Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା କଲା କେନ୍ଦ୍ର

ଲେହ: ଲଦାଖରେ ୫ ନୂଆ ଜିଲ୍ଲାର ନାଁ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ ନୂଆ ଜିଲ୍ଲା ଗଠନ ନେଇ ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରାଳୟ ଗଠନ କରିଥିବା ୫ ଜିଲ୍ଲାଗୁଡିକ ହେଲା; ଜନସ୍କାର, ଦ୍ରାସ୍‌, ଶାମ୍‌, ନୁବ୍ରା ଏବଂ…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ; ବସ ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରି ଗୁଳିମାଡ

ବାଲୁଚିସ୍ତାନ: ପାକିସ୍ତାନର ବାଲୁଚିସ୍ତାନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ଦିନ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବସରୁ ଯାତ୍ରୀଙ୍କୁ…

ବର୍ଷା ବିତ୍ପାତ: ନାଳରେ ଓଲଟି ପଡ଼ିଲା ଟ୍ରାକ୍ଟର, ପ୍ରଖର ସ୍ରୋତରେ ଭାସିଗଲେ ୧୯ ଜଣ

ଗାନ୍ଧୀନଗର: ଗୁଜୁରାଟର ଏକ ନାଳରେ ଟ୍ରାକ୍ଟର ଓଲଟି ଯିବା ଘଟଣାରେ ୧୯ ଜଣ ଭାସିଯାଇଥିବା ଖବର ଆସିଛି। ଏକ ନାଳର କଲଭର୍ଟ ପୋଲ ଅତିକ୍ରମ କରିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ୧୯ ଜଣ। ଏଭଳି ଘଟଣା ଘଟିଛି ଗୁଜୁରାଟର ମୋରବି ଜିଲ୍ଲା ଅନ୍ତର୍ଗତ ଧ୍ବାନା ଗ୍ରାମ…

ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ପ୍ରାର୍ଥୀ ତାଲିକା

ଶ୍ରୀନଗର: ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଫେରାଇ ନେଲେ ସକାଳେ ଜାରି କରିଥିବା ୪୪ ଜଣିଆ ପ୍ରାର୍ଥୀ ତାଲିକା । ତେବେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ପକ୍ଷରୁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।…

ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣିଆ ପ୍ରାର୍ଥୀ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି ହୋଇଛି। ଆସନ୍ତା ୧୮ ତାରିଖରୁ…

ସତ କହିଲା କି ସଞ୍ଜୟ? ସନ୍ଦୀପଙ୍କ ସ୍ଥିତି ସଂଗୀନ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅପରାଧ ବୋଲି…

ମା’ ହେବା ପରେ ନିଜ ପସନ୍ଦର ସ୍ଥାନରେ ପୋଷ୍ଟିଂ ପାଇବେ ମହିଳା ପୋଲିସ କର୍ମୀ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶୁକ୍ରବାର ଦିନ କହିଛନ୍ତି ଯେ ରାଜ୍ୟ ବାହିନୀରେ ଥିବା ମହିଳା ପୋଲିସ କର୍ମଚାରୀଙ୍କୁ ଏକ ବର୍ଷର ମାତୃତ୍ୱ ଛୁଟି ଦିଆଯିବ। ପୁନଃ କାର୍ଯ୍ୟ ଆରମ୍ଭ କରିବା ପରେ ସେମାନଙ୍କୁ ନିଜ ପସନ୍ଦର ସ୍ଥାନରେ ତିନି ବର୍ଷ ପର୍ଯ୍ୟନ୍ତ ପୋଷ୍ଟିଂ ଦିଆଯିବ।…

ଅଧିକ ଖର୍ଚ୍ଚ କରୁଥିଲେ ଦ୍ବିତୀୟ ପତ୍ନୀ; ରାସ୍ତାରୁ ହଟାଇବାକୁ ସ୍ବାମୀ କଲେ ପ୍ଲାନ

ଗ୍ୱାଲିଅର: ପତ୍ନୀଙ୍କ ଖର୍ଚ୍ଚକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ସ୍ବାମୀ। ତାପରେ ରାସ୍ତାରୁ ହଟାଇବା ପାଇଁ ରଚିଲେ ପ୍ଲାନ। ପ୍ରଥମ ପତ୍ନୀ ଥିବା ସତ୍ବେ ମଉଜ ମଜଲିସ୍ ପାଇଁ ଅନ୍ୟ ଯୁବତୀଙ୍କୁ ଦ୍ବିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ସୂଚନା ଅନୁଯାୟୀ, ଗ୍ୱାଲିଅରର ଝାନ୍ସୀ ରୋଡ୍ ଅଞ୍ଚଳରେ ଘଟିଛି…

ୟୁପିଏସ :  ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ ?

ନୂଆଦିଲ୍ଲୀ: ୟୁନିଫାଏଡ ପେନସନ ସ୍କିମ-ୟୁପିଏସ ଲାଗୁ ପାଇଁ ଘୋଷଣା କରିଛନ୍ତି ମୋଦି ସରକାର । ୟୁପିଏସ ଲାଗୁ ପାଇଁ ମୋଦି ସରକାରଙ୍କ ନିଷ୍ପତ୍ତି ଏକ ପଲିଟିକାଲ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି । ନିଷ୍ପତ୍ତିର ଟାଇମିଂକୁ ନେଇ ଚର୍ଚ୍ଚା । କିଛି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ…

ଜିପିଏସ ଯୋଗୁ ମରୁଭୂମିରେ ବାଟବଣା ହୋଇ ଚାଲିଗଲା ଭାରତୀୟଙ୍କ ଜୀବନ

ଦୁବାଇ: ସାଉଦି ଆରବରେ କାର୍ଯ୍ୟରତ ୨୭ ବର୍ଷୀୟ ଭାରତୀୟ ନାଗରିକ ମହମ୍ମଦ ଶେହଜାଦ ଖାନଙ୍କ ଦେହାନ୍ତ ହୋଇଛି। ତେଲେଙ୍ଗାନାର ବାସିନ୍ଦା ଶେହଜାଦ ସାଉଦିର ମରୁଭୂମି ରୁବ-ଅଲ-ଖାଲି ବୁଲିବାକୁ ଯୀଇ ପ୍ରାଣ ହରାଇଛନ୍ତି। ଏହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ। ଗଣମାଧ୍ୟମ…