Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆ ‘ଓମିକ୍ରନ୍‌’, ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌ । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ…

ଆର୍ୟନ୍‌ଙ୍କୁ ଆଶ୍ବସ୍ତି; ଆଉ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେନି ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ଜାମିନରେ ମୁକୁଳିବା ପରେ କୋର୍ଟ ଆର୍ୟନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ସେ ଘରକୁ ଗଲା ପରେ ବି ପ୍ରତି ଶୁକ୍ରବାର ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ…

ଆଇଏଏଫ ହେଲିକପ୍ଟର ଦୁର୍ଘଟଣା: ଶେଷ ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ ବରୁଣଙ୍କ ପରଲୋକ

ନୂଆଦିଲ୍ଲୀ: ସିଡିଏସ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଆଜି ପରଲୋକ ହୋଇଯାଇଛି । ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଶୋକ ଖବର ନେଇ ସୂଚନା ଦେଇଛି । ଡିସେମ୍ବର ୮ରେ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ…

ତାଲିବାନକୁ କାହିଁକି ଆଫଗାନିସ୍ତାନର ସମ୍ପତ୍ତି ଦେଉନି ଆମେରିକା; କ’ଣ ରହିଛି ଏହା ପଛର କାରଣ?

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲୋକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ସମୟରେ, ଆଫଗାନିସ୍ତାନର ପାଣ୍ଠିରେ ଜମା ହୋଇଥିବା ୯.୫ ବିଲିୟନ ଡଲାର ଦେବାକୁ ଆମେରିକା ମନା କରିଦେଇଛି। ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର କହିଛନ୍ତି ଯେ ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଆମେ ତାଲିବାନକୁ…

ପୁଲୱାମାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର:ଜାମ୍ମୁ-କାଶ୍ମୀୀର ପୁଲୱାମାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଏହି ଘଟଣା ଘଟିଥିବା ପୋଲିସ କହିଛି । ନିହତ ଆତଙ୍କବାଦୀଙ୍କର ପରିଚୟ ମିଳିନାହିଁ । ବୁଧବାର ମଧ୍ୟରାତ୍ରି ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା…

ବ୍ରିଟ୍ରେନରେ ଫୁଲ ସ୍ପିଡରେ ମାଡୁଛି ଓମିକ୍ରନ୍, ଆଗକୁ ସାଂଘାତିକ ହୋଇପାରେ

ଲଣ୍ଡନ: ଓମିକ୍ରନ ସାରା ବିଶ୍ୱକୁ ଡରାଇଛି । ୭୭ ଦେଶରେ କାୟା ମେଲାଇଛି । ବ୍ରିଟେନରେ ମାଡ଼ି ଚାଲିଛି । ପ୍ରତିଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରତି ଦୁଇ ତିନି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେଉଛି । ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକ ଓମିକ୍ରନରେ ସଂକ୍ରମିତ ହେଲେଣି । ଜଣେ…

ହାଇଦ୍ରାବାଦରୁ ୩ ଓମିକ୍ରନ୍‌ ମାମଲା ଚିହ୍ନଟ

ହ୍ରାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ନୂତନ ଭାବେ ଚିହ୍ନଟ ହୋଇଥିବା ଓମିକ୍ରନ୍ କୋଭିଡ୍ ଭାରିଆଣ୍ଟ୍‌ର ତିନୋଟି ନୂଆ ମାମଲା ରିପୋର୍ଟ ହୋଇଛି। ସଂକ୍ରମିତ ମଧ୍ୟରେ ଜଣେ ସାତ ବର୍ଷର ଶିଶୁ ଥିବା ମଧ୍ୟ ଜଣାପଡ଼ିଛି। ଜଣେ ୨୪ ବର୍ଷୀୟ କେନିଆ ନାଗରିକ ଏବଂ ସୋମାଲିଆ ନାଗରିକ ହାଇଦ୍ରାବାଦରେ…

ବାଇପୋଲାର ଡିଜଅର୍ଡର ବ୍ୟକ୍ତି ବି ହୋଇପାରିବେ ଜଜ୍‌

ନୂଆଦିଲ୍ଲୀ: ବାଇପୋଲାର ଡିଜଅର୍ଡର ବା ଏକ ପ୍ରକାର ମାନସିକ ରୋଗରେ ପୀଡିତ ପ୍ରାର୍ଥୀଙ୍କୁ ଦିଲ୍ଲୀର ନ୍ୟାୟିକ ସେବାରେ ଜଜ୍ ହେବା ପାଇଁ ସୁପ୍ରିମକୋର୍ଟ ଏକ ବାଟ କାଢିଛନ୍ତି। ମାନସିକ ରୋଗ ପାଇଁ ତାଙ୍କୁ ଏହି ନିଯୁକ୍ତି ଅଧିକାରୀରୁ କେବେ ହେଲେ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି…

ପ୍ରଭାବହୀନ ହୋଇପାରେ କରୋନା ଟିକା

ନୂଆଦିଳ୍ଲୀ: ଓମିକ୍ରନ୍‌ର ଆତଙ୍କ ମଧ୍ୟରେ, ବର୍ତ୍ତମାନ ସମୟରେ ସର୍ବାଧିକ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଅନ୍ୟପକ୍ଷରେ, ନୀତି ଆୟୋଗର ସଦସ୍ୟ ଡା. ଭି.କେ ପଲ ଏପରି ବିବୃତ୍ତି ଦେଇଛନ୍ତି, ଯାହା କରୋନାକୁ ନେଇ ପୁଣି ଥରେ ଉତ୍ତେଜନା ବଢାଇପାରେ ବୋଲି ଆଶଙ୍କା କରାଯାଉଛି। ଭି.କେ ପଲ…

ଓମିକ୍ରନ୍‌ ପରେ ଦକ୍ଷିଣ ଆଫ୍ରିକାରେ କମୁଛି ଫାଇଜର୍‌ ଟିକାର ପ୍ରଭାବ

ନୂଆଦିଲ୍ଲୀ: ଗତ ମାସରେ ଓମିକ୍ରନ୍ ଭାରିଆଣ୍ଟ ସୃଷ୍ଟି ହେବା ପରଠାରୁ ଦକ୍ଷିଣ ଆଫ୍ରିକାରେ କାମ କରୁନି ଫାଇଜର କୋଭିଡ୍‌-୧୯ ଟିକା। ଫାଇଜର୍‌ ଟିକାର ପ୍ରଭାବ ଓମିକ୍ରନ୍‌ ଭାରିଆଣ୍ଟ ବିରୋଧରେ କମ୍‌ ପ୍ରଭାବଶାଳୀ ହୋଇଥିବା ଜଣାପଡ଼ିଛି। ଅଧ୍ୟୟନରୁ ଜଣାପଡିଛି ଯେ ନଭେମ୍ବର ୧୫ ରୁ ଡିସେମ୍ବର…