Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଳା ହାରିସ୍ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି କମଳା । ଏଥିସହ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ…

ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର

ନୂଆଦିଲ୍ଲୀ: ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର, ତିଆରି ହେବ ନିୟମ। ଯେଉଁମାନେ ନିୟମିତ ଭାବେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରନ୍ତି, ପଡକାଷ୍ଟ ତିଆରି କରନ୍ତି କିମ୍ବା ଅନଲାଇନ୍ କରେଣ୍ଟ ଆଫେୟାର୍ସ ବିଷୟରେ ନ୍ୟୁଜ ଲେଖିଥାନ୍ତି ସେମାନଙ୍କୁ ଡିଜିଟାଲ…

ପ୍ରକାଶ ପାଇଲା ନିଟ୍-ୟୁଜି ଚୂଡ଼ାନ୍ତ ମେରିଟ୍ ଲିଷ୍ଟ, ୬୧ ବଦଳରେ ୧୭ ଜଣ ଟପ୍ପର

ନୂଆଦିଲ୍ଲୀ: ନିଟ୍-ୟୁଜି-୨୦୨୪ର ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ନିଟ୍-ୟୁଜି ପରୀକ୍ଷାର ସଂଶୋଧିତ ଫଳ ପ୍ରକାଶ ପାଇଛି। ନୂଆ ତାଲିକାରେ ଏବେ ୧୭ ଜଣ ଟପର୍ ଥିବା ବେଳେ ଏହା ପୂର୍ବରୁ ୬୧ ଜଣ ଟପ୍ପର ଥିଲେ। ଏହି ୧୭ ଜଣ ପ୍ରାର୍ଥୀ ୧୦୦…

ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଖଲିସ୍ତାନ ପ୍ରୀତି, ବିଚଳିତ କଂଗ୍ରେସ    

ଭୁବନେଶ୍ୱର: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଖଲିସ୍ତାନ ପ୍ରୀତି । ନିଜ ଦଳ ପାଇଁ ହିଁ ଅଡୁଆ ସାଜି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଲୋକସଭା ସଦସ୍ୟ ଚରଣଜିତ ସିଂହ ଚନ୍ନି । ବିଜେପି ପାଇଁ ପୁଣି ପଂଚିଙ୍ଗ୍ ବ୍ୟାଗ୍ ହୋଇଛନ୍ତି ପୂର୍ବତନ ପଂଜାବ…

ପଶ୍ଚିମବଙ୍ଗରେ ତେଜିଲା ବିଭାଜନ ରାଜନୀତି

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ତେଜିଲା ବିଭାଜନ ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଶାସକ ଟିଏମସି ଓ ମୁଖ୍ୟ ବିରୋଧୀ ଦଳ ବିଜେପି । ରାଜ୍ୟ ବିଜେପି ମଧ୍ୟରୁ ଉଠିଛି ପଶ୍ଚିମବଙ୍ଗ ବିଭାଜନର ସ୍ୱର । ରାଜ୍ୟ ବିଜେପିର କିଛି ନେତା ପଶ୍ଚିମବଙ୍ଗକୁ ଜାମ୍ମୁ ଓ କାଶ୍ମୀର ଶୈଳୀରେ ବିଭାଜନ ସପକ୍ଷରେ ମତ…

ଚର୍ଚ୍ଚାରେ ଆମେରିକାର ସିକ୍ରେଟ ସର୍ଭିସ 

ଭୁବନେଶ୍ୱର: ଆମେରିକାର ସୁରକ୍ଷା ସଂସ୍ଥା ସିକ୍ରେଟ ସର୍ଭିସକୁ ନେଇ ଏବେ ଚର୍ଚ୍ଚା । ଭୁଲ କାରଣ ପାଇଁ ଚର୍ଚ୍ଚାରେ ରହିଛି ସିକ୍ରେଟ ସର୍ଭିସ । ଜୁଲାଇ ୧୫ରେ ପେନସିଲଭାନିଆରେ ନିର୍ବାଚନୀ ରାଲିରେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପରେ ସମାଲୋଚିତ ହୋଇଛି ସିକ୍ରେଟ…

ସେପ୍ଟେମ୍ବର ୨୧ରେ ହେବ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ

କଲମ୍ବୋ: ସେପ୍ଟେମ୍ବର ୨୧ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ପ୍ରାୟ ୧୭ ନିୟୁତ ଭୋଟର ପ୍ରଥମ ଥର ପାଇଁ ଦେଶର ନେତା ଚୟନ କରିବାର ସୁଯୋଗ ପାଇବେ। ତେବେ ଏହି ଘୋଷଣା ପରେ ମାସ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର…

ବୈଦେଶିକ ମନ୍ତ୍ରଣାଳୟ ଉପରେ ବର୍ଷିଲେ ମମତା; କହିଲେ- ମୋତେ କେହି ଶିଖାଅନି

କୋଲକାତା: ମୋତେ କେହି ଶିଖାଅନି, ମୁଁ ସାତଥର ସାଂସଦ ଥିଲି। ନିଜେ ସିଷ୍ଟମରୁ କିଛି ଶିଖିବା ଉଚିତ୍। ଏଭଳି କହି ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରଣାଳୟ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶରୁ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ନେଇ ମମତା ଦେଇଥିବା…

ବଢୁଛି ଆଳୁ ଦର; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ…

ଦେଶରେ ଲାଗୁ ହେବ ସାଟେଲାଇଟ୍ ଟୋଲ୍ ସଂଗ୍ରହ ସିଷ୍ଟମ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥରେ ଖୁବ୍ ଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ସାଟେଲାଇଟ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ…