Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୀମା ପାର୍‌ ବେଳେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବୁଧବାର ରାତିରୁ ତିନୋଟି ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜମ୍ମୁ କଶ୍ମୀରରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ରାଜୌରୀ, କୁପୱାଡା ଏବଂ ପୁଞ୍ଛରେ ସେନା ଆତଙ୍କବାଦୀଙ୍କ…

ସତରେ କଣ ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ !

ଲଣ୍ଡନ: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଦୂର ହୋଇ ନାହିଁ । ନର୍ଥ ୟର୍କଶାୟରରେ ଏକ ମ୍ୟୁଜିୟମରେ ଏ ଭଳି ଏକ ଚୌକି ରହିଛି ଯାହାକୁ ଡେଥ ଚେୟାର କୁହାଯାଏ । ଲୋକଙ୍କ ମନରେ ଏବେ ବି ଭୟ ରହିଛି ଯେ, ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ । ୩୦୦ ବର୍ଷ…

ଧନୀ ତାଲିକାର ଶୀର୍ଷରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ପୋର୍ଟ, ବିମାନବନ୍ଦର, ସିମେଣ୍ଟ ଏବଂ ସବୁଜ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପପତି ଗୌତମ ଆଦାନୀ ବର୍ତ୍ତମାନ ଏସିଆ ଏବଂ ଦେଶର ସବୁଠାରୁ ଧନୀ ବ୍ୟକ୍ତି ବନିଛନ୍ତି। ଦୀର୍ଘ ଦିନ ଧରି ନମ୍ବର ୧ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ। ହୁରୁନ୍…

‘ମୁଁ ବନ୍ଧୁକ ଓ ଦୁଷ୍କର୍ମର ଧମକରେ ଡରିବା ବାଲା ଝିଅ ନୁହଁ’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂ ମାନଙ୍କ ଦୁଷ୍କର୍ମ ମନ୍ତବ୍ୟରେ ପୁଣି ଥରେ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, 'ଆଜି ମୋତ…

କାଲିଠୁ ଭୁବନେଶ୍ୱରରୁ ବାଗଡୋଗ୍ରା ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୩୦ରେ ଦକ୍ଷିଣ ବଙ୍ଗଳାର ଅଣ୍ଡାଲରେ ରହିବା ସହିତ ବାଗଡୋଗ୍ରା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ର ସୂଚନା ଅନୁଯାୟୀ, ଏହି ବିମାନଗୁଡ଼ିକ ସପ୍ତାହରେ ଚାରି ଦିନ ଯଥା ସୋମବାର,…

କୋଲକାତା ଲଜ୍ଜା: ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ଅଡିଓ

କୋଲକାତା: କୋଲକାତା ଲଜ୍ଜା ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ଅଡିଓ । ସାମ୍ନାକୁ ଆସିଲା ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲରୁ ଯାଇଥିବା ପ୍ରଥମ କଲ୍‌ ରେକର୍ଡ । ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କ କଲ୍‌ ଯାଇଥିବା ନେଇ ସୂଚନା ମିଳିଛି । ଝିଅ ଦେହ ବହୁତ…

ଏଣିକି ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀଙ୍କ ଚିହ୍ନଟ କରିବ ୟୁପିଏସସି

ନୂଆଦିଲ୍ଲୀ: ୟୁପିଏସସି ବର୍ତ୍ତମାନ ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀ ଚିହ୍ନଟ କରିବ। ଏହି ସିଷ୍ଟମ୍ UPSC ର ବିଭିନ୍ନ ପରୀକ୍ଷାରେ ପ୍ରଯୁଜ୍ୟ ହେବ । ପ୍ରାରମ୍ଭରେ ଏହି ବ୍ୟବସ୍ଥା ସ୍ୱେଚ୍ଛାକୃତ ହେବ। ଏନେଇ ବୁଧବାର ଦିନ କାର୍ମିକ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ,…

ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କ୍ଷୟକ୍ଷତି ଘଟଣା: ତଦନ୍ତ କରିବ ଯୁଗ୍ମ କମିଟି

ନୂଆଦିଲ୍ଲୀ: ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କ୍ଷୟକ୍ଷତି ଘଟଣା । ତଦନ୍ତ କରିବ ଯୁଗ୍ମ କମିଟି । ଭାରତୀୟ ନୌସେନାର ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଏହି…

ହରିୟାଣା ନିର୍ବାଚନ ତାତି: ବିଜେପିର ସ୍ବତନ୍ତ୍ର ରଣନୀତି

ଚଣ୍ଡିଗଡ: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ସରଗରମ ହୋଇଛି ରାଜନୈତିକ ବାତାବରଣ । ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳ । ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଶାସକ ବିଜେପି ଏଥର ନିର୍ବାଚନରେ ସଂପୂର୍ଣ୍ଣ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ…