Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ…

ଗୁଗୁଲର ବଡ ଘୋଷଣା, ଏବେ ହିନ୍ଦିରେ କଥା କହିବ ଜେମିନି

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତରେ ଗୁଗୁଲ୍ ଫର୍ ଇଣ୍ଡିଆ ଇଭେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗୁଗୁଲ ଦ୍ୱାରା ଏକ ବଡ ଘୋଷଣା କରାଯାଇଥିଲା । କମ୍ପାନୀ କହିଛି ଯେ ବର୍ତ୍ତମାନ ଗୁଗୁଲର ଜେମିନି ଲାଇଭ ହିନ୍ଦୀ ଭାଷା ସପୋର୍ଟ କରିବ । ଏହା ବର୍ତ୍ତମାନ ଇଂରାଜୀ ସହିତ ଆଠଟି ଭାଷାକୁ ସପୋର୍ଟ…

ଫେସବୁକରେ ପୂର୍ବ ଅପେକ୍ଷା ଭଲ ରୋଜଗାର କରିପାରିବେ କ୍ରିଏଟର୍ସ…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଅନେକ ସମୟରେ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଥାଏ । ପ୍ୟାରେଣ୍ଟ୍ କମ୍ପାନୀ ମେଟା ଖୁବ୍ ଶୀଘ୍ର ଫେସବୁକ୍ ମୋନେଟାଇଜେସନ୍ ପ୍ରୋଗ୍ରାମ୍ ପରିବର୍ତ୍ତନ କରିବାକୁ ଯାଉଛି । ମେଟାର ନୂତନ ଅପଡେଟ୍ ଅନୁଯାୟୀ, ବର୍ତ୍ତମାନ ପ୍ଲାଟଫର୍ମରେ ତିନୋଟି…

ଇସ୍ରାଏଲ ବିରୋଧରେ ଭାରତର ସମର୍ଥନ ଚାହୁଁଛି କି ଇରାନ ?

ନୂଆଦିଲ୍ଲୀ: ଦିନେ ଇସ୍ରାଏଲ-ଇରାନ ଦୁଇଦେଶ ବନ୍ଧୁ ଥିଲେ। କିନ୍ତୁ ଏବେ ହୋଇଛନ୍ତି ଶତ୍ରୁ। ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ। କେହି କାହାକୁ ଛାଡିବାକୁ ନାରାଜ। ଦିନକୁ ଦିନ ବଢିବାରେ ଲାଗି ଉତ୍ତେଜନା। ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ସଂକଟ ହୋଇଛି ଘନୀଭୂତ। ଇସ୍ରାଏଲ…

ତିରୁପତି ଲଡୁ ବିବାଦ: ଯାଞ୍ଚ କରିବ ସ୍ବତନ୍ତ୍ର ଏସଆଇଟି

ତିରୁପତି: ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗରେ ପଶୁଚର୍ବି ଓ ଅପମିଶ୍ରିତ ଘିଅ ମିଶିବା ବିବାଦରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ କଡା ଟିପ୍ପଣି ଦେଇଛନ୍ତି ସୁପ୍ରିମେକାର୍ଟ  । କହିଛନ୍ତି, ଏହା ଆସ୍ଥାର ବିଷୟ, ଏଥିରେ ସ୍ବତନ୍ତ୍ର ଟିମ୍ କାମ କରୁ । ରାଜ୍ୟ ସରକାରଙ୍କ…

ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ l ଏହା ପରେ ଅରବିନ୍ଦ କେଜ୍ରିୱାଲ ଆପ ସାଂସଦ ଅଶୋକ ମିତ୍ତଲଙ୍କ ଘର 5 ଫିରୋଜଶା ରୋଡରେ ରହିବେ l ପୂର୍ବରୁ ବହୁ ବିଧାୟକ ଏବଂ କର୍ପୋରେଟରମାନେ…

ଆପଣଙ୍କ ହାତରେ ଥିବା ମୋବାଇଲ ଭାରତରେ ବନ୍ଦ ହୋଇଯିବ !

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚାଇନା କମ୍ପାନୀ ସ୍ମାର୍ଟଫୋନର ଚାହିଦା l ଏବେ ସାରା ଦେଶରେ OnePlus, iQOO, POCO ଭଳି ଚାଇନା ବ୍ରାଣ୍ଡର ଚାହିଦା ଅଧିକ l ଅନଲାଇନ ସପିଂ ପ୍ଳାଟଫର୍ମରେ ମଧ୍ୟ ଏହି ଚାଇନା ବ୍ରାଣ୍ଡର ସ୍ମାର୍ଟଫୋନର ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି। ହେଲେ…

ଘନଉଛି ମଧ୍ୟ ପ୍ରାଚୀର ଯୁଦ୍ଧ: ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ନେତା ସାଫିଦିନ ନିହତ

ନୂଆଦିଲ୍ଲୀ: ଘନେଇବାରେ ଲାଗିଛି ମଧ୍ୟ ପ୍ରାଚୀର ଯୁଦ୍ଧ । ଗତ ସପ୍ତାହରେ ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ଇସ୍ରାଏଲ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବାବେଳେ ଏବେ ଆଉ ଜଣେ ଟପ୍‌ ହେଜବୁଲ୍ଲା ଲିଡର ନିପାତ ହୋଇଛି। ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାର ନୂତନ ନେତା ସାଫିଦିନ ନିହତ ହୋଇଥିବା ନେଇ…

ବଡ଼ ଧରଣର ସଡ଼କ ଦୁର୍ଘଟଣା; ୧୦ ମୃତ

ବାରଣାସୀ: ବଡ଼ ଧରଣର ସଡ଼କ ଦୁର୍ଘଟଣା । ଚାଲିଗଲା ୧୦ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ ମୀର୍ଜାପୁର ନିକଟରେ ଟ୍ରକ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ…

ଯୁଦ୍ଧର ସାଇଡ୍ ଇଫେକ୍ଟସ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଂକଟ ଘନେଇବାରେ ଲାଗିଛି । ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ସଂକଟ ହୋଇଛି ଘନୀଭୂତ । ଇସ୍ରାଏଲ ଜବାବୀ ଆକ୍ରମଣ କରିବା ନେଇ ଅନୁମାନ କରାଯାଉଛି । ମଧ୍ୟପ୍ରାଚ୍ୟରେ ବ୍ୟାପକ ଯୁଦ୍ଧ ହେଲେ ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ । ଭାରତ ମଧ୍ୟ ଏଥିରୁ…