Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହରିୟାଣା ନିର୍ବାଚନ: ବିଜେପିର ହ୍ୟାଟ୍ରିକ ନା କଂଗ୍ରେସର କମବ୍ୟାକ୍ ? 

ଚଣ୍ଡିଗଡ: ଜମ୍ମୁ ଓ କାଶ୍ମୀରରେ ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ସାବ୍ୟସ୍ତ କରିଛନ୍ତି ମତାଧିକାର। ସରିଛି ଭୋଟ୍ ଗ୍ରହଣ । ଆସନ୍ତା ୮ରେ ଗଣତି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ହରିୟାଣା ବିଧାନସଭା…

ପାର୍ବଣ ସମୟରେ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର: ପାର୍ବଣ ସମୟରେ ଟ୍ରେନ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଯାହା ୨୦୨୪ ମସିହା ନଭେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ପଦକ୍ଷେପରେ ପୂର୍ବତଟ…

ଭାରତରେ ୪ଟି ନୂଆ ଷ୍ଟୋର ଖୋଲିବ ଆପଲ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢୁଛି ଆପଲ ଆଇଫୋନ୍‌ ବ୍ୟବହାରୀଙ୍କ ସଂଖ୍ୟା l ବ୍ୟବସାୟ ବି ବେଶ ଭଲ ହେଉଛି l ବ୍ୟବସାୟରେ ଉନ୍ନତି ଦେଖି ଏକ ଗୁରୁତ୍ୱ ପୁର୍ଣ ନିଷ୍ପତି ନେଇଛି ଆପଲ । ଆଇଫୋନ୍ ନିର୍ମାଣ ଠାରୁ ଆରମ୍ଭ କରି ଏହାର ବିକ୍ରି ଉପରେ ବେଶ୍‌ ଗୁରୁତ୍ବ ଦେଉଛି କମ୍ପାନି। ଏବେ…

ଗୁମ୍ଫାରୁ ମିଳିଲେ ୧୮୮ ବର୍ଷୀୟ ବାବା! ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟସ୍ଥ ଗୁମ୍ଫାରୁ ଜଣେ ୧୮୮ ବର୍ଷୀୟ ବାବାଙ୍କୁ ଉଦ୍ଧାର କରାଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇଜଣ ବ୍ୟକ୍ତି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଚାଲିବାରେ ସାହାଯ୍ୟ କରୁଛନ୍ତି। ବ୍ୟକ୍ତିଙ୍କର ଲମ୍ବା…

ଡରାଇଲାଣି ଆଣ୍ଟାର୍କଟିକା: ତରଳୁଛି ଗ୍ଲାସିୟର, ପାଲଟିଲାଣି ସବୁଜିମା

ନୂଆଦିଲ୍ଲୀ: ଧିରେ ଧିରେ ପରିବର୍ତ୍ତନ ଚକ୍ରରେ ବଦଳି ଚାଲିଛି ପୃଥିବୀ । ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ପ୍ରଭାବିତ ହୋଇ ଏବେ ପ୍ରକୃତି ବିଭିନ୍ନ ସ୍ଥାନରେ ତାର କରାଳ ରୂପ ଦେଖାଉଛି । କାହିଁ କେତେ କାଳରୁ ବରଫରେ ଆଚ୍ଛାଦିତ ହୋଇ ପଡିରହିଥିବା ଆଣ୍ଟାର୍କଟିକା ବି ଏଥିରେ ପ୍ରଭାବିତ ହେବାକୁ…

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ମୁମ୍ବାଇ: ମୁମ୍ବାଇର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ପୋଡିଜଳି ପାଉଁଶ ହୋଇଯାଇଛି ବହୁ ମୂଲ୍ୟବାନ ସାମଗ୍ରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛି । ସୂଚନା ଅନୁସାରେ, ଆଜି ହଠାତ୍ କେଉଁ…

ଜୀବନ ନଉଛି କଳା ଯାଦୁ: ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କେବଳ ଆଜି ନୁହେଁ କାହିଁ କେତେ ଦିନରୁ ଦୁନିଆରେ ଗୁଣି ଗାରେଡି ବା କଳା ଯାଦୁ ପରି କାର୍ଯ୍ୟ ଦେଖିବାକୁ ମିଳୁଛି l ଆମ ଇତିହାସରେ ମଧ୍ୟ, ଏପରି ଅନେକ ଘଟଣା ରହିଛି ଯେଉଁଥିରେ ଏହି କଳା ଯାଦୁ ବିଷୟରେ ଉଲ୍ଲେଖ ରହିଛି l ତେବେ ବିଜ୍ଞାନ ଆଉ ଜ୍ଞାନର ଅଗ୍ରଗତି ପରେ ଅଧିକାଂଶ ସ୍ଥାନରେ…

ଦୁର୍ଗାପୂଜାରେ କଏଦୀଙ୍କୁ ଦିଆଯିବ ମଟନ୍ ବିରିୟାନୀ, ପୁଲାଓ ସହ ଏସବୁ ଖାଦ୍ୟ

କୋଲକାତା: ଦୁର୍ଗା ପୂଜା ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଧୁମଧାମରେ ଦୁର୍ଗା ପୂଜା ପାଳିତ ହୋଇଥାଏ। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ଦେବୀ ଦୁର୍ଗାଙ୍କ ଭବ୍ୟ ପେଣ୍ଡାଲଗୁଡିକୁ ଆକର୍ଷଣୀୟ ଭାବେ ସଜାଯାଇଥାଏ ଏବଂ…

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ମୁମ୍ବାଇ: ଚାଷୀଙ୍କୁ ଖାତାକୁ ଚଢିଲା ପିଏମ କିଷାନର ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବଟନ ଟିପି ଏକାସାଙ୍ଗରେ ପୂରା ଦେଶର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ତେବେ ପିଏମ୍ କିଷାନର ୧୮ ତମ କିସ୍ତିରେ ୯ କୋଟି ୫୦ ଲକ୍ଷ…

ଏନସିପି ନେତାଙ୍କୁ ହତ୍ୟା

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନସିପି ନେତାଙ୍କୁ ନିର୍ମମ ଭାବେ ହତ୍ୟା । ସଚିନ କୁର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଘଟଣା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ମାନେ । ଖବର ମୁତାବକ, ଗତ ରାତିରେ ଏନ୍‌ସିପି ଅଜିତ ପାଓ୍ୱାର ଗୋଷ୍ଠୀର…