Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସରେ ମିଶିଲେ ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଅଲମ୍ପିଆନ୍ ରେସଲର ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆ ଶୁକ୍ରବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଭିନେଶ ଫୋଗଟ ଭାରତୀୟ ରେଳବାଇରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦୁଇ…

ଘରର ଛାତ ଉପରେ ପଡିଲା ବିମାନର ଏକ ମେଟାଲ ଅଂଶ

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଘରର ଛାତ ଉପରେ ବିମାନର ଏକ ମେଟାଲ ଅଂଶ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏକ ବିମାନର ବୋଲି ଜଣାପଡିଛି। ଦକ୍ଷିଣ-ପଶ୍ଚିମ ଜିଲ୍ଲା ପୋଲିସ ଏହି ଘଟଣା ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ…

ଟାଇମ୍ସ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ, ଧୂଆଁମୟ ହେଲା ପରିବେଶ

ମୁମ୍ବାଇ: ମୁମ୍ବାଇ ଟାଇମ୍ସ ଟାୱାରରେ ଭୟାବହ ଅଗ୍ନିକାଣ୍ଡ। ମହାରାଷ୍ଟ୍ର ମୁମ୍ବାଇ ଲୋୟର ପରେଲ ଅଞ୍ଚଳରେ ଥିବା ଟାଇମ୍ସ ଟାୱାର ବିଲ୍ଡିଂ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସତ ମହଲ ବିଶିଷ୍ଟ କୋଠାରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁର ଏତେ ଭୟାବହ ଥିଲା ଯେ କିଛି ସମୟ ପାଇଁ ଚାରିଆଡେ ଧୂଆଁ ମୟ…

ଦେଶର ସର୍ବାଧିକ ପ୍ରଦୂଷିତ ୧୦୦ ସହର ମଧ୍ୟରେ ଗୋଟିଏ ରାଜ୍ୟରେ ରହିଛି ୧୫ଟି ସହର, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଜୀବନକୁ ସହଜ ସୁନ୍ଦର ଓ ବିଳାସମୟ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାର କଳକାରଖାନା, ଆମୋଦ ପ୍ରମୋଦର ସାମଗ୍ରୀ, ଅତ୍ୟାଧୁନିକ ଗାଡ଼ି ମଟର, ଚକାଚକ୍ ରାସ୍ତାଘାଟ ଆଦି ତିଆରି କରିବାରେ ଲାଗୁଛି । କିନ୍ତୁ ଅନ୍ୟପକ୍ଷରେ ଏସବୁର ବହୁଳ ଓ ଅନିୟନ୍ତ୍ରିତ ବ୍ୟବହାର ଯୋଗୁ ମଣିଷ ବଞ୍ଚି…

ବେଙ୍ଗଲର ଏକାଧିକ ସ୍ଥାନରେ ଇଡି ରେଡ୍; ଫସିଲେ ଆରଜି କର ପୂର୍ବତନ ପ୍ରିନ୍ସିପାଲଙ୍କ ସମ୍ପର୍କୀୟ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସିବିଆଇ ଦୁର୍ନୀତି ମାମଲାରେ ସନ୍ଦୀପ ଘୋଷଙ୍କୁ ଗିରଫ କରିସାରିଛି। ବର୍ତ୍ତମାନ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଆର୍ଥିକ ଦୁର୍ନୀତି ସହ ଜଡ଼ିତ ମାମଲାର ତଦନ୍ତ…

ବେଆଇନ ମସଜିଦକୁ ବିରୋଧ, ସିମଲାରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ସିମଲା: ସିମଲାରେ ଉତ୍ତେଜନା । ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଏକ ମସଜିଦ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ କରି ଅସନ୍ତୁଷ୍ଟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରସଙ୍ଗରେ ତାତିଛି ରାଜନୀତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କୌଣସି ପ୍ରକାର ଅପ୍ରୀତିକର…

କୋଲକାତା ପୋଲିସର ଅଫର: ଟଙ୍କା ନିଅ, ଚୁପ୍ ରୁହ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଚାଲିଥିବା ବିକ୍ଷୋଭରେ ସାମିଲ ହୋଇଛନ୍ତି ପୀଡିତାଙ୍କ ପିତାମାତା ଓ ସଂପର୍କୀୟ । ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଜୁନିଅର ଡାକ୍ତରଙ୍କ ନ୍ୟାୟ ଲଢେଇରେ ଯୋଗ ଦେଇଛନ୍ତି ଅଭୟାଙ୍କ ପିତାମାତା । କୋହ ଓ ଯନ୍ତ୍ରଣା…

ବିଜେପିରେ ମିଶିଲେ କ୍ରିକେଟର ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରୁ ଅବସର ନେବା ପରେ ନୂଆ ଇନିଂସ ଆରମ୍ଭ କରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା । ରାଜନୀତିରେ ପାଦ ଥାପିଛନ୍ତି ରବୀନ୍ଦ୍ର ଜାଡେଜା । ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା । ଏନେଇ ତାଙ୍କ ପତ୍ନୀ ତଥା ବିଜେପି ବିଧାୟିକା…

ଦଳଡିଆଁଙ୍କୁ ପ୍ରାଧାନ୍ୟ, ପୁରୁଣା ନେତାଙ୍କୁ ଉପେକ୍ଷା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ପ୍ରଥମ ତାଲିକାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । କ୍ଷମତା ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ବିଜେପି କେବଳ ବିଜୟ ଫର୍ମୁଲା ଉପରେ ଗୁରୁତ୍ୱ ଦେଇଛି । ଅନେକ ନେତାଙ୍କ ପୁଅ-ଝିଅଙ୍କୁ ଟିକେଟ…

ଘାଟିରୁ ଖସିଲା ସେନା ଗାଡ଼ି, ୪ ସୈନ୍ୟ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା । ୭୦୦ ରୁ ୮୦୦ ଫୁଟ ଗଭୀର ଘାଇକୁ ଖସିଲା ସେନା ଗାଡି । ୪ ଯବାନ ସହିଦ । ସିକ୍କିମର ପାକ୍ୟୋଙ୍ଗ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା।…