Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ବଢୁଛି ଓମିକ୍ରନ୍ ଭୟ : ଦିଲ୍ଲୀ ବିମାନବନ୍ଦରରେ ୪ କରୋନା ପଜିଟିଭ ଚିହ୍ନଟ

ଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ୪ଜଣ ଲଣ୍ଡନ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ । ଏହାପରେ ବିମାନ ବନ୍ଦରରେ ଟେଷ୍ଟିଂ ଓ ଟ୍ରାକିଂକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ସେଠାରୁ ସଂକ୍ରମିତଙ୍କୁ ସିଧା ଏଲଏନଜେପି ହସ୍ପିଟାଲ ନିଆଯାଇ ସଙ୍ଗରୋଧରେ ରଖାଯାଇଛି । ଲଣ୍ଡନ ଓ ଆର୍ମଷ୍ଟରଡମରୁ…

ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା

ଦିଲ୍ଲୀ : ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା । ଭାରତରୁ ବିଦେଶକୁ ଆଉ ବିମାନ ଉଡିବ ନାହିଁ ବୋଲି କଟକଣା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଅଫ୍ରିକାର ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟ ଚାରିଆଡେ ବ୍ୟାପି ଯାଇଛି । ଅନେକ ଦେଶକୁ ମଧ୍ୟ ଏହି…

ବିସ୍କୁଟ୍ କିଙ୍ଗ ରାଜନ ପିଲ୍ଲାଇଙ୍କ ଉପରେ ନିର୍ମିତ ହେବ ହିନ୍ଦୀ ୱେବ ସିରିଜ୍

ମୁମ୍ବାଇ: ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପୃଥିବୀରାଜ ସୁକୁମାରନ୍ । ୨୦୦୨ରେ ଅଭିନୟ ଦୁନିଆରେ ପାଦ ଥାପିବା ପରେ ଏହି ଅଭିନେତା ଲୁସିଫର୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆଗାମୀ ଦିନରେ ପୃଥିବୀରାଜ ବିସ୍କୁଟ୍ କିଙ୍ଗ ରାଜନଙ୍କ ଉପରେ ଏକ ହିନ୍ଦୀ ୱେବ ସିରିଜ୍ ନିର୍ମାଣ…

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ , ଲିଟର ପିଛା ୮ ଟଙ୍କା ହ୍ରାସ କଲେ ସରକାର

ଦିଲ୍ଲୀ : ରାଜଧାନୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଲେ ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତରୁ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି…

ଗାଈ ସହ ବିବାହ କଲେ ୭୪ ବର୍ଷୀୟା ମହିଳା

ଭୁବନେଶ୍ୱର: ଏକ ଅନନ୍ୟ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୭୪ ବର୍ଷୀୟା ମହିଳା । ମଣିଷ ନୁହେଁ ବରଂ ଜଣେ ଜନ୍ତୁ ସହ କରିଛନ୍ତି ଦ୍ୱିତୀୟ ବିବାହ । ସେହି ଜନ୍ତୁ ପାଖରେ ମହିଳା ଜଣକ ଦେଖିଥିଲେ ନିଜ ମୃତ ସ୍ୱାମୀଙ୍କ ପ୍ରତିଫଳନ । ଖାସ ଏହି କାରଣରୁ ମହିଳା ଜଣକ ଗାଈକୁ ବିବାହ କରିବାକୁ…

ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ

ଭୁବନେଶ୍ୱର: ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ  । ପରାଗ ଅଗ୍ରୱାଲ ସିଇଓ ହେବା ମାତ୍ରେ ଆକ୍ସନ ମୋଡକୁ ଆସିଛି ଟ୍ୱିଟର । ଟ୍ୱିଟର ମଙ୍ଗଳବାର ନୂଆ ନିୟମ ଆରମ୍ଭ କରିଛି ।  ଯାହା ୟୁଜର୍ସଙ୍କୁ ସେମାନଙ୍କ ସହମତି ବିନା ଅନ୍ୟମାନଙ୍କ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେୟାର କରିବାକୁ ବାରଣ…

ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଆଜିଠାରୁ ଲାଗୁ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ।  ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଆଜିଠାରୁ ଲାଗୁ ହୋଇଛି । କୋଭିଡ୍‌ର ନୂଆ ଘାତକ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ଏବେ ବିଶ୍ବବ୍ୟାପୀ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ସମଗ୍ର ଏସିଆ, ୟୁରୋପ,…

ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଦେଶରେ ପରିଣତ ହେଲା ବାର୍ବୋଡସ

ବ୍ରିଜଟାଉନ: ଦୀର୍ଘ ୪୦୦ ବର୍ଷ ପରେ ବାର୍ବୋଡସ ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି । ମଙ୍ଗଳବାର ମହରାଣୀ ଏଲିଜାବେଥଙ୍କ ଶାସନ ଏଠାରେ ସମାପ୍ତ ହୋଇଛି । ୧୯୬୬ରେ ବାର୍ବୋଡସକୁ ସ୍ୱାଧୀନ ଘୋଷଣା କରାଯାଇଥିଲେ ମଧ୍ୟ ରାଣୀ ଏଲିଜାବେଥ ସର୍ବେସର୍ବା ଥିଲେ । ଏଥିନେଇ ଆୟୋଜିତ…

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…

ତାଲିବାନ କ୍ଷମତାକୁ ଆସିବା ପରେ କୁଆଡେ ଗଲେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଫିସର!

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଓ ଗୋଇନ୍ଦା ଅଫିସର ନିଖୋଜ ଅଛନ୍ତି । ସେମାନଙ୍କୁ ତାଲିବାନୀମାନେ ମାରି ଦେଇଥିବା ଆଶଙ୍କା କରାଯାଉଛି । ହ୍ୟୁମାନ୍ସ ରାଇଟ ୱାଚ ମଙ୍ଗଳବାର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛି । ସମୂହ ଆତ୍ମସମର୍ପଣ ପରେ…