Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଧରା ପଡ଼ିଲା କୁଖ୍ୟାତ ଆତଙ୍କବାଦୀ ରିଜୱାନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ l ଇସଲାମିକ୍‌ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଲା ଦିଲ୍ଲୀ ପୋଲିସ l ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ ଧରାପଡ଼ିଲା l ୨୦୨୩ରେ ପୋଲିସ ହେପାଜତରୁ ଖସି ପଳାଇଥିଲା ରିଜୱାନ୍ l ରିଜୱାନ୍ ଅଲୀକୁ…

ନାଗାସାକି ଦିବସ: ମନରୁ ଲିଭିନି ମହାବିନାଶର ଭୟଙ୍କର ଚିତ୍ର

ନୂଆଦିଲ୍ଲୀ: ଚାରିଆଡେ ଧ୍ବସଂର ବିଭୀଷିକା, ଶବ ହିଁ ଶବ, ଗର୍ବ ଅହଂକାରର ଏହାଥିଲା କରୁଣ ପରିଣତି। ଜୀବନ୍ତ ମଣିଷ ପାଲଟିଯାଇଥିଲା ଶବ,ଚାରିଆଡେ ଶୁଭୁଥିଲା ବୁକୁଫଟା ଚିତ୍କାର, ଇତିହାସ ପୃଷ୍ଠାରେ ଆଜିର ଦିନ ପାଲଟିଯାଇଥିଲା କଳାଦିନ। ଫ୍ୟାଟମ୍ୟାନ୍ ନାମକ ଏକ ଭୟଙ୍କର ପରମାଣୁ ବୋମା ବିସ୍ଫୋରଣ…

ଧାର୍ମିକ ପୋଷ୍ଟରରେ ଲାଗିଲା ପର୍ଣ୍ଣଷ୍ଟାରଙ୍କ ଫଟୋ, ସୋସିଆଲ ମିଡିଆ ସରଗରମ

କାଞ୍ଚିପୁରମ: ମନ୍ଦିରର ହୋର୍ଡିଂରେ ପର୍ଣ୍ଣ ଷ୍ଟାର ମିୟା ଖଲିଫାଙ୍କ ଫଟୋ । ଫଟୋ ଭାଇରାଲ ପରେ ସୋସିଆଲ ମିଡିଆ ସରଗରମ । ଘଟଣାଟି ହେଉଛି ତାମିଲନାଡୁର କାଞ୍ଚିପୁରମର । ଫଟୋକୁ ନେଇ ପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତେଜନା ପରେ ତୁରନ୍ତ ଏହାକୁ ଉକ୍ତ ସ୍ଥାନରୁ ହଟାଇ ଦିଆଯାଇଛି ।…

ଫଡନାଭିସ ହେବେ ବିଜେପି ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ହେଭିୱେଟ୍ ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିବ କି ଗୁରୁଦାୟିତ୍ୱ ? ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଫଡନାଭିସଙ୍କୁ ଦିଆଯିବ କି ଦାୟିତ୍ୱ ? ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ହେବାରେ ଲାଗିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଉ…

ଥରିଲା ଜାପାନ, ୨ ମିନିଟରେ ୨ଥର ଶକ୍ତିଶାଳୀ ଭୂକମ୍ପ

ନୂଆଦିଲ୍ଲୀ: ୨ ମିନିଟରେ ୨ ଥର ଥରିଲା ଜାପାନ l ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରେକର୍ଡ କରାଯାଇଛି। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଭୂମିକମ୍ପ ଅନୁଭୂତ…

ମୃତ ଯବାନଙ୍କ ସ୍ପର୍ମ ସାଇତି ରଖୁଛି ଇସ୍ରାଏଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ମଧ୍ୟରେ ୭୦୦ରୁ ଅଧିକ ଇସ୍ରାଏଲ ସୈନିକ ମଧ୍ୟ ଅଛନ୍ତି। ଇସ୍ରାଏଲ୍ ସରକାର ବର୍ତ୍ତମାନ ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କର ଶୁକ୍ରାଣୁକୁ ସାଇତି ରଖୁଛନ୍ତି।…

ଆରପାରିରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକତା: ଆରପାରିରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଆଜି ସକାଳ ପ୍ରାୟ ୮ ଟା ୨୦ରେ ୮୦ ବର୍ଷ ବୟସରେ ଆଖୀ ବୁଜିଛନ୍ତି ବୁଦ୍ଧଦେବ । ତେବେ ବାର୍ଦ୍ଧକ୍ୟତା ହେତୁ ବହୁଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ । ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେବାରୁ ତାଙ୍କୁ…

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ୧୪ ମୃତ, ୧୦ ନିଖୋଜ

ଶିମଲା: ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ ଜଣ ନିଖୋଜ ଅଛନ୍ତି। ସାମେଜ ଓ ବାଗି ବ୍ରିଜ୍‌ ଅଞ୍ଚଳରେ ପ୍ରବଳ ବର୍ଷାରେ ଭାସିଗଲେ ଲୋକେ। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର…

୬.୫ ପ୍ରତିଶତ ସହ ରେପୋରେଟ୍‌ ବଳବତ୍ତର ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ। ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ…

ଆଜିଠୁ ବାଂଲାରେ ନୂଆ ସରକାର, ସରକାରରେ ରହିବେ ୧୫ ସଦସ୍ୟ

ଢାକା: ବାଂଲାଦେଶରେ ଆଜି ଅନ୍ତରୀଣ ସରକାର ଗଠନ ହେବ। ରାତି ସାଢେ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସେନା ମୁଖ୍ୟ ୱକାର-ଉଜ୍-ଜମାନ ଗତକାଲି ଏନେଇ ସୂଚନା ଦେଇଛନ୍ତି। ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ। ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ…