Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପ୍‌କୁ କିପରି ସମ୍ଭାଳିବେ ସିସୋଦିଆ ?

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ମୁକୁଳିଛନ୍ତି ମନୀଷ ସିସୋଦିଆ । ଜେଲରୁ ମୁକୁଳିବା ସିସୋଦିଆଙ୍କ ପାଇଁ ଆଶ୍ୱସ୍ତିର ବିଷୟ । ବିନା ଅରବିନ୍ଦ କେଜରୀୱାଲରେ ଚାଲିଥିବା ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ମଧ୍ୟ ମିଳିଛି ବଡ ଆଶ୍ୱସ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ମହାଭୂକମ୍ପ ଆଶଙ୍କାରେ ଆତଙ୍କିତ ଜାପାନ

ନୂଆଦିଲ୍ଲୀ: ଭୂକମ୍ପ ପ୍ରବଣ ଜାପାନରେ ଏବେ ଭୟ ଓ ଆତଙ୍କ । ଲୋକେ ଆତଙ୍କିତ ହେବାର କାରଣ ହେଉଛି ମେଗା କ୍ୱେକ୍ ବା ମହାଭୂମିକମ୍ପର ଚେତାବନୀ । ଏହି ମେଗାକ୍ୱେକ୍ ଆଶଙ୍କା ଲୋକଙ୍କୁ ଡରାଇ ଦେଇଛି । ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ମେଗା କ୍ୱେକ୍ ନେଇ ଭୂକମ୍ପ ବିଜ୍ଞାନୀଙ୍କ ଚେତାବନୀ ପରେ…

ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଲେ, ଭିଡିଓ ରେକର୍ଡିଂ ସରିଲା ପରେ ନେଇଗଲେ

କୋପାଲ: ପିଲାଙ୍କ ପ୍ଲେଟ୍‌ରେ ଅଣ୍ଡା ପରସି ଦେଲେ ଅଙ୍ଗନବାଡି ଦିଦି।ଭିଡିଓ ରେକର୍ଡିଂ ପରେ ଥାଳିରୁ ନେଇଗଲେ। ଏହି ଘଟଣାରେ କର୍ଣ୍ଣାଟକର କୋପାଲ ଜିଲ୍ଲାରେ ଦୁଇ ଅଙ୍ଗନବାଡି କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ବିରୋଧୀଙ୍କ ଧନଖଡ ହଟାଅ ଅଭିଯାନ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଆସିବ କି ମହାଅଭିଯୋଗ ପ୍ରସ୍ତାବ ? ଧନଖଡଙ୍କୁ ହଟାଇବାରେ ସଫଳ ହେବେ କି ବିରୋଧୀ ? ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପାଖରେ ନମ୍ବର ଅଛି ତ ? ରାଜ୍ୟସଭା ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ…

ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟ, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏନକାଉଣ୍ଟରରେ ଦୁଇ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।…

ବାଂଲାଦେଶରେ ଥମୁନି ହିଂସା; ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଇସ୍ତଫା!

ଢାକା: ବାଂଲାଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଓବାଇଡୁଲ ହାସନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟକୁ ଘେରି ରହିବା ସହ ପ୍ରଧାନ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ। ଢାକା ଟ୍ରିବ୍ୟୁନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ୬୫ ବର୍ଷୀୟୱପ୍ରଧାନ…

ଅଦାନୀଙ୍କ ପରେ ଆଉ କିଏ ଟାର୍ଗେଟରେ, ଭାରତୀୟ ବଜାରକୁ ପୁଣି ଦୋହଲାଇବ କି ହିଣ୍ଡେନବର୍ଗ… 

ନୂଆଦିଲ୍ଲୀ: ହିଣ୍ଡେନବର୍ଗ। ଆମେରିକାର ଏହି ସର୍ଟ ସେଲିଂ କମ୍ପାନୀ ଗୌତମ ଅଦାନୀଙ୍କୁ ଏଭଳି ଟାର୍ଗେଟ କରିଥିଲା ଯେ ଆଜି ପର୍ଯ୍ୟନ୍ତ ଅଦାନୀ ଗ୍ରୁପ୍ ଭୁଲିପାରୁନଥିବ। ଏହି ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ଭାରତରେ ଆଉ ଏକ ବଡ ବିସ୍ଫୋରଣ କରିବାକୁ ଯାଉଛି। କମ୍ପାନୀ 'ଏକ୍ସ'ରେ ଏକ ପୋଷ୍ଟ…

‘ନିଜର ଖଣ୍ଡା ଉଠାଇ ସେଗୁଡିକୁ ତୀକ୍ଷ୍ଣ ରଖ ଯୁଦ୍ଧାଭ୍ୟାସ କର, ଶାନ୍ତି ସହଜରେ ମିଳିନଥାଏ’

ନୂଆଦିଲ୍ଲୀ: ବାଂଲାଦେଶ ଏବେ ହିଂସା ଓ ରାଜନୈତିକ ସଂକଟ ଦେଇ ଗତି କରୁଛି । ଏହା ମଧ୍ୟରେ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ କଙ୍ଗନା ଦେଶର ଲୋକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି ନିଜ ଲୋକ ତଥା ନିଜ ଦେଶ…

କୋଲକାତା ହରର…ବଢିଲା ତାତି

କୋଲକାତା: ପଶ୍ଚିମବଙ୍ଗ ସରକାରୀ ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା। ସାମନାକୁ ଆସିଛି ଭୟଙ୍କର ଅପରାଧର ଛାତିଥରା କାହାଣୀ । ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜ ହଷ୍ଟେଲରେ ଘଟଣା ଘଟିଛି । ଗତ ଗୁରୁବାର ରାତ୍ରୀଭୋଜନ ପରେ ପିଜି ଦ୍ବିତୀୟ ବର୍ଷର ମେଡିକାଲ…

ଛାତିରେ ଯନ୍ତ୍ରଣା କାରଣରୁ ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର: ଅସୁସ୍ଥ କାରଣରୁ ମେଡିକାଲରେ ଭର୍ତ୍ତି ହେଲେ ଆଶାରାମ ବାପୁ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆଶାରାମଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି । ଯୌନ ଉତ୍ପୀଡ଼ନ ମାମଲାରେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛନ୍ତି ଆଶାରମ । ଖବର…