Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଭିନେଶଙ୍କ ବିଜୟ ବ୍ରିଜଭୂଷଣଙ୍କ ଗାଲରେ ଶକ୍ତ ଚାପୁଡା’

ନୂଆଦିଲ୍ଲୀ: ଭିନେଶ ଫୋଗାଟ ଅଲିମ୍ପିକ କୁସ୍ତି ପ୍ରତିଯୋଗିତା ଫାଇନାଲରେ ପହଞ୍ଚିଯାଇଛନ୍ତି । ଏହାସହିତ ସେ ପ୍ରଥମ ମହିଳା ବନିଛନ୍ତି ଯେ କୁସ୍ତିରେ ଫାଇନାଲକୁ ରାସ୍ତା ଖୋଲିଛନ୍ତି । ଭିନେଶଙ୍କ ଏହି ଉପଲବ୍ଧିରେ ତାଙ୍କର ଦାଦା ତଥା ତାଙ୍କ କୁସ୍ତି ପ୍ରଶିକ୍ଷକ ଗୁରୁ ମହାବୀର ଫୋଗାଟ ଏହାକୁ…

ଦୁଇ ଦିନ ଭିତରେ ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଜାଣନ୍ତୁ କେଉଁ ଦେଶରେ ନେବେ ଶରଣ

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ଭିତରେ ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା । ୟୁରୋପର କୌଣସି ଦେଶକୁ ସେ ଯାଇପାରନ୍ତି। ବାଂଲାଦେଶରେ ଚାଲିଥିବା ହିଂସା ପରେ ନିଜ ଦେଶ ଛାଡି ଭାରତର ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡି ପାରନ୍ତି। ଏହାରି…

ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ

ଢ଼ାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ମଙ୍ଗଳବାର ମହମ୍ମଦ ୟୁନୁସ୍ କହିଥିଲେ ଯେ ସେ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ଶେଖ ହସିନା କ୍ଷମତା ହରାଇବାର ସବୁଠାରୁ…

ବାଂଲାଦେଶୀ ହିନ୍ଦୁଙ୍କୁ ଭାରତରେ ଆଶ୍ରୟ ଦେବାକୁ ସରକାରଙ୍କୁ ଅପିଲ କଲେ ଧିରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ମଧ୍ୟରେ ବର୍ତ୍ତମାନ ସେଠାରେ ଥିବା ସଂଖ୍ୟାଲଘୁଙ୍କ ଉପରେ ସବୁଠୁ ବଡ ବିପଦ ଦେଖାଦେଇଛି । ଆକ୍ରମଣକାରୀଙ୍କ ଦ୍ୱାରା ହିନ୍ଦୁ ଘର ଏବଂ ମନ୍ଦିର ଉପରେ ହେଉଥିବା ଆକ୍ରମଣ କୁ ନେଇ ନିରନ୍ତର ଖବର ସାମ୍ନାକୁ ଆସୁଛି । ଭାରତ ସରକାର ମଧ୍ୟ…

୨୮୪ କୋଟି ଟଙ୍କାର ମାଲିକ ଅଟନ୍ତି ଶେଖ୍ ହାସିନାଙ୍କ ଚାକର

ନୂଆଦିଲ୍ଲୀ: କୋଟାକୁ ନେଇ ବାଂଲାଦେଶ ଦେଖାଦେଇଥିବା ହିଂସା ଥମିବାର ନାଁ ନେଉନଥିବା ବେଳେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତର ଶରଣ ପଶିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଛନ୍ତି ଶେଖ ହସିନା । ଏହାପରେ ପ୍ରଧାନମନ୍ତ୍ରୀ…

ଇନଷ୍ଟାଗ୍ରାମ ରିଲ୍ସ ବନାଇବା ନେଇ ବର୍ଷିଲେ ରାମ ଗୋପାଳ, ଭିଡିଓ ପାଇଁ ପୋଷାକ…

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏବଂ କିଛି ଟିଭି କାର୍ଯ୍ୟକ୍ରମ ଯୋଗୁ ସମାଜରେ ଅଶ୍ଳୀଳତା ବଢୁଛି ବୋଲି ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ଦାବି କରିଛନ୍ତି। ଧୀରେ ଆମେ ଏପରି ଏକ ସ୍ଥିତିରେ ପହଞ୍ଚୁଛୁ ଯେଉଁଠି କିଛି ଟିଭି ଚ୍ୟାନେଲ ଏବଂ ସେମାନଙ୍କ…

ଢାକାକୁ ପୁନଃ ଉଡାଣ ଆରମ୍ଭ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଅଗଷ୍ଟ ୬ ଅର୍ଥାତ୍ ଆଜି ଠାରୁ ଦିଲ୍ଲୀ-ଢାକା-ଦିଲ୍ଲୀ ସେକ୍ଟରରୁ ଏହାର ସନ୍ଧ୍ୟା ବିମାନ ଏଆଇ୨୩୭/୨୩୮ ଉଡାଣ ଆରମ୍ଭ କରିଛି । ଏଥିସହ, ଢାକାରେ ବର୍ତ୍ତମାନର ପରିସ୍ଥିତି ହେତୁ ଏୟାର ଇଣ୍ଡିଆ ଅଗଷ୍ଟ ୪ ରୁ ୭ ମଧ୍ୟରେ ଢାକା ରୁ ଆସିବାକୁ ଥିବା ସମସ୍ତ ଏୟାର ଇଣ୍ଡିଆ…

ଶେଖ ହସିନାଙ୍କ ଆମେରିକୀୟ ଭିସା ରଦ୍ଦ, ଲଣ୍ଡନ ଯିବା ନେଇ ହୋଇପାରୁନି ସ୍ପଷ୍ଟ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି । ତାଙ୍କର ଆଶ୍ରୟ ନେବା ପାଇଁ ଅନୁରୋଧ ଉପରେ ବ୍ରିଟେନରେ ପ୍ରକ୍ରିୟାକରଣ କରାଯାଉଛି, କିନ୍ତୁ ବ୍ରିଟେନ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଅନ୍ୟପକ୍ଷରେ,…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଙ୍ଗଳବାର ଫିଜିର ସର୍ବୋଚ୍ଚ ନାଗରିକ ପୁରସ୍କାର ‘Companion of the Order of Fiji’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି। ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର…

ବାଂଲାଦେଶ ହିଂସା…ଭାରତରେ ପ୍ରଭାବ

ନୂଆଦିଲ୍ଲୀ: ବାଂଲାଦେଶରେ ହସିନା ସରକାର ବିରୋଧରେ ଅଣାୟତ୍ତ ହିଂସା । ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦ ଛାଡିବା ସହ ଦେଶ ବି ଛାଡିଛନ୍ତି । ବାଂଲାଦେଶକୁ ଏବେ ଅନ୍ତରୀଣ ସରକାର ଚଳାଇବେ ବୋଲି ସେନା ପ୍ରମୁଖ ଓ୍ବକର-ଉଜ-ଜମାନ କହିଛନ୍ତି । ଶେଖ ହସିନା ସରକାରର ପତନ ପରେ ବାଂଲାଦେଶ…