Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ

ନୂଆଦିଲ୍ଲୀ: ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ। ୧୦ମ ଏବଂ ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ୧୦ମ ଏବଂ ଦ୍ବାଦଶ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ। ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ ଦଶମ…

ଏକଜିଟ୍ ପୋଲରେ ଜିତୁଛି କିଏ ?

ନୂଆଦିଲ୍ଲୀ: ସରିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ। ମହାରାଷ୍ଟ୍ରରେ କାହାର ସରକାର? ମହାୟୁତି ନା ମହାବିକାଶ ଅଘାଡି, କିଏ ଜିତିବ ବାଜି ? କାହାକୁ ବାଛିବେ ଝାଡଖଣ୍ଡ ଜନତା ? ପୁଣି ହେମନ୍ତଙ୍କୁ ଭରସା ନା ଗାଦି କବଜା କରିବ ବିଜେପି ? ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ବା…

ପ୍ରଦୂଷଣରୁ ବର୍ତ୍ତିବାକୁ ମେଟ୍ରୋ ପାଲଟିଛି ସାହାରା! 

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଗତ ସୋମବାର ତଥା ନଭେମ୍ବର ୧୮ ତାରିଖରେ ୭୮.୬୭ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ ଯାହାକି ଏକ ନୂଆ ରେକର୍ଡ ଥିଲା। ସୂଚନା ଅନୁଯାୟୀ, ପ୍ରଦୂଷଣର ମାତ୍ରା ବୃଦ୍ଧି ପରେ ଲୋକମାନେ ମେଟ୍ରୋରେ ଯାତ୍ରା…

ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ମହିଳା ତାଙ୍କ ସହ-ଯାତ୍ରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ୨୩ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି। ବୁଧବାର ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।…

ମହାରାଷ୍ଟ୍ର ପାଇଁ ମୁମ୍ବାଇ ଗେଟ୍-ଓ୍ବେ

ନୂଆଦିଲ୍ଲୀ: ମୁମ୍ବାଇ ହାତରେ ମହାରାଷ୍ଟ୍ର କ୍ଷମତାର ଚାବି । କିଛି ବର୍ଷ ଧରି ମହାରାଷ୍ଟ୍ରର ଇତିହାସରୁ ସ୍ପଷ୍ଟ, ଯିଏ ମୁମ୍ବାଇ ଜିତିଛି ମହାରାଷ୍ଟ୍ରରେ ସିଏ ଶାସନ କରିଛି । ସେଥିପାଇଁ ମୁମ୍ବାଇରେ ବିଜେପି ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ମୁମ୍ବାଇରେ ଦୁର୍ବଳ ହେବା ସହ କଂଗ୍ରେସ…

ଗୁଲମର୍ଗରେ ବର୍ଷର ପ୍ରଥମ ତୁଷାରପାତ, ପ୍ରକୃତିକୁ ଉପଭୋଗ କରିବାକୁ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଶ୍ରୀନଗର: ତୁଷାରପାତର ପ୍ରଥମ ସ୍ପର୍ଶରେ ଢାଙ୍କି ହୋଇଛି ଜାମ୍ମୁ କାଶ୍ମୀରର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗ । ସତେଜ ତୁଷାରପାତ ସହିତ କାଶ୍ମୀରରେ ପାଣିପାଗ ଅବସ୍ଥା ପୁଣି ବଦଳି ଯାଇଛି। ସୌନ୍ଦର୍ଯ୍ୟର ସାମାହାର ଗୁଲମର୍ଗର ପାର୍ବତ୍ୟ ଅଞ୍ଚଳରେ ଗତ ଦୁଇ ଦିନ ହେବ ପ୍ରବଳ ତୁଷାରପାତର…

ଉତ୍ତରପ୍ରଦେଶ ଉପ-ନିର୍ବାଚନ: ଅଖିଳେଶଙ୍କ ଅଭିଯୋଗ ଉପରେ ଇସିର କଡା ଆକ୍ସନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚାଲିଥିବା ଉପ-ନିର୍ବାଚନ ମଧ୍ୟରେ ଭାରତର ନିର୍ବାଚନ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ କଡା ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ସମାଜବାଦୀ ପାର୍ଟି ପକ୍ଷରୁ ୟୁପି ଉପ-ନିର୍ବାଚନ ସମୟରେ କିଛି ସମ୍ପ୍ରଦାୟକୁ ଭୋଟ୍ ଦେବାକୁ ବାରଣ କରାଯାଇଥିବାର…

ମହାରାଷ୍ଟ୍ର ନିର୍ବାଚନ: ଭୋଟ ପୂର୍ବରୁ ମୋଦୀଙ୍କ ଅପିଲ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିସହ ଝାଡଖଣ୍ଡ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସହ ଉତ୍ତରପ୍ରଦେଶ, କେରଳ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଉପନିର୍ବାଚନ ଅନୁଷ୍ଠତ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା…

ଝାଡ଼ଖଣ୍ଡ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ୩୮ଟି ଆସନ ପାଇଁ ଚାଲିଛି ଭୋଟିଂ

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଝାଡ଼ଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ମତଦାନ । ଆସନ୍ତା ୨୩ ତାରିଖରେ ଆସିବ ଫଳାଫଳ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଏବଂ ଏନଡିଏ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ପ୍ରଥମ…

କିଏ ମାରିବ ବାଜି, ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପଡୁଛି ଭୋଟ । ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ । ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ଆଜି ମତଦାନ ହେଉଛି । ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାୟୁତି ଏବଂ କଂଗ୍ରେସ, ଉଦ୍ଧବ ଶିବସେନା ଏବଂ…