Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍କୁଲ ଯିବାକୁ ଇଚ୍ଛା ନଥିଲା, ଛୁଟି ପାଇଁ ଦେଲେ ଏଭଳି ଧମକ… 

ନୂଆଦିଲ୍ଲୀ: ସ୍କୁଲ ଯିବାକୁ ଇଚ୍ଛା ନଥିଲା, ଛୁଟି ପାଇଁ ଚିନ୍ତା କଲେ ଏଭଳି ଉପାୟ। ସୂଚନା ଅନୁଯାୟୀ, ନିକଟରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟକୁ ଇ-ମେଲ୍ ଯୋଗେ ବୋମା ଧମକ ମିଳିଥିଲା। ସୂଚନା ଅନୁଯାୟୀ, ନିକଟରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟକୁ ଇ-ମେଲ୍ ଯୋଗେ ବୋମା ଧମକ…

ମସ୍କଙ୍କ ପୁଅଙ୍କ ସହ ମୋଦି, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ପୁଅଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି।ମୋଦୀଙ୍କ ଏହି ପୁରୁଣା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଫଟୋରେ ମୋଦୀ ଏକ୍ସର ମାଲିକ ଏଲନ ମସ୍କଙ୍କ ଦୁଇ ପୁଅଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। ଉକ୍ତ ଫଟୋରେ ମସ୍କଙ୍କୁ ବି ଦେଖିବାକୁ ମିଳିଛି।…

ପ୍ୟାରିସ୍‌ରେ ଅସହ୍ୟ ଗରମ; ଭାରତୀୟ ଖେଳାଳିଙ୍କ ପାଇଁ ଗଲା ୪୦ଟି ପୋର୍ଟେବଲ ଏସି

ପ୍ୟାରିସ୍‌: ପ୍ୟାରିସ୍‌ରେ ଚାଲିଛି କ୍ରୀଡା ମହାକୁମ୍ଭ। ଚଳିତବର୍ଷ ଅଲିମ୍ପିକ୍ସକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କାହିଁକି ନା କ୍ରୀଡା ଗ୍ରାମରେ କେତେବେଳେ ଛୋଟ ରୁମ୍, ବେଡ, ବାଥରୁମ ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖେଳାଳି। ଏହାରି ମଧ୍ୟରେ ପ୍ୟାରିସ୍‌ରେ ଜାରି ରହିଛି ଅସହ୍ୟ…

ଓ୍ୱାୟନାଡକୁ ଇଏସଏ ଘୋଷଣା କରାଯିବା, ଜାଣନ୍ତୁ କ’ଣ ଏହି ଇଏସଏ

ଓ୍ବାୟନାଡ: କେରଳ ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନ କାରଣରୁ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏବେବି ୧୦୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ଥିବା ଖବର ରହିଛି । ମାଟି ତଳେ ଅନେକ ଜୀବନ ରହିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଡାରା…

କର୍ଣ୍ଣାଟକ ଯୌନ ଉତ୍ପୀଡନ ମାମଲା; ଭାଇରାଲ ଭିଡିଓ ଅସଲି ଅଟେ: ଏଫଏସଏଲ ରିପୋର୍ଟ

ବେଙ୍ଗାଲୁରୁ: ଜେଡିଏସ୍ ର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଅଡୁଆ ଶେଷ ହେବାର ନାଁ ନେଉନାହିଁ । ବର୍ତ୍ତମାନ ଏଫଏସଏଲ ର ଅନୁସନ୍ଧାନ ରିପୋର୍ଟ ନିଶ୍ଚିତ କରିଛି ଯେ ପୂର୍ବତନ ସାଂସଦଙ୍କ ଅଶ୍ଳୀଳ ଭିଡିଓ ଅସଲି ଅଟେ । ସେଥିରେ କୌଣସି ପ୍ରକାରେ ଟାମ୍ପରିଂ କରାଯାଇ ନାହିଁ । ତେବେ ଯୌନ…

ଦିଲ୍ଲୀ ଆଇଏଏସ୍‌ କୋଚିଂ ସେଣ୍ଟର ଅଘଟଣ: ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି । ସିବିଆଇ ହାତକୁ ଗଲା ତଦନ୍ତ ଭାର । ସିବିଆଇକୁ ତଦନ୍ତ ଦାୟିତ୍ବ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିବା ସହ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଗତ ସପ୍ତାହରେ ଦିଲ୍ଲୀ ସ୍ଥିତ ଏକ କୋଚିଂ ସେଣ୍ଟର…

ସରକାରଙ୍କୁ ଟିକସ ଫାଙ୍କିଛି ଇନଫୋସିସ୍ ?

ନୂଆଦିଲ୍ଲୀ: ସରକାରଙ୍କୁ କର ଫାଙ୍କୁଛନ୍ତି କି ଇନଫୋସିସ ଭଳି ଆଇଟି କମ୍ପାନୀ ? କାହିଁକି ସରକାର ପଠାଇଛନ୍ତି ନୋଟିସ ? ଟିକସ ଚୋରି ପାଇଁ ଅନ୍ୟ ଆଉ କିଛି କମ୍ପାନି ବି ସରକାରଙ୍କ ୱାଚଲିଷ୍ଟରେ ଅଛନ୍ତି । ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନି ଇନଫୋସିସ୍ ବିରୋଧରେ ଗୁରୁତର ଅଭିଯୋଗ । ୨୦୧୭ରୁ…

ସ୍ୱଚ୍ଛଳ ବର୍ଗଙ୍କୁ ‘କୋଟା’ ମନା

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏହାର ରାଜନୈତିକ ଓ ସାମାଜିକ ପ୍ରଭାବ ନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି । ଏସସି , ଏସଟିଙ୍କ ମଧ୍ୟରେ ସବ-କ୍ୟାଟୋଗୋରୀ ବା ଉପ-ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି…

ହିଜବୁଲ ଆତଙ୍କବାଦୀ ୟାସିର ଭଟ ନିଜ ଘରୁ ନିଖୋଜ, ଜମ୍ମୁରେ ହାଇ ଆଲର୍ଟ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମର ବାସିନ୍ଦା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ୟାସିର ଭଟ ନିଜ ଘରୁ ନିଖୋଜ ଅଛି । ୟାସିର ୨୦୧୯ ମସିହାରେ ଜମ୍ମୁ ସହରର ବସ୍ ଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ଥିଲା । କିଛି ଦିନ ହେବ ସେ ଜାମିନରେ ଆସିଥିଲା । ନିଖୋଜ ହେବା ପରେ ଜମ୍ମୁରେ ହାଇ…

କିଏ ହେବେ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?

ନୂଆଦିଲ୍ଲୀ: ବିଜେପି ଟପ୍ ପୋଷ୍ଟରେ କିଏ ବସିବେ? ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ବଢିଲାଣି ଆକଳନ । ରେସରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ ତାଓ୍ବଡେ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରି ବିଜେପିର ଅନେକ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ…