Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ଗୋଟିଏ ରାତି ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଆଜି ଶେଷ ମୂହର୍ତରେ ଜେଲରୁ ମୁକୁଳି ପାରି ନାହାନ୍ତି । ଗୁରୁବାର ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଆର୍ଥର ରୋଡ ଜେଲରେ କୋର୍ଟଙ୍କ ଅର୍ଡର ନିର୍ଦ୍ଧାରିତ ସମୟରେ ପଂହଚି ପାରି ନ ଥିଲା । ଜେଲ ନିୟମ…

ସୂର୍ଯ୍ୟତାପ ପାଲଟିଛି ଅଭିଶାପ, ଘରୁ ବାହାରିଲେ ପୋଡିଯାଉଛି ଚର୍ମ

ଓଡିଶା ସମ୍ବାଦ ବ୍ୟୁରୋ: ମାନବ ଜାତି ପାଇଁ ସୂର୍ଯ୍ୟତାପ ଅବା ଖରା ଖୁବ ଜରୁରୀ । ଛୋଟ ଛୁଆ ହୁଅନ୍ତୁ ଅବା ବୟସ୍କ । ବିନା ଖରାରେ ଜୀବନର କଳ୍ପନା ନିଶ୍ଚିତ ରୂପେ ଅସମ୍ଭବ । ତେବେ ଆମ ଦୁନିଆରେ ଏମିତି ଏକ ଗାଁ ରହିଛି, ଯେଉଁଠିକାର ଲୋକେ ଖରାରେ ଘରୁ ପାଦ କାଢିବାକୁ ଖୁବ ଭୟ କରନ୍ତି । ପଢିବାକୁ…

ହିମାଚଳର ନାଲାଗାଢ଼ରେ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ୭ଶ୍ରମିକ ଗୁରୁତର

ଶିମଲା: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଔଦ୍ୟୋଗିକ କ୍ଷେତ୍ର ନାଲାଗଢ଼ର ବାଗବାନିୟାସ୍ଥିତ ଶ୍ରୀନିବାସ ଫାର୍ମା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି। ଏଥିରେ ୭ଜଣ ଶ୍ରମିକ ଗୁରୁତର ଅଛନ୍ତି। ଶୁକ୍ରବାର ଅପରାହ୍ନ ୧ଟାରେ ବ୍ଲାଷ୍ଟ ହୋଇଛି। ଫ୍ୟାକ୍ଟ୍ରିରେ ଲୋକେ କାମ କରୁଥିବା ସମୟରେ ହଠାତ୍ ପ୍ଲାଣ୍ଟରେ…

ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା:ଆରମ୍ଭ ହେବ ‘ହର ଘର ଦସ୍ତକ’ ଅଭିଯାନ

ଦିଲ୍ଲୀ: ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ଦିନ କହିଥିଲେ, ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାରେ ଘର ଘର ଯାଇ କୋଭିଡ଼-୧୯ ଟିକାକରଣ ପାଇଁ ଆସନ୍ତା ମାସରେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ କରାଯିବ। ଏହାର ଉଦ୍ଦେଶ୍ୟ…

ବାଣ ବିକ୍ରୟ ଓ ବ୍ୟବହାର ଉପରେ ଲାଗିଲା ବ୍ୟାନ୍‌

କୋଲକାତା: ପଶ୍ଚିମବଙ୍ଗରେ ଦିୱାଲୀ, କାଳୀ ପୂଜା ଭଳି ଉତ୍ସବରେ କୌଣସି ଆତସବାଜି ହେବ ନାହିଁ। କଲିକତା ହାଇକୋର୍ଟ ରାଜ୍ୟରେ ବାଣ ଫୁଟାଇବା ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି। ଏହାସହିତ ବାଣ ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇଛନ୍ତି। ଦିୱାଲି, କାଳୀ ପୂଜା, ଛଟ୍‌…

କନ୍ନଡ଼ ସିନେମାର ଅଭିନେତା ପୁନିତ ରାଜକୁମାରଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ସିନେମାର ଅଭିନେତା ପୁନୀତ ରାଜ କୁମାରଙ୍କ ପରଲୋକ ହୋଇଯାଇଛି। ହୃଦଘାତରେ ଶିକାର ହୋଇ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ…

୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ

ମୁମ୍ୱାଇ: ୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ । ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିଭ ନିକଲଜେ ଓରଫ ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ଡନ୍ ଦାଉଦ୍ ଇବ୍ରାହିମଙ୍କର ବଡ ଶତ୍ରୁ ଥିଲା ବୋଲି…

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହେନାଜଙ୍କ ପ୍ରଥମ ପୋଷ୍ଟ

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପ୍ରାୟ ଦୁଇମାସ ପରେ ଶେହେନାଜ ଗିଲ ଇନଷ୍ଟାଗ୍ରାମକୁ ଫେରିଛନ୍ତି। ସେ ଏକ ନୂଆ ପୋଷ୍ଟରେ ସିଦ୍ଧାର୍ଥଙ୍କ ଲାଗି ନିଜ ନୂଆ ଗୀତର ଘୋଷଣା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୂଆ ପୋଷ୍ଟରେ ଦର୍ଶାଯାଇଛି ଯେ, ସିଦ୍ଧାର୍ଥ ଏବଂ ଶେହେନାଜ ବିଗ…

ଟିଏମସିରେ ଯୋଗ ଦେଲେ ଟେନିସ୍ ଷ୍ଟାର୍‌ ଲିଆଣ୍ଡର୍‌ ପେସ୍

ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କଲେ ପୂର୍ବତନ ଭାରତୀୟ ଟେନିସ୍ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍। ସେ ଟିଏମସି ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟେନିସ୍ ଚାମ୍ପିଅନ୍ ଲିଆଣ୍ଡର୍ ପେସ୍‌ ଗୋଆରେ…

ଗୋଆରେ କେନ୍ଦ୍ରର ଦାଦାଗିରି ଚଳିବନାହିଁ : ମମତା ବାନାର୍ଜୀ

ପାନାଜୀ : ଗୋଆରେ କେନ୍ଦ୍ରଉପରେ ବର୍ଷିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଗୋଆ ଗସ୍ତରେ ଯାଇଛନ୍ତି । ବଙ୍ଗଳା ଓ ଗୋଆକୁ ସଂଯୋଗ କରୁଥିବା ଦୁଇଟି ଜିନିଷ ମାଛ ଏବଂ ଫୁଟବଲ ବୋଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି  । ସେ…