Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀ ଏବେ ସମ୍ରାଟ ହୋଇନାହାଁନ୍ତି… ମୋଦିଙ୍କୁ ମଲ୍ଲିକାର୍ଜୁନ ଖଡଗେଙ୍କ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ଦିନ ଅହମ୍ମଦାବାଦରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ବ୍ରିଟିଶ ଟୋପି ପିନ୍ଧି ଜଣେ ରାଜାଙ୍କ ପରି ବସିଛନ୍ତି।…

Tanzania Violence: ତାଞ୍ଜାନିଆ ନିର୍ବାଚନୀ ହିଂସାରେ ୭୦୦ ମୃତ

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ବୃହତ୍ତମ ରାଷ୍ଟ୍ର ତାଞ୍ଜାନିଆରେ ଏବେ ଭୀଷଣ ରାଜନୈତିକ ହିଂସା ଚାଲିଛି। ଗତ ୩ ଦିନର ନିର୍ବାଚନୀ ହିଂସାରେ ପ୍ରାୟ ୭୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ମୁଖ୍ୟ ବିରୋଧୀ ଦଳ ଚାଡେମା ଦାବି କରିଛି। ଅନ୍ୟପଟେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ପାଖରେ…

Terrorist killed: ଲସ୍କରର ଟପ୍ କମାଣ୍ଡର ମୁଜାହିଦକୁ ହତ୍ୟା କଲେ ଅଜ୍ଞାତ ଆକ୍ରମଣକାରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT)ର ଜଣେ ସକ୍ରିୟ ସଦସ୍ୟ ଶେଖ ମୋଇଜ୍ ମୁଜାହିଦଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁଜାହିଦର ଘର ବାହାରେ ଘଟିଥିଲା, ଯେଉଁଠାରେ…

Ravi Kishan: ଅଭିନେତା ତଥା ସାସଂଦ ରବି କିଶନଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ଏବଂ ଗୋରଖପୁରରୁ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଶୁକ୍ଳା ସବୁବେଳେ କୌଣସି ନା କୌଣସି କାରଣରୁ ଖବରର ଶିରୋନାମାରେ ରହିଥାନ୍ତି । ସେ ପୁଣି ଥରେ ଖବରରେ ଅଛନ୍ତି । ବିହାର ବିଧାନସଭା ନିର୍ବାଚନ ମଧ୍ୟରେ, ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି । ଏହି…

ଭାରତ ପୁଣି ଦେଖାଇଲା ଦମ୍, ରୁଷରୁ ୫ଟି ତୈଳ ଜାହାଜ କିଣିଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଚାପ ସତ୍ତ୍ୱେ, ଭାରତ ପୁଣି ଥରେ ଏକ ବଡ଼ ପଦକ୍ଷେପ ନେଇଛି । ଦେଶ ତା'ର ଶକ୍ତି ସ୍ୱାର୍ଥକୁ ପ୍ରାଥମିକତା ଦେଇଛି । ଦେଶର ସର୍ବବୃହତ ରିଫାଇନିଂ କମ୍ପାନୀ, ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଡିସେମ୍ବର ମାସ ପାଇଁ…

ନଭେମ୍ୱର ଏହି ତିନି ରାଶିଙ୍କ ଭାଗ୍ୟ ଫିଟିବ, ଶନି କରିଦେବେ ମାଲେମାଲ

ନୂଆଦିଲ୍ଲୀ: କର୍ମଫଳଦାତା ଓ ଦଣ୍ଡାଧିକାରୀ ଗ୍ରହ ଶନିର ଶୁଭ-ଅଶୁଭ ପ୍ରଭାବରୁ ଲୋକଙ୍କ ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଗ୍ରହ ଦେଢ଼ ବର୍ଷରେ ରାଶି ପରିବର୍ତ୍ତନ କରନ୍ତି। ଶନି ଚଳନରେ ପରିବର୍ତ୍ତନ ହେଲେ ରାଶି ଜାତକର ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଦେବ ଏବେ ମୀନ ରାଶିରେ ଚଣନ କରୁଛନ୍ତି। ସେ…

Ed Office: ଇଡି ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ମେଲ୍

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇର ଶାସ୍ତ୍ରୀ ଭବନରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟକୁ RDX ସହିତ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଥିଲା । ଏହି ଧମକପୂର୍ଣ୍ଣ ଇମେଲ୍ ରେ ଦାବି ହୋଇଛି ଯେ, ଏହି ଧମକ କେ.ଏନ୍. ନେହେରୁ ମାମଲା…

ନେଟଫ୍ଲିକ୍ସରେ ବି ଆସିଲା ରିଲ୍ସ ଭଳି ଫିଚର୍, ଏବେ ଦେଖିପାରିବେ ସର୍ଟ ଭିଡିଓ

ନୂଆଦିଲ୍ଲୀ: ସର୍ଟ ଭିଡିଓକୁ ନେଇ ପ୍ରତିଯୋଗିତା ଆହୁରି କଡ଼ା ହେଉଛି। ଏବେ ନେଟଫ୍ଲିକ୍ସ ମଧ୍ୟ ଇନଷ୍ଟାଗ୍ରାମ ରିଲ୍ସ ଭଳି ମୋବାଇଲରେ ନୂଆ ଭର୍ଟିକାଲ ଫିଡ୍ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। କମ୍ପାନୀ ବର୍ତ୍ତମାନ ଏହି ଫିଚରର ଟେଷ୍ଟିଙ୍ଗ୍ କରୁଛି। ଏହି ଫିଚର ୟୁଜର୍ସମାନଙ୍କୁ ଫିଲ୍ମ ଓ ଟିଭି…

ନଭେମ୍ୱର ୧ରୁ ବଦଳିବ ଗ୍ୟାସ୍ ସିଲିଣ୍ଡରର ଦାମ ? ଜାଣନ୍ତୁ ବଢ଼ିବ ନା କମିବ

ନୂଆଦିଲ୍ଲୀ: ୧ ନଭେମ୍ବରରୁ ଅନେକ ପରିବର୍ତ୍ତନ ହେଉଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟକୁ ନେଇ। ଉଲ୍ଲେଖଯୋଗ୍ୟ ଯେ, ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮ ଏପ୍ରିଲ…

୪୫ ହଜାର ଟଙ୍କା ପାଉଥିବା କର୍ମଚାରୀ ୮ମ ବେତନ ପରେ କେତେ ଟଙ୍କା ପାଇବେ? ଜାଣନ୍ତୁ ଏହି ହିସାବ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଲମ୍ବା ଅପେକ୍ଷା ପରେ ଶେଷରେ ସେହି ଖବର ଆସିଗଲା, ଯାହାକୁ ସମସ୍ତେ ଆଗ୍ରହରେ ଅପେକ୍ଷା କରିଥିଲେ। ମାସ ମାସ ଧରି ଚର୍ଚ୍ଚାରେ ରହିଥିବା ୮ମ ଦରମା ଆୟୋଗକୁ କେନ୍ଦ୍ର ସରକାର ଆନୁଷ୍ଠାନିକ ଅନୁମୋଦନ ଦେଇଦେଇଛନ୍ତି। ଏବେ ପ୍ରଶ୍ନ କେବଳ ଏତିକି – କେବେ ଓ…