Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଂଲାଦେଶୀ ହିଂସାରେ ଥର ହର ଭାରତ, ଘିଅ ଢାଳୁଛନ୍ତି ବିରୋଧୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦ ଛାଡି ଦେଶ ତ୍ୟାଗ କରିବାର ୩ ଦିନ ବିତିଯାଇଥିଲେ ବି ଶାନ୍ତ ହଉନି ବାଂଲାଦେଶ । ଦେଖିବାକୁ ଗଲେ ସ୍ଥିତି ଆହୁରି ବିଗିଡି ବିଗିଡି ଯାଉଛି । ଆଉ ପ୍ରବାସୀ ଭାରତୀୟଙ୍କ କଥା ତ ନକହିବା ଭଲ । ହସିନା ଦେଶ ଛାଡିବା ପରେ ଭାରତୀୟଙ୍କ ପ୍ରତି…

ଭିନେଶ ଅଯୋଗ୍ୟ ଘୋଷିତ; ‘ଏହା ମହିଳା ମାନଙ୍କ ପାଇଁ ଏକ ପ୍ରକାର ଶିକ୍ଷା’

ନୂଆଦିଲ୍ଲୀ: ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ଉପରେ ବିଜେପି ସାଂସଦ ହେମା ମାଲିନି କହିଛନ୍ତି ଯେ, '୧୦୦ ଗ୍ରାମ ହେତୁ ବିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ । ଏହା ଦ୍ବାରା ଜଣାଯାଏ ଯେ, ନିଜର ଓଜନକୁ ସଠିକ୍ ଭାବରେ ବଜାୟ ରଖିବା କେତେ…

ନେପାଳରେ ପୁଣି ବିମାନ ଦୁର୍ଘଟଣା, ୫ ମୃତ

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁର ଏକ ଜଙ୍ଗଲରେ ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ତନ୍ମଧ୍ଯରେ ୪ ଜଣ ଯାତ୍ରୀ ଥିବା ଜଣାପଡିଛି। ଆଜି ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଏୟାର ଡାଏନଷ୍ଟୀ କମ୍ପାନୀର ଯାତ୍ରୀବାହୀ…

ଶପିଂ କଲେ ଶେଖ ହସିନା, କିଣିଲେ ୩୦ ହଜାର ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚି ଥିଲେ ଶେଖ୍ ହସିନା । ଏବେ ସେ ଭାରତରେ ଅଛନ୍ତି । ଏହା ପରେ ସେ ଲଣ୍ଡନ ଯିବା ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଛାଡିବା ସମୟରେ…

ତୁମେ ଆମ ଚାମ୍ପିଅନ୍; ଭିନେଶଙ୍କ ପାଇଁ ଭାରତୀୟ ଅଲିମ୍ପିକ ସଂଘ ସଭାପତିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ଭିନେଶ ଫୋଗଟ। ଏହି ଘଟଣା ରେ ମ୍ରିୟମାଣ ହୋଇପଡିଛନ୍ତି ସାରା ଭାରତବାସୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି ଯେ, "ଭିନେଶ ତୁମେ ଚାମ୍ପିଅନଙ୍କ ଭିତରେ…

ସପ୍ତାହେ ଧରି ସ୍କୁଲରେ ବନ୍ଦୀ ୨୫୦ ଛାତ୍ର!

ପାଟଣା: ବିହାରର ବେଗୁସରାଇରେ ୨୫୦ ଜଣ ଛାତ୍ର ଏକ ଘରୋଇ ବିଦ୍ୟାଳୟରେ ବନ୍ଦୀ ହୋଇ ରହିଛନ୍ତି। ସ୍ଥିତି ଏପରି ଯେ ବିଦ୍ୟାଳୟରେ ଥିବା ପିଲାମାନେ ନିଜ ଘରକୁ ଯାଇପାରୁଛନ୍ତି କିମ୍ବା ନିଜ ପରିବାରକୁ ଲୋକଙ୍କୁ ଭେଟିପାରୁଛନ୍ତି। ଗତ ଏକ ସପ୍ତାହ ଧରି ସମସ୍ତ ଛାତ୍ରମାନେ ଦୟନୀୟ ସ୍ଥିତିରେ…

‘ଯାହା ବାଂଲାଦେଶରେ ହେଉଛି, ସେହିଭଳି ଭାରତରେ ମଧ୍ୟ ହୋଇପାରେ’

ନୂଆଦିଲ୍ଲୀ: ବାଂଲାଦେଶରେ ଥମିବାର ନାଁ ନଉନାହିଁ ହିଂସା । ଦିନକୁ ଦିନ ସେଠାରେ ସ୍ଥିତି ଅତି ଦୟନୀୟ ଅବସ୍ଥାକୁ ଗତି କରୁଥିବା ଦେଖିବାକୁ ମିଳୁଛି । ଶେଖ୍ ହସିନାଙ୍କୁ ବାଂଲାଦେଶ ଛାଡିବାର ତିନି ଦିନ ହୋଇସାରିଥିଲେ ମଧ୍ୟ ସେଠାକାର ପରିସ୍ଥିତିରେ କୌଣସି ପ୍ରକାର ସୁଧାର ଆସୁନି । ଏହାରି ଭିତରେ…

ଭିନେଶ ଫୋଗଟ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପ୍ୟାରିସ: ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଭିନେଶ ଫୋଗଟ। ଆଜି ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂ ଫାଇନାଲରେ ଭାଗ ନେବାକୁ ଅଯୋଗ୍ୟ ଘୋଷିତ ହେବା ପରେ ସେ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଡିହାଇଡ୍ରେସନ ଯୋଗୁ ଭିନେଶ ଫୋଗଟଙ୍କୁ ଡାକ୍ତରଖାନାରେ…

ବାଂଲାଦେଶରେ ଥମୁନି ହିଂସା; ହୋଟେଲ ଜାଳିଦେଲେ ବିକ୍ଷୋଭକାରୀ

ଢାକା: ବାଂଲାଦେଶରେ ଜାରି ରହିଥିବା ହିଂସା ଥମିବାର ନାଁ ନେଉ ନାହିଁ। ଗତ କିଛି ଦିନ ହେବ ଏଠାରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଗଠିତ ହୋଇଛି ଅନ୍ତରୀଣ ସରକାର। ଯାହାର ନେତୃତ୍ୱ ନେଇଛନ୍ତି ନୋବେଲ୍ ବିଜେତା ମହମ୍ମଦ ୟୁନୁସ। ଏହି ମଧ୍ଯରେ ଏକ ହୋଟେଲରେ ନିଆଁ ଲଗାଇ ଦେଇଛନ୍ତି…

ଜାମ୍ମୁକାଶ୍ମୀର ପୋଲିସ୍ ପ୍ରଶାସନର ମୁଖିଆ ହେଲେ ଓଡିଆ ପୁଅ

ଭୁବନେଶ୍ବର: ଜାମ୍ମୁକାଶ୍ମୀର ପୋଲିସ୍ ପ୍ରଶାସନର ମୁଖିଆ ଭାର ଗ୍ରହଣ କଲେ ଓଡିଆ ପୁଅ । ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି ଭାବେ ନିଯୁକ୍ତି ହୋଇଛନ୍ତି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ…