Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ: ୨ ମୃତ ଓ ୧୫୦ରୁ ଅଧିକ ଆହତ, ଜାଣନ୍ତୁ କେଉଁ ଟ୍ରେନ ହେଲା ବାତିଲ୍

ରାଞ୍ଚି: ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ୩ ଟ୍ରେନ୍ ବାତିଲ୍ ହୋଇଛି। ଏହି ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ୍ କରିଦିଆଯାଇଛି।…

ୱାଏନାଡରେ ଭୟଙ୍କର ଭୂସ୍ଖଳନ: ୧୯ ମୃତ, ମାଟି ତଳେ ଫସି ରହିଛନ୍ତି ଶତାଧିକ, ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ

ଥିରୁବନନ୍ତମପୁରମ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ। ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଫସି ରହିଛନ୍ତି। ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ…

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟର ଅଘଟଣ: ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର କୋଚିଂ ସେଣ୍ଟରରେ ଘଟିଥିବା ଘଟଣାର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। କମିଟି ୩୦ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଏହି କମିଟିରେ ଅତିରିକ୍ତ ସଚିବ, ଏମଓୟୁଏଚ୍ଏ, ମୁଖ୍ୟ ସଚିବ (ଗୃହ), ଦିଲ୍ଲୀ ସରକାର, ସ୍ୱତନ୍ତ୍ର ସିପି, ଦିଲ୍ଲୀ ପୋଲିସ,…

ଚକ୍ରଧରପୁର ନିକଟରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ୬ରୁ ଊର୍ଦ୍ଧ୍ୱ ଆହତ

ରାଞ୍ଚି: ଆଜି ବୋର ୩.୪୫ ରେ ଝାଡଖଣ୍ଡର ଚକ୍ରଧରପୁର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରେନ୍ ନମ୍ବର ୧୨୮୧୦ ହାୱଡା-CSMT ଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୬ ରୁ ଉର୍ଦ୍ଧ୍ୱ ଯାତ୍ରୀ  ଆହତ ହୋଇଥିବା ଖବର ରହିଛି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା…

ବାବା ରାମଦେବଙ୍କୁ ଝଟକା, କୋରୋନିଲଙ୍କୁ ନେଇ କରିଥିବା ଦାବି ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା। ବିଭିନ୍ନ ଡାକ୍ତର ସଙ୍ଗଠନର ଆବେଦନ ଉପରେ ରାୟ ଶୁଣାଣି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ କରୋନା ଜନିତ ମୃତ୍ୟୁ ପାଇଁ ଏଲୋପାଥିକୁ ଦାୟୀ କରିବା ଏବଂ କୋରୋନିଲଙ୍କୁ ପ୍ରୋତ୍ସାହିତ କରୁଥିବା ଦାବିକୁ…

ମନୁ ଭାକର: ଟୋକିଓ ନିରାଶାରୁ ପୋଡିୟମ ଫିନିସ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲି ଐତିହାସିକ ସଫଳତା ହାସଲ କରିଛନ୍ତି ମନୁ ଭାକର । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ମନୁଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା। ମନୁଙ୍କ ବ୍ରୋଞ୍ଜ ହେଉଛି ଦୀର୍ଘ ୧୨ ବର୍ଷ ପରେ ଅଲିମ୍ପିକ୍ସ ସୁଟିଂରେ ଭାରତର…

ମୋଦି ହେବେ ଶାନ୍ତିଦୂତ ?

ନୂଆଦିଲ୍ଲୀ: ଋଷିଆ ପରେ ୟୁକ୍ରେନ ଯିବେ କି ମୋଦି ? ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ୟୁକ୍ରେନ ଗସ୍ତ ନେଇ କୂଟନୈତିକ ମହଲରେ ଚର୍ଚ୍ଚା । ମାସକ ତଳେ ମୋଦି ଋଷିଆ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଥିଲେ । ନାଟୋ ସମ୍ମିଳନୀ ଚାଲିଥିବା ବେଳେ ଋଷିଆ ଗସ୍ତ କରିଥିଲେ ମୋଦି । ମୋଦିଙ୍କ…

ବିହାର ସରକାରଙ୍କୁ ଝଟକା, ସଂରକ୍ଷଣ ନିର୍ଦ୍ଦେଶ ଉପରେ ଲାଗିବନି ରୋକ

ପାଟଣା: ବିହାରର ସଂରକ୍ଷଣ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୋମବାର ଦିନ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ। ବିହାର ସରକାର ଜାତି ସଂରକ୍ଷଣ ସୀମାକୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ…

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ

ମୁଜାଫରପୁର: ସୋମବାର ସକାଳେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାରୁ ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ। 12565 ବିହାର ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଟ୍ରେନ୍ ଦରଫଙ୍ଗାରୁ ଦିଲ୍ଲୀ ଯାଉଥିବା ବେଳେ ଇଞ୍ଜିନରୁ କୋଚ୍ ଅଲଗା ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣା ସମସ୍ତିପୁର-ମୁଜାଫରପୁର ରେଳ ବିଭାଗରେ…

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ଅଘଟଣ, ଆଉ ୫ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜିନ୍ଦର ନଗରରେ ଥିବା ସ୍ଥିତ RAU'S IAS କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଉ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର…