Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯଦି ପୃଥିବୀରୁ ଲୋପ ପାଇ ଯାଆନ୍ତି ମଣିଷ ଜାତି….

ଭୁବନେଶ୍ବର: କେବେ ଆପଣ ଭାବିଛନ୍ତି କି? ଯଦି ପୃଥିବୀରେ ମଣିଷ ହିଁ ନ ରହେ..ପରିବର୍ତ୍ତିତ ଜଳବାୟୁ ଏବଂ ବାରମ୍ବାର ବିଶ୍ବ ଯୁଦ୍ଧ ଯଦି ପୃଥିବୀରୁ ମଣିଷର ଚିହ୍ନ ଲିଭାଇ ଦିଏ? ତାହାଲେ କ’ଣ ହେବ? ମଣିଷ ପରେ କିଏ ପୃଥିବୀରେ ରାଜ୍ କରିବ? ଏମିତି କିଛି ପ୍ରଶ୍ନର ଏବେ ଉତ୍ତର ଖୋଜି ବାହାର…

ଝାନ୍ସୀ ଅଘଟଣ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ

ଝାନ୍ସୀ: ୟୁପିର ଝାନ୍ସୀ ରାଣୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ମୋଟ୍ ୧୦ ଜଣ ନବଜାତ ଶିଶୁଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବି ୩ ଜଣ ମୃତ ଶିଶୁଙ୍କୁ ଚିହ୍ନଟ କରାଯାଇନାହିଁ l ଚିହ୍ନଟ ହୋଇନଥିବା ମୃତ ଶିଶୁଙ୍କ ଡିଏନଏ ପରୀକ୍ଷା କରାଯାଇ…

ରାଜଧାନୀ ଦିଲ୍ଲୀରୁ ୯୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରୁ ବହୁ ପରିମାଣର କୋକେନ ଜବତ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ଏହାକୁ ଜବତ କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗୁରଫ କରାଯାଇଛି । ଉଭୟ ଅଭିଯୁକ୍ତ ଦିଲ୍ଲୀର ସୋନିପତ ଅଞ୍ଚଳର ବୋଲି ଜଣାପଡିଛି । ଖବର ମୁତାବକ, ଏନସିବି ଶୁକ୍ରବାର…

ପାକିସ୍ତାନରେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଗୁଳିକରି ହତ୍ୟା

ଲାହୋର: ପାକିସ୍ତାନର ନନକାନା ସାହିବ ଠାରେ ଜଣେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୁହାଯାଉଛି ଯେ ବ୍ୟକ୍ତି ଜଣକ ଗୁରୁ ନାନକ ଦେବଙ୍କ ୫୫୫ ତମ ପ୍ରକାଶ ପର୍ବ ଉତ୍ସବରେ ଭାଗ ନେବାକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୁତ୍ତ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଦୁର୍ବୁତ୍ତମାନେ…

ଗୁଜରାଟରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଅହମ୍ମଦାବାଦ: ଗୁଜରାଟର ମେହସାଣା ଜିଲ୍ଲାରେ ଭୂମିକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ମେହସାଣାର ବାନସକାଣ୍ଠାରେ ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ମେହସାଣାର ଆଖପାଖ ଅଞ୍ଚଳରେ ବୋଲି…

ମେଡିକାଲ କଲେଜରେ ଅଘଟଣ: ଜୀଅନ୍ତା ଜଳିଗଲେ ୧୦ ନବଜାତ

ଝାନ୍ସୀ: ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲରେ ନିଆଁ ଲାଗି ୧୦ ନବଜାତ ଜୀବନ୍ତ ଦଗ୍ଧ । ନିଆଁ କବଳରୁ ପ୍ରାୟ ୩୫ ଜଣ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମେଡିକାଲ୍‌ର ଏନଆଇସିୟୁରେ ଲାଗିଥିଲା ନିଆଁ । ତେବେ…

କେତେ କାମ ଦେବ ‘ବିର୍ସା ମୁଣ୍ଡା’ କାର୍ଡ?

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ହାତରେ କ୍ଷମତାର ଚାବି । ଝାଡଖଣ୍ଡ ଅସ୍ମିତା ପିଚରେ ଜେଏମଏମ ବିଜେପିକୁ ଘେରୁଛି ତ ରୋଟି, ବେଟି ଓ ମାଟି ପ୍ରସଙ୍ଗରେ ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବାକୁ ଗୋଟି ଚଳଉଛି ବିଜେପି। ଏବେ ନିର୍ବାଚନ ମାହୋଲରେ ଜନଜାତି ଗୌରବ ଦିବସ ଅବସରରେ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଏବେ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡର ଅଭିଯୁକ୍ତ

ଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଅଫତାବ ପୁନାୱାଲା ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି । ପୁନାୱାଲା ୨୦୨୨ ମସିହା ମେ' ମାସରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା…

ଧରତୀ ଆବା ‘ବିର୍ସା ମୁଣ୍ଡା’: କାହିଁକି ଆଜି ଭାରତ ତାଙ୍କୁ ଭଗବାନ୍ କହୁଛି?

ଭୁବନେଶ୍ବର: ବିର୍ସା ମୁଣ୍ଡା, ସେ ବୀର, ସେ ଅମର, ଆଦିବାସୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ । ଆଜି ତାଙ୍କୁ ଦେଶ ଭଗବାନ୍ ସମ୍ବୋଧନ କରୁଛି । ଆଦିବାସୀ ସମ୍ପ୍ରଦାୟର ଗର୍ବର ଚିରସ୍ଥାୟୀ ପ୍ରତୀକ ବିର୍ସାମୁଣ୍ଡା ଆଜି ୧୫୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଯାହାଙ୍କର ଜନ୍ମଜୟନ୍ତୀ ପାଳୁଛି ସାରା…

ଖୁସି ଖବର; ଏବେ ଏହି ଲୋକଙ୍କୁ ଦେବାକୁ ହେବନି ଟୋଲ୍ ଟ୍ୟାକ୍ସ..

ନୂଆଦିଲ୍ଲୀ: ଟୋଲ୍ ଟ୍ୟାକ୍ସକୁ ନେଇ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୋଲ୍ ଟ୍ୟାକ୍ସ ପାଇଁ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ନୂଆ ନିୟମ କରିଛି । ବର୍ତ୍ତମାନ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବ୍ୟବହାର କରୁଥିବା ଘରୋଇ ଯାନ ଡ୍ରାଇଭରମାନଙ୍କୁ ଟୋଲ୍ ଟ୍ୟାକ୍ସ…