Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ୩୦ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କିମ୍? 

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କ୍ରୁରତାର ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ। ଏପରି ଏକ ମାମଲାରେ ନଜରକୁ ଆସିଛି। ସେ ନିକଟରେ ୩୦ ସରକାରୀ କର୍ମଚାରୀଙ୍କୁ ଏକାଠି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। କାରଣ ଏହି କର୍ମଚାରୀମାନେ ବନ୍ୟା ସ୍ଥିତିରୁ ଜନତାଙ୍କୁ ରକ୍ଷା…

କାହିଁକି ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଜବାନ? ତଦନ୍ତ କରୁଛି ପୋଲିସ

ରାୟପୁର: ଜଣେ ଯବାନ ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାର ନକ୍ସଲ ପ୍ରବଳ ଅଞ୍ଚଳ କୋସରୋଡା କ୍ୟାମ୍ପରେ । ମୃତ ଯବାନ ଜଣକ ହେଲେ ରାକେଶ କୁମାର (୩୧) । ସେ ୩୩ ବାଟାଲିୟନର ଯବାନ ଥିଲେ । ତେବେ ସେ ନିଜ ମୁଣ୍ଡକୁ ନିଜ…

ୟୁପି ନକଲି ନୋଟ୍ ନେଟଓ୍ବର୍କର ଓଡିଶା ଲିଙ୍କ

ନୂଆଦିଲ୍ଲୀ: ମଦ୍ରାସାରେ ଜାଲ୍ ନୋଟ୍ ଫ୍ୟାକ୍ଟ୍ରି! ୟୁପିରେ ନକଲି ନୋଟ୍ କାରବାରର ଓଡିଶା ଲିଙ୍କ । ଭଦ୍ରକର ଜାହିର ଖାନ୍ ନେଟଓ୍ବର୍କର ମାଷ୍ଟରମାଇଣ୍ଡ । ଆରଏସଏସ ବିରୋଧରେ ବି ବିଷ ଭରିବାକୁ ପ୍ଲାନ୍ ! ଉତ୍ତରପ୍ରଦେଶର ପ୍ରୟାଗରାଜ ଅତ୍ତରସୁଇୟାର ଏକ ମଦ୍ରାସାରେ ଚାଞ୍ଚଲ୍ୟକର ଖୁଲାସା। ମଦ୍ରାସା…

କଂଗ୍ରେସରୁ ନିର୍ବାଚନ ଲଢିବେ କି ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ରାହୁଲଙ୍କ ସହ ଦୁହିଁଙ୍କ ଫଟୋ ମଧ୍ଯ ଭାଇରାଲ ହେବାରେ ଲାଗିଛି। ଯାହା ପରେ ଯେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା…

ଆପଣଙ୍କ ଟଙ୍କା ବି ସାହାରାରେ ଫସିଛି କି? ତାହେଲେ ଜାଣନ୍ତୁ… ସମ୍ପତି ବିକ୍ରି କରି ଟଙ୍କା ଫେରାଇବ ସାହାରା

ନୂଆଦିଲ୍ଲୀ: ସାହାରାକୁ ଲାଗିଲା ସୁପ୍ରିମକୋର୍ଟଙ୍କ ଝଟକା | କହିଲେ ଯାହା କରୁଛ କର ହେଲେ ଯଥା ଶୀଘ୍ର ନିବେଶକଙ୍କ ଟଙ୍କା ଫେରାଅ | ଏଥିପାଇଁ ନିଜର ସମସ୍ତ ସମ୍ପତି ବି ବିକ୍ରି କରି ଟଙ୍କା ଫେରାଇ ପାରିବ |ସେବି - ସାହାରା ରିଫଣ୍ଡ୍ ଖାତାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଜମା କରିବା ପ୍ରସଙ୍ଗକୁ…

ମଦ୍ରାସାରେ ନକଲି ନୋଟ ଛାପାର ପର୍ଦ୍ଦାଫାଶ, ରହିଛି ଭଦ୍ରକ ଲିଙ୍କ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଚାଲିଥିଲା ବଡ ଧରଣର ନକଲି ନୋଟ ଛାପା କାରବାର | ମାଷ୍ଟରମାଇଂଡ ସାଜିଥିଲା ଭଦ୍ରକ ପୁଅ | ଏଯାବତ ପୋଲିସ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ ଜବତ କରିଥିବା ବେଳେ ମୋଟ ୪ ଜଣକୁ ଗିରଫ କରିଛି | ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ଏକ ମଦ୍ରାସାରୁ ଆସିଛି ଏଭଳି…

ମମତା ସରକାରଙ୍କ ବଡ ଆକ୍ସନ, କୋଲକାତା କାଣ୍ଡର ୨୬ଦିନ ପରେ ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ୍‌ କଲେ ସରକାର

କୋଲକାତା: ନିଲମ୍ବିତ ହେଲେ ଆର୍‌ଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ୍‌ କଲେ ପଶ୍ଚିମବଙ୍ଗ ସରକାର । ସନ୍ଦୀପଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିଥିବାରୁ ତାଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି ସରକାର । ତେବେ ଦୁର୍ନୀତି ମାମଲାରେ ଗତକାଲି…

ବୁଲଡୋଜର ସାହାଯ୍ୟରେ ବଞ୍ଚାଇଲେ ୯ ଜୀବନ

ହାଇଦ୍ରାବାଦ: ହରିୟାଣାର ପୁଅ ଶୁଭାନ ଖାନ ବଞ୍ଚାଇଲେ ୯ ଜୀବନ। ଏପରି ଦୁଃସାହସିକ କାର୍ଯ୍ୟ ପାଇଁ ଦେଶବାସୀ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଦକ୍ଷିଣ ତେଲେଙ୍ଗାନା ପ୍ରବଳ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି। ଏଭଳି ସ୍ଥଳେ ଏକ ବ୍ରିଜ ଉପରେ ୯ ଜଣ ବ୍ୟକ୍ତି ଫସି ରହିଥିଲେ। ସେମାନେ ଏକ…

ଭିନ୍ନ ମନ୍ଦିର, ଭିନ୍ନ ଏହାର ଗଠନ ଶୈଳୀ, ପୂଜା ପାଆନ୍ତି ଗୋବର ଗଣେଷ

ଭୋପାଳ: ଭାରତରେ ବିଭିନ୍ନ ମନ୍ଦିର ଅଛି। ଏହି ମନ୍ଦିରର ଇତିହାସ ମଧ୍ୟ ବହୁତ ପୁରୁଣା। ହେଲେ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଗୋବରରେ ତିଆରି ଭଗବାନ ଗଣେଶଙ୍କ ପୂଜା କରାଯାଉଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଏହି ମନ୍ଦିର ମଧ୍ୟପ୍ରଦେଶର ମହେଶ୍ୱର ନାମକ ସ୍ଥାନରେ ରହିଛି। ଏଠାରେ…

କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ, ଏହି ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି । ଗୋଟିଏ ପଟେ ଚମ୍ପଇ ସୋରେନ ଜେଏମଏମ ଛାଡି ବିଜେପିକୁ ସମର୍ଥନ କରୁଥିବାବେଳେ ବର୍ତ୍ତମାନ ହେମନ୍ତ ସୋରେନ ମଧ୍ୟ ଆଗକୁ ବଢିଛନ୍ତି । ଏନେଇ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ…