Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଫୋଲା, କିଣ୍ଡର ଜୋୟ…ଏଭଳି ଅନେକ ବ୍ରାଣ୍ଡ ବିରୋଧରେ FSSAIର କାର୍ଯ୍ୟାନୁଷ୍ଠାନ 

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଖାଦ୍ୟ ଉତ୍ପାଦର ଭ୍ରମାତ୍ମକ ଦାବି ଏବଂ ଭୁଲ ବ୍ରାଣ୍ଡିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। ସଫୋଲା, କିଣ୍ଡର ଜୋୟ, ର ପ୍ରେସେରୀ, ମାଷ୍ଟରଚାଉ, ପ୍ଲକ୍ ଏବଂ ନେଚୁରଲ ପନିର ସମେତ ଅନେକ ଉତ୍ପାଦ ଏବଂ କମ୍ପାନୀକୁ ନୋଟିସ୍…

Kisan Credit Card: କିଷାନ କ୍ରେଡିଟ୍ କାର୍ଡ ନିୟମରେ ବଡ ପରିବର୍ତ୍ତନ କଲା RBI, ଆସନ୍ତା ଜାନୁଆରୀରୁ ହେବ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଷାନ କ୍ରେଡିଟ୍ କାର୍ଡ (KCC) ଯୋଜନା ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଋଣ ମଞ୍ଜୁର ଏବଂ ପରିଶୋଧ କାର୍ଯ୍ୟସୂଚୀରେ ସମାନତା ଆଣିବା ପାଇଁ ଫସଲ ଋତୁର ପରିଭାଷାକୁ ମାନକୀକରଣ କରାଯାଇଛି। RBI (ବାଣିଜ୍ୟିକ ବ୍ୟାଙ୍କ - KCC ଯୋଜନା)…

ଫୁଟପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ସୁରକ୍ଷା ପାଇଁ ଫୁଟପାଥରେ ଚାଲିବା ସାଧାରଣ ଲୋକଙ୍କର ମୌଳିକ ଅଧିକାର। ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର ଦିନ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ସୁରକ୍ଷିତ ଏବଂ ସୀମାବଦ୍ଧ ଫୁଟପାଥରେ ଚାଲିବାର…

35 ସେକେଣ୍ଡରେ ଧରାପଡିବେ ଅପରାଧୀ, ଲଞ୍ଚ ହେଲା ‘ଅଭିଜ୍ଞାନ’ ଆପ୍

ନୂଆଦିଲ୍ଲୀ: ଅପରାଧୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ଅତୀତର ରେକର୍ଡ ପାଇବାରେ ପୋଲିସକୁ ପ୍ରାୟତଃ ବହୁତ ସମୟ ଲାଗେ। ସୂଚନା ସଂଗ୍ରହ କରିବା ପାଇଁ ସେମାନଙ୍କୁ ବିଭିନ୍ନ ସିଷ୍ଟମ ଏବଂ ରେକର୍ଡ ମାଧ୍ୟମରେ ଖୋଜିବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ, ଏହି କାର୍ଯ୍ୟ ପୂର୍ବ ଅପେକ୍ଷା ସହଜ…

NTAର ଅବହେଳା; ନାଗପୁର ଛାତ୍ର ଆବୁଧାବିରେ ଦେବେ ପରୀକ୍ଷା

ନୂଆଦିଲ୍ଲୀ: NEET UG ପୁନଃପରୀକ୍ଷା ଆସନ୍ତାକାଲି (ଜୁନ୍ ୨୧) ତାରିଖରେ ସାରା ଦେଶରେ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯାଇଛି। ଏବେ ନାଗପୁରରୁ ଆଡମିଟ୍ କାର୍ଡରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ନାଗପୁରର ଜଣେ ଛାତ୍ରଙ୍କ NEET UG…

ଖାନ୍ ସାରଙ୍କୁ ବଡ଼ ଆଶ୍ୱସ୍ତି, ହେବେନି ଗିରଫ…

ପାଟନା: ପାଟନାର ମୁସଲ୍ଲାପୁର ହାଟରେ ଖାନ ଗ୍ଲୋବାଲ ଷ୍ଟଡିଜ୍ ରେ ଜୁନ୍ ୨ରେ ହୋଇଥିବା ହଙ୍ଗାମା ଏବଂ ଗୁଳିକାଣ୍ଡ ଘଟଣାରେ ଫୈସଲ ଖାନ ଓରଫ୍ ଖାନ ସାରଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶନିବାର ମାମଲାର ଶୁଣାଣି ସମୟରେ ପାଟନା ସିଭିଲ୍ କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ…

୪୮ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିବ; ନହେଲେ ହର୍ମୁଜରେ ଏଣ୍ଟ୍ରି ମିଳିବନି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ପ୍ରବେଶ କରିବା ପୂର୍ବରୁ ଜାହାଜଗୁଡ଼ିକୁର ପଞ୍ଜୀକରଣ କରିବାକୁ ପଡିବ ଏବଂ ପରମିଟ୍ ଓ ବୀମା ପାଇବାକୁ ପଡିବ।…

Shiv Sena-UBT Crisis: ଥମୁନି ଶିବସେନାର ଅନ୍ତଃକଳହ! କୁକୁର-ବାଘ ବୟାନରେ ରାଜନୀତି ତେଜିଲା! ଶିନ୍ଦେଙ୍କ କଟାକ୍ଷ ପରେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଶିବସେନା ଭିତରେ ବଡ଼ ଧରଣର ଅସନ୍ତୋଷ ଦେଖାଦେଇଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT)ର ୬ ଜଣ ଲୋକସଭା ସାଂସଦ ଏକନାଥ ଶିନ୍ଦେ ଶିବିରକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ…

ଇରାନକୁ ଗୋଟିଏ ପଇସା ବି ମିଳିବନି: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପରେ ସେ ଏକ ପୋଷ୍ଟରେ କହିଥିଲେ ଯେ ଇରାନ ଆମେରିକାଠାରୁ ଗୋଟିଏ ଟଙ୍କା ମଧ୍ୟ ପାଇବ ନାହିଁ, ୩୦୦ ବିଲିୟନ ଡଲାର ଦୂର କଥା। ଶାନ୍ତି ଚୁକ୍ତିନାମାର ଷଷ୍ଠ ପଏଣ୍ଟରେ ଇରାନର…

MI-17 ହେଲିକପ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର, କଡ଼ା ସୁରକ୍ଷାରେ NEET UG ପୁନଃପରୀକ୍ଷା, ଆଜି ଏନଟିଏର ମକ୍ ଡ୍ରିଲ୍

ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET UG ପୁନଃପରୀକ୍ଷା ପୂର୍ବରୁ ଶନିବାର ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ ଆୟୋଜନ କରାଯାଉଛି। ପୂର୍ବ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି।…