Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କୋମା’କୁ ଯାଇପାରନ୍ତି କେଜ୍ରିୱାଲ; ଆଶଙ୍କା ପ୍ରକାଶ କଲେ ଆପ୍ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘କୋମା’କୁ ଯାଇପାରନ୍ତି। ସୋମବାର ଦିନ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ। ଏଥିସହ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତିହାର ଜେଲ ପକ୍ଷରୁ ଜାରି କରାଯାଇଥିବା…

ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ କୋଟିପତି କ୍ଲବରେ ସାମିଲ

ମୁମ୍ବାଇ: ଜୋମାଟୋର ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ କୋଟିପତି କ୍ଲବ ରେ ସାମିଲ ହୋଇଛନ୍ତି। ଜୁଲାଇ ୨୦୨୩ରୁ ଷ୍ଟକ୍ ୩୦୦% ରୁ ଅଧିକ ବୃଦ୍ଧି ପାଇଛି। ଗତ ଏକ ବର୍ଷ ମଧ୍ୟରେ ଜୋମାଟୋର ସେୟାରରେ ଏକ ରେକର୍ଡ ପରେ କୋଟିପତି ହୋଇପାରିଛନ୍ତି। ଏହି ବୃଦ୍ଧି ଜୋମାଟର ମାର୍କେଟ କ୍ୟାପକୁ ୧.୮…

ପାକିସ୍ତାନର ଷଡ଼ଯନ୍ତ୍ର: ଏଲଓସି ନିକଟରେ ଲଞ୍ଚ୍‌ ପ୍ୟାଡ଼ ଏକ୍‌ଟିଭ୍, ଆତଙ୍କୀ ବୃଦ୍ଧି କରିବାର ଚାଲିଛି ଯୋଜନା

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ଏବେ ବି ଜାରି ରଖିଛି ନିଜର ଘୃଣ୍ୟ କାର୍ଯ୍ୟକଳାପ। ଗତ କିଛି ଦିନ ହେବ ନିୟନ୍ତ୍ରଣ ସୀମା ରେଖାରୁ ଅନୁପ୍ରବେଶକାରୀମାନେ କ୍ରମାଗତ ଭାବରେ ଭାରତୀୟ ସୀମାରେ ପ୍ରବେଶ କରି ଆତଙ୍କବାଦୀ କାର୍ଯ୍ୟକଳାପ କରିଚାଲିଛନ୍ତି। ସାମ୍ପ୍ରତିରେ ଜମ୍ମୁ କାଶ୍ମୀରରେ ଭାରତୀୟ…

ଜଗନ୍ନାଥଙ୍କ ପାଇଁ ବଞ୍ଚିଗଲା ଟ୍ରମ୍ପଙ୍କ ଜୀବନ: ଇସ୍କନ ଉପ ସଭାପତି

ନୂଆଦିଲ୍ଲୀ: ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ସେ ଜଗନ୍ନାଥଙ୍କ କୃପାରୁ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ଟ୍ୱିଟ୍ ଏବେ…

ବସ୍‌କୁ ପିଟିଲା ଟ୍ରକ୍‌: ୬ ଯାତ୍ରୀ ମୃତ, ୮ ଗୁରୁତର

ଅହମ୍ମଦାବାଦ: ଗୁଜୁରାଟର ଆନନ୍ଦ ଜିଲ୍ଲା ନିକଟ ଅହମ୍ମଦାବାଦ-ଭଡୋଦରା ଏକ୍ସପ୍ରେସ ରାଜପଥରେ ଏକ ଟ୍ରକ ଏବଂ ବସ୍‌ରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଟାୟାର ପମ୍ପଚର ହେବାରୁ ରାସ୍ତା…

ଘର ଖାଦ୍ୟ ଆସିଲେ ଫେରାଇ ଦିଅନ୍ତି, ଜାଣିଶୁଣି ନିଜ ଓଜନ ହ୍ରାସ କରୁଛନ୍ତି କେଜ୍ରିୱାଲ: ତିହାର ଜେଲ ରିପୋର୍ଟ

ନୂଆଦିଲ୍ଲୀ: ତିହାର ଜେଲରେ ଅବସ୍ଥାପିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ନେଇ ଆମ୍ ଆଦମୀ ପାର୍ଟି କ୍ରମାଗତ ଭାବରେ ଦାବି କରୁଛି। ଆପ୍ ଅଭିଯୋଗ କରିଛି ଯେ ଗତ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କର ଓଜନ ହ୍ରାସ ହୋଇଛି। ତାଙ୍କ ଓଜନ…

ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ ହେବେ କେ.ପି.ଶର୍ମା ଓଲି

ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ କେ.ପି.ଶର୍ମା ଓଲି ନିଯୁକ୍ତ।ନେପାଳ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଏହି ନିଯୁକ୍ତି ମିଳିଛି। ଓଲି ସୋମବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶୁକ୍ରବାର ସଂସଦରେ ଆସ୍ଥାଭୋଟରେ ଜିତି ପାରିନଥିଲେ ପୁଷ୍ପ କମଲ ଦହଲ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦ କୋଟି ଛୁଇଁଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦୦ ମିଲୟନ ବା ୧୦ କୋଟି ଛୁଇଁଛି। ବିଶ୍ୱରେ ସାମ୍ବିଧାନିକ ପଦରେ ଥିବା କୌଣସି ନେତାଙ୍କୁ 'ଏକ୍ସ'ରେ ଏତେ ସଂଖ୍ୟକ ଲୋକ ଅନୁସରଣ କରିବା ପ୍ରଥମ ଘଟଣା। ଖାସ କଥା ହେଉଛି, ଗତ ତିନିବର୍ଷ ମଧ୍ୟରେ ମୋଦୀଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ପ୍ରାୟ ୩୦…

ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ସେନାର ଗୁଳିରେ ୩ ଆତଙ୍କୀ ନିପାତ

ଶ୍ରୀନଗର: ପୁଣି ଭାରତୀୟ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ରବିବାର ଜମ୍ମୁ-କାଶ୍ମୀରର କିରଣ ସେକ୍ଟର ନିକଟ ନିୟନ୍ତ୍ରଣ ସୀମା ରେଖା (LOC)ରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେବାର ଯବାନ ମାନେ। ଭାରତ-ପାକିସ୍ଥାନ ସୀମା ନିକଟରେ ଥିବା ଏହି ଅଞ୍ଚଳରେ ସର୍ଚ୍ଚ…

ଜମ୍ମୁ-କଶ୍ମୀରରେ ସ୍ମାର୍ଟ ଫୋନ ଛଡାଉଛନ୍ତି ଆତଙ୍କାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ସ୍ମାର୍ଟଫୋନ ଛଡେଇବା ଆରମ୍ଭ କରିଛନ୍ତି । ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ସ୍ଥାନୀୟ ବାସିନ୍ଦା ଆଲର୍ଟ ରହିଛନ୍ତି । ଭିନ୍ନ ଭିନ୍ନ ମୋବାଇଲ ଫୋନ ବ୍ୟବହାର କରିବା ଯୋଗୁ ସେମାନଙ୍କୁ ଧରିବାରେ ସୁରକ୍ଷାକର୍ମୀ ବିଫଳ…