Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା; ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା। ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ବର୍ଷର ପୁଅ ସହିତ ଯାତ୍ରା କରୁଥିଲେ ଜଣେ ମହିଳା। ବିମାନ ପକ୍ଷରୁ ଦିଆଯାଇଥିବା ଓମଲେଟରେ ଅସରପା ମିଳିଥିବା ସେ ଅଭିଯୋଗ କରିଛନ୍ତି। ଯାତ୍ରୀ ସୁୟେଶା ସାଭନ୍ତ ଓମଲେଟରେ ଅସରପା ଥିବା…

ମନ୍ କି ବାତ: ଏଇ ପାର୍ବଣରେ ମେଡ ଇନ ଇଣ୍ଡିଆ ଜିନିଷ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୧୪ତମ ସଂସ୍କରଣରେ ଦେଶବସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଧାରାବାହିକର ୧୦ ବର୍ଷ ପୂରଣ ହେବା ନେଇ ଦେଶର ଜନସାଧାରଣ ତଥା ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ମୋଦୀ କହିଛନ୍ତି ଏହି ‘ମନ୍ କି ବାତ୍’ର…

ଥାନାକୁ ଆସିଲା କଲ୍… ‘ଏକୁଟିଆ ଝିଅ, ସାହାଯ୍ୟ ଦରକାର’, ତା ପରେ ପୋଲିସ୍ ପହଞ୍ଚି ଯାହା ଦେଖିଲା…..

ଆଗ୍ରା: ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବେ ମହିଳାଟି ଅସୁରକ୍ଷିତ ହୋଇଯାଇଛି, ସେନେଇ ବିଭିନ୍ନ ରାଜ୍ୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ହେଲପ୍ ଡେକ୍ସ ପ୍ରସ୍ତୁତ କରାଯାଇ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏଥିପାଇଁ ସ୍ବତନ୍ତ୍ର ଟିମ୍ ମଧ୍ୟ ମୁତୟନ କରାଯାଇଛି । ଯିଏବି ଏହି ନମ୍ବରରେ କଲ୍…

ମନ କି ବାତ୍‌: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ

ଭୁବନେଶ୍ଵର: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥ ତମ ମନ କି ବାତ୍‌ । ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।…

ବୈଜ୍ଞାନିକଙ୍କ ବଡ ଖୁଲାସା, ୨୦୦ ବର୍ଷରେ ଶେଷ ହୋଇଯିବ ଆଣ୍ଟାର୍କଟିକାର ଗ୍ଲେସିଅର

ନୂଆଦିଲ୍ଲୀ: ଏପରି କିଛି ଜିନିଷ ଅଛି ଯାହା ମଣିଷକୁ ସୂର୍ଯ୍ୟଙ୍କର ପ୍ରଖର ଉତ୍ତାପରୁ ରକ୍ଷା କରିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଆଣ୍ଟାର୍କଟିକାର ଗ୍ଲେସିଅର । ଏହା ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ନିକଟରେ ବୈଜ୍ଞାନିକଙ୍କ ଅଧ୍ୟୟନରେ ଏକ…

ହିଜବୁଲ୍ଲା ଘୋଷଣା କଲା ନୂଆ ମୁଖିଆ; ଜାଣନ୍ତୁ କିଏ ନେବ ନସରଲ୍ଲାହର ଜାଗା……

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାହ ନିପାତ ହେବା ପରେ ଏବେ ହିଜବୁଲ୍ଲାକୁ ଲାଗିଛି ଶକ୍ତ ଝଟକା । ତେବେ ଏହି ଘଟଣା ପରେ ପୁଣି ଇସ୍ରାଏଲକୁ କଡା ଜବାବ ଦେବା ପାଇଁ ଅଣ୍ଟା ଭିଡିଲାଣି  ହିଜବୁଲ୍ଲା । ଏହାରି ଭିତରେ ହିଜବୁଲ୍ଲା ତାର ନୂଆ ମୁଖିଆ…

ନେପାଳରେ ବନ୍ୟା ଓ ଭୂସ୍ଖଳନ: ୧୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଲଗାତାର ବର୍ଷାରେ ବେହାଲ ହୋଇପଡିଛି ନେପାଳ । ଗତ ୨୪ ଘଣ୍ଟାରେ ଦେଶର ଅନେକ ସ୍ଥାନରେ ଲଗାତାର ବର୍ଷା କାରଣରୁ ବନ୍ୟା ଏବଂ ଭୁସ୍ଖଳନ ପରିସ୍ଥିତି ଉପୁଜିଛି । ଫଳରେ ଧନଜୀବନ ବ୍ୟାପକ ରୁପରେ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୧୨ ଜଣଙ୍କର…

ସୁନୀତା ଓ୍ବିଲିୟମ୍ସ ରିଟର୍ଣ୍ଣସ: କାଉଣ୍ଟ ଡାଉନ ଆରମ୍ଭ

ନୂଆଦିଲ୍ଲୀ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇଂ ଷ୍ଟାରଲାଇନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଗତ ୬ ଜୁନ ୨୦୨୪ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ଯାତ୍ରୀ ମୃତ

ପ୍ରୟାଗରାଜ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୬ ଯାତ୍ରୀଙ୍କ ଜୀବନ । ମଧ୍ୟପ୍ରଦେଶ ମୈହର ଜିଲ୍ଲାରେ ଏକ ବସ ଓ ଡମ୍ପର ପରସ୍ପର ସହ ଧକ୍କା ହେବାରୁ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ…

ବିସିସିଆଇର ନୂଆ ଘୋଷଣା, ଏଣିକି ଆଇପିଏଲ୍ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ସେ ଶନିବାର କହିଛନ୍ତି ଯେ ଦଳରେ ସାମିଲ ଖେଳାଳିଙ୍କୁ ମ୍ୟାଚ୍ ଫି ହିସାବରେ ପ୍ରତି ମ୍ୟାଚରେ ୭.୫ ଲକ୍ଷ ଟଙ୍କା ମିଳିବ। ଏଥି ସହିତ ଯଦି ଜଣେ…