Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ

ଲେବାନନ: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସ୍ରାଏଲ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଲେବାନନରୁ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ସକାଳୁ ୩୦୦ରୁ ଅଧିକ ରକେଟ ମାଡ଼ କରାଯାଇଛି। ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ। ୧୦୦ରୁ…

ବଡ ଖବର: ରାସନ କାର୍ଡ ଧାରକଙ୍କୁ ଆଉ ମିଳିବନି ଚାଉଳ!

ନୂଆଦିଲ୍ଲୀ: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରାସନ କାର୍ଡଧାରୀଙ୍କ ରାସନ କାର୍ଡରେ ବଡ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସରକାର ରେସନ କାର୍ଡଧାରୀମାନଙ୍କୁ ମାଗଣାରେ ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ…

୧୧୩ତମ ମନ କି ବାତ୍‌: ଯୁବପିଢିଙ୍କୁ ମୋଦୀଙ୍କ ଆହ୍ଵାନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ମନ କି ବାତ୍‌ର ୧୧୩ତମ ସଂସ୍କରଣରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ କରି ରାଜନୀତିକୁ ଆସିବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦୀ । ବର୍ତ୍ତମାନର…

୮ ଦିନରୁ ୮ ମାସ; ଏ ବର୍ଷ ଫେରିବେ ନାହିଁ ସୁନୀତା 

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହୋଇଛି । ଆଇଏସଏସରେ ଫସି ରହିଥିବା ଆମେରିକାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମସ ଓ ସାଥୀ ବୁଚ୍ ୱିଲମୋରଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହେବ । ମହାକାଶକୁ ନାସା ମିଶନରେ ମାତ୍ର ୮ ଦିନ ପାଇଁ ଯାଇଥିଲେ ଦୁଇ ମହାକାଶଚାରୀ ।…

ଲକ୍ଷପତି ଦିଦିଙ୍କ ପାଇଁ ୬ ହଜାର କୋଟିର ପ୍ୟାକେଜ୍ ରିଲିଜ କଲେ ମୋଦୀ

ଜଲଗାଓଁ: ମହାରାଷ୍ଟ୍ର ଜଲଗାଓଁରେ ‘ଲକ୍ଷପତି ଦିଦି’ ମହା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲକ୍ଷପତି ଯୋଜନା ଅଧିନରେ ୧୧ଲକ୍ଷ ନୂତନ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଏସଏଚଜି ମହିଳାଙ୍କ ପାଇଁ ୬ ହଜାର କୋଟିର ପ୍ୟାକେଜ୍‌…

ମହିଳା ବିରୋଧୀ ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ: ମୋଦୀ

ନୂଆଦିଲ୍ଲୀ: କୋଲକାତାର ଆରଜୀ କର ମେଡିକାଲ ଆଣ୍ଡ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମହିଳା ବିରୋଧୀ ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ‘ଲକ୍ଷପତି ଦିଦି’ ସମ୍ମିଳନୀରେ କଡ଼ା…

କିପରି ହୁଏ ଆତଙ୍କବାଦୀଙ୍କ ଟ୍ରେନିଂ ? ଖୁଲାସା ହେଲା ଅଲ କାଏଦା ମଡ୍ୟୁଲର ପ୍ରଶିକ୍ଷଣ

ନୂଆଦିଲ୍ଲୀ: ନିକଟରେ ଅଲୱାରର ଚୋପାନାଗି ଅଞ୍ଚଳର ସାରେକଲା ଗ୍ରାମରୁ ଅଲ କାଏଦା ମଡ୍ୟୁଲର ସନ୍ଦିଗ୍ଧ ୬ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ଲୋକମାନେ ଭୱାଡିର ଚୋପାନାଗି ଅଞ୍ଚଳରେ ଅବସ୍ଥିତ ଶିଳ୍ପାଞ୍ଚଳର ଏକ କଲୋନୀରେ ରହୁଥିଲେ। ସମସ୍ତେ ଛଅ ହଜାର ଟଙ୍କା ଭଡ଼ାରେ ଦୁଇଟି କୋଠରୀ…

କୋଲକାତା ଲଜ୍ଜା: ସିବିଆଇ ଜାଲରେ କିପରି ଫସିଲେ ସନ୍ଦୀପ ଘୋଷ ?

କୋଲକାତା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍‌ କରିଛି। ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢାଉ କରିଛି। ଦୁର୍ନୀତି ଅଭିଯୋଗରେ କୋଲକାତାର ୧୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ…

ୟୁପିର ବିଜନୋରରେ ଦୁଇ ଖଣ୍ଡ ହେଲା କିସାନ ଏକ୍ସପ୍ରେସ

ଲକ୍ଷ୍ନୌ: ୟୁପିର ବିଜନୋରରେ କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି। ଇଞ୍ଜିନ୍ ପ୍ରାୟ ୧୩ଟି ବଗିକୁ ନେଇ ୪ କିଲୋମିଟର ଆଗକୁ ଚାଲିଯାଇଥିଲା। ଫଳରେ ୮ଟି ବଗି ପଛରେ ରହିଯାଇଥିଲା। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି ୮୦ ରୁ ୯୦ କିଲୋମିଟର ଥିଲା। କିସାନ ଏକ୍ସପ୍ରେସ (୧୩୩୦୭)…

ପୃଥିବୀ ପୃଷ୍ଠକୁ କେବେ ଫେରିବେ ସୁନୀତା ୱିଲିୟମ୍ସ ?

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଫେରିବାକୁ ଆହୁରି କିଛି ମାସ ଅପେକ୍ଷା କରିବେ ସୁନୀତା ୱିଲିୟମ୍ସ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରେ ଦୀର୍ଘ ୮୦ ଦିନ ଧରି ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ…