Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାବୁଲ ଏୟାର ଷ୍ଟ୍ରାଇକ୍ ପାଇଁ କୌଣସି ଆମେରିକୀୟ ସୈନିକଙ୍କୁ ମିଳିବନି ଦଣ୍ଡ

ନୂଆଦିଲ୍ଲୀ: କାବୁଲର ଏୟାର ଷ୍ଟ୍ରାଇକ୍ ପାଇଁ କୌଣସି ଆମେରିକୀୟ ସୈନିକ ଏବଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆମେରିକା କହିଛି। ସୂଚନା ଅନୁଯାୟୀ ଏହି ଡ୍ରୋନ୍ ଏୟାର ଷ୍ଟ୍ରାଇକ୍‌ରେ ୧୦ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନ…

ଧର୍ମ ପରିବର୍ତ୍ତନ କରିଥିବା ଦଳିତ ସମ୍ପ୍ରଦାୟଙ୍କୁ ମିଳିବନି ସଂରକ୍ଷଣର ସୁବିଧା!

ବେଙ୍ଗାଲୁରୁ: କର୍ଣ୍ଣାଟକର ପ୍ରସ୍ତାବିତ ଧର୍ମ ପରିବର୍ତ୍ତନ ବିରୋଧୀ ଆଇନରେ, ଯେଉଁମାନେ ଅନ୍ୟ ଧର୍ମକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେହି ଅନୁସୂଚିତ ଜାତି (ଏସସି) ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କ ପାଇଁ ଉପଲବ୍ଧ ଥିବା ସଂରକ୍ଷଣର ଲାଭରୁ ବଞ୍ଚିତ କରିବା ପାଇଁ ଏକ ବ୍ୟବସ୍ଥା…

ଇଣ୍ଡୋନେସିଆରେ ଭୂକମ୍ପ: ସୁନାମି ଆଲର୍ଟ ଜାରି

ଦିଲ୍ଲୀ: ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ…

‘ମିଶନରୀ ଅଫ୍ ଚାରିଟି’ ବିରୋଧରେ ଏଫ୍‌ଆଇଆର୍‌; ବଳପୂର୍ବକ କରାଯାଉଛି ଝିଅଙ୍କ ଧର୍ମ ପରିବର୍ତ୍ତନ

ନୂଆଦିଲ୍ଲୀ: ସୂଚନା ମୁତାବକ ଗୁଜରାଟରେ 'ମିଶନାରୀଜ୍‌ ଅଫ୍‌ ଚାରିଟି 'ମିଶନରୀ ଅଫ୍ ଚାରିଟି' ଦ୍ୱାରା ପରିଚାଳିତ ଏକ ଶିଶୁ ଗୃହ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି। ଅଭିଯୋଗ ହୋଇଛି ଯେ ଝିଅମାନଙ୍କୁ ବଳପୂର୍ବକ ଭାବେ କ୍ରସ୍‌ ପିନ୍ଧିଯାଇ ସେମାନଙ୍କୁ ‌ବାଇବେଲ୍‌ ପାଠ କରିବା ପାଇଁ ଏବଂ…

ଅଡୁଆରେ ପେଗାସସ୍‌ ନିର୍ମାତା; ବିକ୍ରି ହେବ କମ୍ପାନୀ!

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ଦୁର୍ନୀତିକୁ ନେଇ ଭାରତ ସମେତ ଅନେକ ଦେଶରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଏହି ସ୍ପାଏୱେର୍‌ ନିର୍ମାଣ କରିଥିବା କମ୍ପାନୀ ଏନ୍‌ଏସ୍‌ଓ ଖୁବ୍‌ ଶୀଘ୍ର ବିକ୍ରି ହେବାକୁ ଯାଉଛି। ସୂଚନା ଅନୁଯାୟୀ ଏନ୍‌ଏସ୍‌ଓ ଗ୍ରୁପ୍ ଲିମିଟେଡ୍ ଶୀଘ୍ର ଏହାର…

ମାରାତ୍ମକ ହେଉଛି ଓମିକ୍ରନ୍‌; ସାମ୍‌ନାକୁ ଆସିଲା ଓମିକ୍ରନ୍‌ ଦ୍ବାରା ବିଶ୍ବରେ ପ୍ରଥମ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ସୋମବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାଭାଇରସର ଓମିକ୍ରନ୍ ପ୍ରଜାତି ଦ୍ବାରା ଦେଶରେ ପ୍ରଥମ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ବ୍ରିଟେନର ଜଣେ ବ୍ୟକ୍ତି କରୋନାଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ…

ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଗୁଜୁରାଟ: ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ବର୍ଷର ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଛି । ଦେଶରେ ମୋଟ୍ ଓମିକ୍ରନ ସଂଖ୍ୟା ୪୧କୁ…

କାଶୀରେ ଆଜି ମୋଦିଙ୍କ ପାଠଶାଳା: ବିଜେପି ଶାସିତ ୧୨ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କ ରାଜ୍ୟରେ ହେଉଥିବା ବିକାଶମୂଳକ କାମର ହିସାବ…

ଗାଈ ଖାଇଗଲା ସୁନା ଚେନ, ମାସେ କାଳ ଗୋବର ଉପରେ ନଜର ରଖିଲେ…..

ବାଙ୍ଗାଲୋର: ହିପାନହଲ୍ଲୀ ଅଂଚଳରେ ଏକ ମଜାଦାର ଘଟଣା ଘଟିଛି । ଶ୍ରୀକାନ୍ତ ହେଗଡେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗୋ ପୂଜା ହୋଇଥିଲା । ତାଙ୍କ ପତ୍ନୀ ଏବଂ ଅନ୍ୟମାନେ ଏଥିରେ ପୂଜାର୍ଚ୍ଚାନା କରିଥିଲେ । ଶ୍ରୀକାନ୍ତଙ୍କ ପତ୍ନୀଙ୍କ ୨୦ ଗ୍ରାମର ସୁନା ଚେନ ମିଳି ନ ଥିଲା । ଫୁଲ ଏବଂ ଅନ୍ୟ ଭୋଗ…

ସଶସ୍ତ୍ର ପୋଲିସ ବାହିନୀ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆଜି ଆତଙ୍କବାଦୀମାନେ ଏକ ସୁରକ୍ଷାକର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି । ଜେୱାନରେ ହୋଇଥିବା ଏହି ଆକ୍ରମଣରେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ ଶହୀଦ ହୋଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ସରକାରୀସ୍ତରରେ ଏହାର ଘୋଷଣା କରାଯାଇ ନାହିଁ ।…