Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଂଲାଦେଶ ହିଂସାକୁ ନେଇ କେନ୍ଦ୍ରରେ ସର୍ବଦଳୀୟ ବୈଠକ, ସତର୍କ ଅଛନ୍ତି ଭାରତ ସରକାର

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଅଣାୟତ୍ତ ହେବା ପରେ ବାଂଲାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତରେ ଶରଣ ନେଇଛନ୍ତି । ଏହାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଅନ୍ୟପକ୍ଷରେ ବାଂଲାଦେଶ ସଂକଟ ଉପରେ ପ୍ରଧାନମନ୍ତ୍ରୀ ମୋଦି…

ନିଟ୍-ୟୁଜି ପେପର ଲିକ୍ ମାମଲା, ଭୁବନେଶ୍ବରରୁ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଭୁବନେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ। ଭୁବନେଶ୍ବରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ। ପ୍ରଶ୍ନପତ୍ର ବିତରଣରେ ସଂମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ।…

ଆଜିଠୁ ତିନି ଦିନିଆ ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ବୈଠକ

ନୂଆଦିଲ୍ଲୀ: ବଦିଳବ କି ରେପୋରେଟ ? ଏନେଇ ଆଜିଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିବ ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ। ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ୮ ଥର ରେପୋରେଟେ ଅପରିବର୍ତ୍ତିତ ରହିଆସିଛି। ତେବେ ଆଜିଠାରୁ ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି…

ଜଳୁଛି ବାଂଲାଦେଶ; ଭାରତ ସୀମାରେ ହାଇଆଲର୍ଟ, ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ଏବେ ବି ସ୍ଥିତି ଅଣାୟତ୍ତ। ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ଭାରତ ପହଞ୍ଚିଛନ୍ତି ଶେଖ ହାସିନା। ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ…

ତାଜମହଲ ଉପରେ ଉଡିଲା ଗେରୁଆ ପତାକା, ମହିଳା ଗିରଫ

ଆଗ୍ରା: ଗତ କିଛି ଦିନ ହେବ ତାଜମହଲକୁ ନେଇ ଦେଖା ଦେଉଥିବା ବିବାଦ ଶେଷ ହେବାର ନାମ ନେଉନାହିଁ। ତାଜମହଲକୁ ତେଜୋମହାଲୟ ବୋଲି ଦାବି କରୁଛି ହିନ୍ଦୁ ସଂଗଠନ। କେବଳ ଏତିକି ନୁହେଁ ହିନ୍ଦୁ ସଂଗଠନ ତାଜମହଲକୁ ଭଗବାନ ଶିବଙ୍କ ମନ୍ଦିର ବୋଲି ମଧ୍ୟ ଦାବି କରିଛି । ଏଥିସହ ହିନ୍ଦୁ ସଂଗଠନ ତାଜମହଲରେ…

ମନୀଷ ସିସୋଦିୟାଙ୍କୁ ମିଳିଲାନି ଆଶ୍ବସ୍ତି; ଅଗଷ୍ଟ ୧୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିୟାଙ୍କୁ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଠାରୁ ଝଟକା ମିଳିଛି । ଦିଲ୍ଲୀ ମଦ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅର୍ଥ ହେରଫେର ମାମଲାରେ ଆପ୍ ନେତାଙ୍କ ଜାମିନ ଆବେଦନ ଶୁଣାଣିକୁ ସୁପ୍ରିମକୋର୍ଟ ଆଉ ଏକ…

ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ; ଚିକେନ ଖାଇଲେ, ଯିଏ ଯାହା ପାରିଲେ ଲୁଟି ନେଲେ… 

ଢାକା: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀ ଦେଶ ଛାଡିବା ମାତ୍ରେ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ସରକାରୀ ବାସଭବନରେ ପ୍ରବେଶ କରିବା ସହ ଭଙ୍ଗାରୁଜା ମଧ୍ଯ କରିଛନ୍ତି। ବିକ୍ଷୋଭକାରୀମାନେ…

ବାଂଲାଦେଶ ହିଂସା: ବନ୍ଦ ହେଲା ରେଳ ଓ ବିମାନ ସେବା

ନୂଆଦିଲ୍ଲୀ: ଧିରେ ଧିରେ ବିଗିଡିବାରେ ଲାଗିଛି ବାଂଲାଦେଶ ସ୍ଥିତି । ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ଭାରତ ପହଞ୍ଚିଛନ୍ତି ଶେଖ ହାସିନା । ସ୍ଥିତିକୁ ଦେଖି ଏହାରି ଭିତରେ ଭାରତରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଏବଂ ବିମାନ ସେବାକୁ ସ୍ଥଗିତ ରଖିଛନ୍ତି…

ୟୁପିଏସସି ବିରୋଧରେ କୋର୍ଟଙ୍କ ଦ୍ବାରସ୍ତ ହେଲେ ପୂଜା ଖେଡକର 

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଟ୍ରେନି ପୂଜା ଖେଡକର ଏବେ ୟୁପିଏସସିର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ୟୁପିଏସସିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୂଜା ଖେଡକର ହାଇକୋର୍ଟରେ ଏକ ପିଟିସନ ମଧ୍ଯ ଦାଖଲ କରିଛନ୍ତି। ଗତ ସପ୍ତାହରେ, ମହାରାଷ୍ଟ୍ର…

କେବଳ ଏଥର ନୁହେଁ, ୟା ପୂର୍ବରୁ ମଧ୍ୟ ଭାରତର ଶରଣ ପଶିଥିଲେ ଶେଖ୍ ହାସିନା

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ବାଂଲାଦେଶ ହିଂସା । ପରିସ୍ଥିତି ଏପରି ଯେ, ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ଏଥିସହ ବାଂଲାଦେଶ ଛାଡି ସେ ଭାରତ ପଳାଇଆସିଛନ୍ତି । ତେବେ ଏଇଟା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ୧୯୭୫ ମସିହାରେ ଭାରତର ଶରଣ ପଶିଥିଲେ ଶେଖ…