Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯବାନଙ୍କୁ ଭରଷା ବର୍ଷା ପାଣି

କାଂକେର: ଯବାନଙ୍କୁ ଭରଷା ବର୍ଷା ପାଣି | ଅପରେଶନ ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯବାନ | ଯାହାର କିଛି କରୁଣା ଚିତ୍ର ଏବେ ସାମ୍ନାକୁ ଆସିଛି | ପୁରା ଦେଶ ପାଇଁ ଯେ ଦିନ ରାତି ଲଢ଼ୁଛନ୍ତି ତାଙ୍କ ସହର ସାଜିଛି ବର୍ଷା ପାଣି | ପଲିଥିନରେ ବର୍ଷା ପାଣି ସଂଗ୍ରହ କରି…

କାହିଁକି ଚର୍ଚ୍ଚାରେ ଏହି ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ?

ପୁଣେ: ମହାରାଷ୍ଟ୍ରର ଜଣେ ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ ଏବେ ଚର୍ଚ୍ଚାରେ। ୨୦୨୨ ପ୍ରଶାସନିକ ପରୀକ୍ଷାରେ ୮୪୧ ରାଙ୍କ ପାଇଥିଲେ ପୂଜା ଖେଡକର। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର।…

ପତଞ୍ଜଳି ବିରୋଧରେ ୫୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ପତଞ୍ଜଳିର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ପତଞ୍ଜଳିଙ୍କୁ ଏହାର କର୍ପୁର ଉତ୍ପାଦ ବିକ୍ରୟ ନକରିବାକୁ ନିର୍ଦ୍ଦେଶ…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବଦ୍ରିନାଥ ରାସ୍ତାରେ ଭୂସ୍ଖଳନ

ଡେରାଡୁନ: ଉତ୍ତରାଖଣ୍ଡ ବଦ୍ରିନାଥରେ ଭୂସ୍ଖଳନ । ପାତାଳଗଙ୍ଗା ନିକଟ ଲଙ୍ଗସୀ ଟନେଲ ନିକଟରେ ଭୂସ୍ଖଳନ। ପ୍ରବଳ ବର୍ଷା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଜାତୀୟ ରାଜପଥ ଅବରୋଧ ହୋଇଥିବାରୁ ଯାତାୟତ ବାଧାପ୍ରାପ୍ତ। ଯୋଶୀମଠ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି । ସେପଟେ ରାସ୍ତାଉପରେ ବିରାଟକାୟ…

ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ

ନୂଆଦିଲ୍ଲୀ: ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ ନିର୍ଦେଶ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ। କୋର୍ଟରେ ଦାଖଲ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ କହିଛନ୍ତି କୋର୍ଟ। କୃଷକ ଆନ୍ଦୋଳନ ୫ ମାସ ଧରି ବନ୍ଦ ହୋଇଥିବା ବେଳେ…

୨୦୧୪ ପରଠାରୁ ଲୋକୋ ପାଇଲଟଙ୍କୁ ଯୋଗାଇ ଦିଆଯାଉଛି ସାମଗ୍ରିକ ସୁବିଧା: ରେଳ ବିଭାଗ

ନୂଆଦିଲ୍ଲୀ: ଗତ ୧୦ ବର୍ଷରେ ବଦଳିଛି ଲୋକ ପାଇଲଟଙ୍କ ଅବସ୍ଥା । ୨୦୧୪ ମସିହା ପରଠାରୁ ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଗତ ୧୦ ବର୍ଷ ମଧ୍ୟରେ ଲୋକୋମୋଟିଭ୍ ପାଇଲଟଙ୍କ କାର୍ଯ୍ୟସ୍ଥିତିରେ ବଡ଼ ଧରଣର ଉନ୍ନତି ଘଟିଛି । ୨୦୧୪…

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପଛର କାରଣ

ନୂଆଦିଲ୍ଲୀ: ୩୭୦ ଧାରା ହଟିବା ପରେ ଜାମ୍ମୁ ଓ କାଶ୍ମୀରରେ ଅନେକ କିଛି ବଦଳିିଛି । ଆଗ ଅପେକ୍ଷା ଶାନ୍ତ ରହିଛି କାଶ୍ମୀର ଉପତ୍ୟକା ।  ବର୍ତ୍ତମାନ ଚିନ୍ତା କାଶ୍ମୀରକୁ ନୁହେଁ । ଜାମ୍ମୁର ପରିସ୍ଥିତିକୁ ନେଇ ଚିନ୍ତା । ଜାମ୍ମୁ କିଛି ବର୍ଷ ଧରି ଶାନ୍ତ ଥିଲା । କିନ୍ତୁ ଗତ କିଛି ଦିନ ଧରି…

ଡାକ୍ତରୀ ପଢିବା ପାଇଁ ବିଦେଶ ମୁହାଁ ଭାରତୀୟ ଛାତ୍ର   

ନୂଆଦିଲ୍ଲୀ: ଭାରତରେ ଡାକ୍ତରୀ ଶିକ୍ଷା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି କି ? ଗୁଣାତ୍ମକ ଡାକ୍ତରୀ ଶିକ୍ଷାର ଅଭାବ ନଥିଲେ ମଧ୍ୟ ଦେଶର ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିଦେଶକୁ ଡାକ୍ତରୀ ପଢିବା ପାଇଁ ଯିବା ଚିନ୍ତାର ବିଷୟ ନିଶ୍ଚୟ । ସରକାରୀ ତଥ୍ୟ ଅନୁସାରେ ୨୦୨୨ରେ ମୋଟ ୭ ଲକ୍ଷ ୪୦…

ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା

ମୁମ୍ବାଇ: ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା। ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ମଙ୍ଗଳବାର ଗିରଫ କରିଥିଲା ପୋଲିସ। ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର।ରାଜେଶ ଶାହ ପାଲଘରର ଉପନେତା ଥିଲେ। ଶିବସେନା ସଚିବ ସଞ୍ଜୟ ମୋର ଏକ…

ରାଜ୍ୟର ବିନା ଅନୁମତିରେ ତଦନ୍ତ କରିପାରିବନି ସିବିଆଇ

ମୁମ୍ବାଇ: ସନ୍ଦେଶଖାଲି ମାମଲାର ତଦନ୍ତ ଉପରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ବିଜୟ। ରାଜ୍ୟର ବିନା ଅନୁମତିରେ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର CBI ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ଏ ସମ୍ପର୍କିତ ମାମଲା ଉପରେ ଶୁଣାଣି…