Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଲକାତା ଲଜ୍ଜା; ସୁପ୍ରିମକୋର୍ଟଙ୍କ କଡା ପ୍ରଶ୍ନ

ନୂଆଦିଲ୍ଲୀ: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ ଓ ଉଦବେଗ । ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ପଚାରିଛନ୍ତି ଅନେକ ପ୍ରଶ୍ନ । ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ନେଇ ଜନଆକ୍ରୋଶ ପରେ ଘଟଣାର ନିଜଆଡୁ ସଂଜ୍ଞାନ ନେଇ ଶୁଣାଣି ଆରମ୍ଭ କରିଛନ୍ତି…

ବଦଲାପୁର ଲଜ୍ଜା

ଥାନେ: କୋଲକାତା ହସପିଟାଲ ହରର୍ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଏବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ଯୈାନ ନିର୍ଯାତନା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଥାନେ ଜିଲ୍ଲା ବଦଲାପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଦୁଇ କିଣ୍ଡରଗାର୍ଟେନ ଛାତ୍ରୀଙ୍କୁ ସ୍କୁଲ୍…

ମୁଝକୋ ସଜା ଦି ଓଲା ନେ; ଶୋ’ରୁମ ଆଗରେ ଗୀତଗାଇ ପ୍ରତିବାଦ କଲେ 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଓଲା ଇଲେକ୍ଟ୍ରିକ୍ ଶୋ’ରୁମ ସମ୍ମୁଖରେ ସଲମାନ ଖାନଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ଲୋକପ୍ରିୟ ଗୀତ 'ତଡପ ତଡପ କର’ ଗୀତ ଗାଉଛନ୍ତି। ଭିଡିଓରେ ଏକ ଠେଲା ଗାଡ଼ି ଉପରେ ଓଲା ସ୍କୁଟର ଏକ…

ଏପରି ଅଦ୍ଭୁତ ପ୍ରଜାପତି, ଉଡିବା ମାତ୍ରେ ହୋଇଯାଏ ଅଦୃଶ୍ୟ

ନୂଆଦିଲ୍ଲୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଦୁନିଆ l ଯେଉଁଠି ଆପଣମାନେ ଦେଖିବାକୁ ପାଇବେ ଭଳିକି ଭଳି ଜୀବଜନ୍ତୁ, ସରୀସୃପ ଇତ୍ୟାଦି l ସେହି ଜୀବଜନ୍ତୁଙ୍କ ମଧ୍ୟରେ କିଛି ଏପରି ଜୀବ ଅଛନ୍ତି ଯାହାକୁ ଦେଖି ଆପଣ ଭାବିବେ ଯେ ବୋଧ ହୁଏ ଏହି ଯିବା ପାଖରେ କୌଣସି ଯାଦୁ ଶକ୍ତି ଅଛି l ତେବେ…

ଲାଟେରାଲ୍ ନିଯୁକ୍ତି ଉପରେ ରୋକ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) କୁ ମଙ୍ଗଳବାର ଦିନ ଚିଠି ଲେଖି ଲାଟେରାଲ ଏଣ୍ଟ୍ରି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଚେୟାରମ୍ୟାନ୍‌ ପ୍ରୀତି ସୁଦାନଙ୍କୁ ଚିଠି…

ସ୍କୁଲରେ ଛାତ୍ରୀକୁ ଅସଦାଚରଣ; ବଦଲାପୁରରେ ଅଭିଭାବକଙ୍କ ଯୋରଦାର ବିରୋଧ ପ୍ରଦର୍ଶନ

ଥାନେ: କୋଲକତା ଆର.ଜି କର ମେଡିକାଲ କଲେଜର ଘଟଣା ମନରୁ ନଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଥାନେ ଜିଲ୍ଲା ବଦଲାପୁରର ଏକ ଜଣାଶୁଣା ସ୍କୁଲରେ ଜଣେ ଛାତ୍ରୀକୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନେ ସ୍କୁଲ ବିରୁଦ୍ଧରେ ବିରୋଧ…

ଲାଇଭ୍ ପ୍ରେସମିଟ୍ ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ

ବେଙ୍ଗାଲୁରୁ: ଲାଇଭ୍ ପ୍ରେସ୍ ମିଟ୍ ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ। ଭାଷଣ ଦେଉଥିବା ବେଳେ ହଠାତ୍ ଟଳିପଡିଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ସିକେ ରବିଚନ୍ଦ୍ରନ୍। ବେଙ୍ଗାଲୁରୁର ପ୍ରେସ କ୍ଲବରେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି।…

ରାକ୍ଷୀ ପୂର୍ଣ୍ଣିମାରେ ସ୍ବିଗି ଓ ବ୍ଲିଙ୍କିଟରେ ରେକର୍ଡ ସଂଖ୍ଯକ ବିକ୍ରୀ

ନୂଆଦିଲ୍ଲୀ: ଭାରତରେ ଉତ୍ସାହର ସହ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି। ବାଣିଜ୍ୟିକ ପ୍ଲାଟଫର୍ମ ବ୍ଲିଙ୍କିଟ୍ ଏବଂ ସ୍ବିଗି ଇନଷ୍ଟାମାର୍ଟରେ ରେକର୍ଡ ସଂଖ୍ଯକ ବିକ୍ରୟ ହୋଇଛି। ପ୍ରତି ମିନିଟରେ ୭୦୦ ରାକ୍ଷୀ ଅର୍ଡର ହୋଇଥିବା ବେଳେ ଉପହାର ମଧ୍ଯ ଅନଲାଇନ ପଠାଇଥିଲେ। ଦୁଇ କମ୍ପାନୀ ସେମାନଙ୍କର…

ଆରଜି କର ମେଡିକାଲ କଲେଜ ସୁରକ୍ଷା ଦାୟିତ୍ବରେ ସିଆଇଏସଏଫ

କୋଲକାତା: କୋଲକାତା ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏବେ ତେଜିଛି ଡାକ୍ତରଙ୍କ ବିରୋଧର ସ୍ବର । ଡାକ୍ତରଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।  ଯାହାକୁ ନେଇ ଆଜି ବଡ ଆଶ୍ବସନା ଦେଇଛନ୍ତି କୋର୍ଟ । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କୋଲକାତା…

କୋଲକାତା ଲଜ୍ଜା: ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ଗଠନ ହେବ ନ୍ୟାସନାଲ ଟାସ୍କ ଫୋର୍ସ

କୋଲକାତା: କୋଲକାତା ଲଜ୍ଜା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ । ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ କାର୍ଯ୍ୟ କେଉଁ ଯାଏଁ ଗଲାଣି ଓ ଏହା ଉପରେ ସିବିଆଇ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ସମସ୍ତ ରିପୋର୍ଟ…