Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Padma Awards 2026: ଧମେନ୍ଦ୍ରଙ୍କୁ ମିଳିଲା ପଦ୍ମ ବିଭୂଷଣ, ଗ୍ରହଣ କଲେ ହେମା…

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ତାଙ୍କ ଦ୍ୱିତୀୟ ପତ୍ନୀ ହେମା ମାଳିନୀ ୨୫ ମେ ରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପଦ୍ମ ପୁରସ୍କାର ୨୦୨୬ ଉତ୍ସବରେ ଏହି ପୁରସ୍କାର ଗ୍ରହଣ…

ମଝି ଆକାଶରେ ଅଟକିଲା ରୋପୱେ; ଫସିଲେ ୩୦୦ରୁ ଅଧିକ ପର୍ଯ୍ୟଟକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ରୋପୱେରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଶହ ଶହ ପର୍ଯ୍ୟଟକ ଆକାଶରେ ଫସି ରହିଛନ୍ତି। ପ୍ରାୟ ୩୦୦ରୁ ଅଧିକ ପର୍ଯ୍ୟଟକ ରୋପୱେ କ୍ୟାବିନରେ ଫସି ରହିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରୋପୱେ କ୍ୟାବିନଗୁଡ଼ିକ ହଠାତ୍ ବନ୍ଦ…

ନିଟ୍ ପେପର ଲିକ୍ ମାମଲାରେ NTAକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କିଛି ଶିଖି ପାରିଲାନି

ନୂଆଦିଲ୍ଲୀ: NEET ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଅତୀତରୁ କୌଣସି ଶିକ୍ଷା ଗ୍ରହଣ କରିନାହିଁ। ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ NTAକୁ ଏହି ମାମଲାରେ…

Modi Govt Collapse Prediction: କ’ଣ ବର୍ଷେ ପରେ ଭାଙ୍ଗିଯିବ ମୋଦିଙ୍କ ସରକାର? ରାହୁଲଙ୍କ ଦାବିରେ ଅଛିକି ଯୁକ୍ତି…

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ପତନ ହେବ । ଯାହା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି। କଂଗ୍ରେସ ବୈଠକରେ ଦିଆଯାଇଥିବା ଏହି ବିବୃତ୍ତିକୁ ବିଜେପି…

କକ୍ରୋଚ୍ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି (CJP) ନାମକ ସୋସିଆଲ ମିଡିଆ-ଭିତ୍ତିକ ବ୍ୟଙ୍ଗାତ୍ମକ ଦଳକୁ ସମର୍ଥନ କରିଛନ୍ତି। ଏନେଇ ଟିଏମସି ରାଜ୍ୟସଭା ସାଂସଦ ଡେରେକ୍ ଓ'ବ୍ରାଏନ୍ Xରେ…

ସ୍ମାର୍ଟ ମିଟର କମ୍ପାନୀ ଉପରେ ଆଦାନୀର ନଜର

ନୂଆଦିଲ୍ଲୀ: ଦେଶର ପ୍ରମୁଖ ସ୍ମାର୍ଟ ମିଟର କମ୍ପାନୀ 'ଇଣ୍ଟେଲିସ୍ମାର୍ଟ ଇନ୍‌ଫ୍ରାଷ୍ଟ୍ରକ୍ଚର' (Intelli Smart Infrastructure) କୁ କିଣିବା ପାଇଁ ବଡ଼ ବଡ଼ ନିବେଶକଙ୍କ ମଧ୍ୟରେ ରେସ୍‌ ଜୋରଦାର ହେବାରେ ଲାଗିଛି | ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଛି ବିଲେନିୟର ଗୌତମ ଆଦାନୀଙ୍କ ଆଦାନୀ…

SC on Twisha Sharma case: “ଝିଅ ମରିଯିବା ଠାରୁ ଭଲ ଛାଡପତ୍ର ପାଇଥିବା ଝିଅ”, ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ସୋମବାର ମଧ୍ୟପ୍ରଦେଶର ଭୋପାଳର ହାଇପ୍ରୋଫାଇଲ ତ୍ୱିଶା ଶର୍ମା ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ଏହି ହାଇପ୍ରୋଫାଇଲ ମାମଲାର ବିଚାର କରି ଏକ ପ୍ରମୁଖ ବୟାନ ଦେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ…

ଏହି ୩ ଦେଶ ଯିବାକୁ ବାରଣ…

ନୂଆଦିଲ୍ଲୀ: ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଛି ମାରାତ୍ମକ ଇବୋଲା ଭାଇରସ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DR Congo), ୟୁଗାଣ୍ଡା (Uganda) ଏବଂ ଦକ୍ଷିଣ ସୁଦାନ (South Sudan) କୁ ଅନାବଶ୍ୟକ ଯାତ୍ରା ନକରିବା ପାଇଁ ଚେତାବନୀ ଦେଇଛନ୍ତି |…

‘ନକଲି ପନିର’ ଚିହ୍ନିବେ କେମିତି ?

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉରୁ ଜଣାପଡ଼ିଛି ଯେ, ପନିରକୁ ନକଲି ଉପାୟରେ ତିଆରି କରିବା ପାଇଁ ଏଥିରେ ମାରାତ୍ମକ କେମିକାଲ, ସିନ୍ଥେଟିକ୍ ପଦାର୍ଥ, ଡିଟରଜେଣ୍ଟ ଏବଂ ଷ୍ଟାର୍ଚ ଭଳି ଜିନିଷ ମିଶାଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି କେମିକାଲ ଯୁକ୍ତ…

ତତ୍କାଳ ଟିକେଟ୍ ବୁକିଂରେ ନୂଆ ବ୍ୟବସ୍ଥା, ଲାଗୁ ହେଲା ଟୋକନ ସିଷ୍ଟମ୍!

ନୂଆଦିଲ୍ଲୀ: ତତ୍କାଳ ଟିକେଟ୍ ବୁକିଂ ସମୟରେ ଭିଡ଼ କମାଇବା ଓ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ କରିବା ପାଇଁ ରେଳବାଇ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ପଶ୍ଚିମ ମଧ୍ୟ ରେଳବାଇର କୋଟା ଡିଭିଜନ ଅଧୀନରେ ଥିବା ସମସ୍ତ ଷ୍ଟେସନରେ ଏବେ ତତ୍କାଳ ବୁକିଂ ପାଇଁ ଟୋକନ ସିଷ୍ଟମ୍ ଲାଗୁ କରାଯାଇଛି। ଏହାର…