Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୯ ଦିନର ଶିଶୁକୁ ହତ୍ଯା କଲା ମା’; କାନ୍ଦିକାନ୍ଦି ଥାନାରେ ପହଞ୍ଚିଲେ ବାପା

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକାରେ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ମହିଳା ନିଜର ନଅ ଦିନର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ମହିଳା ପୁତ୍ର ସନ୍ତାନ ଚାହୁଁଥିବା ବେଳେ ତାଙ୍କର କନ୍ଯା ସନ୍ତାନ ଜନ୍ମ ହୋଇଥିଲା। ଯେଉଁଥିପାଇଁ ସେ…

ପୁଣି ସେନା ଫୋକସରେ ଜମ୍ମୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ସ୍ଥିତି ବିଗାଡିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ପାକିସ୍ତାନ । ନୂଆ କୌଶଳ ଆପଣାଇଛି । କାଶ୍ମୀର ଉପତ୍ୟକାକୁ ଛାଡି ଜାମ୍ମୁରେ ସକ୍ରିୟ ହୋଇଛନ୍ତି ପାକ୍ ସମର୍ଥିତ ଆତଙ୍କବାଦୀ । ଜାମ୍ମୁର ବିଭିନ୍ନ ଅଂଚଳରେ ଗତ ମାସେରୁ ଅଧିକ ସମୟ ଧରି ସୁରକ୍ଷା…

ବେସମେଂଟରେ କେମିତି ଚାଲିଥିଲା ଲାଇବ୍ରେରୀ !

ନୂଆଦିଲ୍ଲୀ: ସୁନେଲୀ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ ସେମାନେ । କିନ୍ତୁ ଅକାଳ ମୃତ୍ୟୁର ଆଲିଙ୍ଗନରେ ସ୍ୱପ୍ନ ରହିଗଲା ଅଧୁରା । ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣାରେ ଚାଲିଯାଇଛି ତିନି ଆଇଏଏସ ଆଶାୟୀଙ୍କ ପ୍ରାଣ । ଦିଲ୍ଲୀର ଅନିୟନ୍ତ୍ରିତ ବର୍ଷା ପାଣି କାଳ ହୋଇଛି । ପୁରୁଣା ରାଜେନ୍ଦ୍ର ନଗରରେ…

କେତେ ଦିନ ଦୟା କରୁଥିବ ଚୀନ୍ ?

ନୂଆଦିଲ୍ଲୀ: ସଂକଟରେ ପାକିସ୍ତାନର ଅର୍ଥନୀତି । ଋଣ ପରେ ଋଣ ନେଇ ଦେବାଳିଆ ସ୍ଥିତିରେ ରହିଛି ପାକିସ୍ତାନ । ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବେଲ୍ ଆଉଟ ପ୍ୟାକେଜ ସହ ସବୁଦିନିଆ ବନ୍ଧୁ ଚୀନ୍ ପାକିସ୍ତାନକୁ ଆର୍ଥିକ ଦୁର୍ଗତିରୁ ମୁକୁଳାଇବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ…

କେତେ ସରିଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

ଲକ୍ଷ୍ନୌ: ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ। ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା…

ବିନା ଅନୁମତିରେ ବେସମେଣ୍ଟରେ ଚାଲିଥିଲା ଲାଇବ୍ରେରୀ, କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହେବା ଘଟଣାରେ କୋଚିଂ ସେଣ୍ଟର ମାଲିକ ଗିରଫ। ଏହି ଦୁର୍ଘଟଣାରେ ବଡ ଅବହେଳା ସାମ୍ନାକୁ ଆସିଛି। ଏହି ମହଲାରେ ତଳ କୋଠାରେ ବେଆଇନ କୋଚିଂ ସେଣ୍ଟର ଚାଲୁଥିଲା। ଏଠାରେ କୋଚିଂ କରାଯିବା…

‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ଆଜି ୧୧୨ତମ  'ମନ୍ କି ବାତ୍' କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍‌ ଅଲିମ୍ପିକ୍‌କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି । ଦେଶବାସୀଙ୍କୁ…

ବଦଳିଲେ ଛତିଶଗଡ ରାଜ୍ୟପାଳ, ବିଶ୍ଵଭୁଷଣଙ୍କ ସ୍ଥାନରେ ରାମେନ ଡିକା

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ।…

ପାଠପଢୁଥିଲେ ଛାତ୍ରଛାତ୍ରୀ, ହଠାତ୍ ମାଡି ଆସିଲା ପାଣି, ଚାଲିଗଲା ୩ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସ୍ଵେରେଜ ପାଣିରେ ବୁଡି ୩ ଛାତ୍ର ମୃତ୍ୟୁ । ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଛାତ୍ର ଭାସିଯିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ…

୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂତନ ରାଜ୍ୟପାଳ ନିଯୁକ୍ତ । ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ. ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ…