Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିଂସାର ନିଆଁ ରେ ଛାରଖାର ବାଂଲାଦେଶର ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ରରୂପ ନେଉଛି ବାଂଲାଦେଶ ହିଂସା l ପ୍ରଧାନମନ୍ତ୍ରୀ ଇସ୍ତଫା ଏବଂ ଦେଶ ଛାଡିବା ପରେ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହିଂସା ଆହୁରି ବଢିଯାଇଛି l ଦେଶର ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍କନ ମନ୍ଦିରକୁ ଏବେ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି।…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍…

ପୁଣି ବିଗିଡିଲା ଆଡଭାନୀଙ୍କ ସ୍ବାସ୍ଥ୍ଯବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ମଙ୍ଗଳ ବାର ଦିନ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଥିବା ନେଇ ସୂତ୍ରରୁ ପ୍ରକାଶ। ୯୬ ବର୍ଷୀୟ ଏହି ନେତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଅଶାନ୍ତ ବାଂଲାଦେଶ; ଭାରତର ୧୨ କମ୍ପାନୀ ଉପରେ ପ୍ରଭାବ ପଡିପାରେ

ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଥିବା ହିଂସା ଯୋଗୁଁ ଅନେକ ଭାରତୀୟ କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଏଥିମଧ୍ୟରେ ୧୨ ଟି ତାଲିକାଭୁକ୍ତ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩-୨୪ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୪ ବିଲିୟନ ଡ଼ଲାର…

ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ? 

ଢାକା: ବାଂଲାଦେଶର ବିକ୍ଷୋଭ ଉଗ୍ରରୂପ ନେଉଛି। ଏହାରି ମଧ୍ଯରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି। ଏହାର ଗୋଟିଏ ଦିନ ପରେ ବାଂଲାଦେଶରେ ନୂଆ ସରକାର ଗଠନ ନେଇ ଚର୍ଚ୍ଚା ହେଉଛି। ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ସହ ମଙ୍ଗଳବାର ଦିନ ସାକ୍ଷାତ…

କର୍କଟ ରୋଗୀଙ୍କ ପାଇଁ ଖୁସି ଖବର, ଏଣିକି କ୍ୟାନସର ଚିକିତ୍ସା ହେବ ମାଗଣା

ନୂଆଦିଲ୍ଲୀ: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ସମସ୍ତ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ହିମାଚଳ ପ୍ରଦେଶ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର କର୍କଟ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଏବଂ ମାଗଣା ଔଷଧ ଘୋଷଣା କରିଛନ୍ତି। ସରକାରୀ ଡାକ୍ତରଖାନାରେ କର୍କଟ ରୋଗୀଙ୍କୁ ୪୨ଟି…

ବର୍ଷାରେ ବେହାଲ ଉତ୍ତର ପୂର୍ବ ଭାରତ: ପାଣିରେ ବୁଡିଲା ଆସାମ

ନୂଆଦିଲ୍ଲୀ: ମୌସୁମୀ ପ୍ରଭାବରେ ଦେଶର ଅନେକ ଅଞ୍ଚଳ ବେହାଲ । ସବୁଠି ବର୍ଷାର ବିତ୍ପାତ ମୃତ୍ୟୁ ଫାଟକ ଖୋଲିକି ବସିଛି । ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ, ଏବେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । କେରଳ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ତ ଏହା ସବୁ ସୀମା ପର କରିଥିବା ବେଳେ…

ବାଂଲାଦେଶ ହିଂସାକୁ ନେଇ କେନ୍ଦ୍ରରେ ସର୍ବଦଳୀୟ ବୈଠକ, ସତର୍କ ଅଛନ୍ତି ଭାରତ ସରକାର

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଅଣାୟତ୍ତ ହେବା ପରେ ବାଂଲାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତରେ ଶରଣ ନେଇଛନ୍ତି । ଏହାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଅନ୍ୟପକ୍ଷରେ ବାଂଲାଦେଶ ସଂକଟ ଉପରେ ପ୍ରଧାନମନ୍ତ୍ରୀ ମୋଦି…

ନିଟ୍-ୟୁଜି ପେପର ଲିକ୍ ମାମଲା, ଭୁବନେଶ୍ବରରୁ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଭୁବନେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ। ଭୁବନେଶ୍ବରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ। ପ୍ରଶ୍ନପତ୍ର ବିତରଣରେ ସଂମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ।…

ଆଜିଠୁ ତିନି ଦିନିଆ ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ବୈଠକ

ନୂଆଦିଲ୍ଲୀ: ବଦିଳବ କି ରେପୋରେଟ ? ଏନେଇ ଆଜିଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିବ ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ। ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ୮ ଥର ରେପୋରେଟେ ଅପରିବର୍ତ୍ତିତ ରହିଆସିଛି। ତେବେ ଆଜିଠାରୁ ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି…