୁନେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ବୀର ସାବରକରଙ୍କ ନାତି ସାତ୍ୟକି ସାବରକରଙ୍କ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

ଦାନ୍ତେୱାଡ଼ା: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ବଡ ଧରଣର ଏନକାଉଣ୍ଟର । ଶୁକ୍ରବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୭ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଖବର ମୁତାବକ, ଦାନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଳା ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ…

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ…