Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମୁସ୍‌ଲିମ୍‌ ପରମ୍ପରା ଅନୁସରଣ କରନ୍ତି ୱାଙ୍ଖଡେ!

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ପୂର୍ବ ପତ୍ନୀଙ୍କ ବାପା ଦାବି କରିଛନ୍ତି ଯେ ୱାଙ୍ଖଡେ ସମସ୍ତ ମୁସ୍‌ଲିମ୍‌ ପରମ୍ପରାକୁ ଅନୁସରଣ କରନ୍ତି। “ସେ ଆହୁରି କହିଛନ୍ତି ଯେ ମୋ ଝିଅ ଏକ ମୁସଲମାନ ପରିବାରରେ ବିବାହ କରିଥିଲେ। ଏହା ଆରେଞ୍ଜଡ୍‌ ମ୍ୟାରେଜ ଥିଲା। ମୁସଲମାନ ରୀତିନୀତି…

ଏଲୋପାଥୀ ବିରୁଦ୍ଧରେ ଭୁଲ ତଥ୍ୟ ଦେବା ପଡ଼ିଲା ମହଙ୍ଗା : ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି

ଦିଲ୍ଲୀ : ପୁଣି ଫସିଲେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି । କରୋନା ମହାମାରୀ ବ୍ୟାପିବା ସମୟରେ ବାବା ରାମଦେବ ଏଲୋପାଥୀ ଚିକତ୍ସା ବିରୁଦ୍ଧରେ ଭୁଲ କଥା କହି ଲୋକଙ୍କୁ ଭ୍ରମିତ କରିଥିବାରୁ ,ତାଙ୍କ ନାଁ ରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ…

ପ୍ରକାଶ ପାଇବ NEET-UG ଫଳାଫଳ: ସୁପ୍ରିମକୋର୍ଟ

ଦିଲ୍ଲୀ: ପ୍ରକାଶ ପାଇବ ନିଟ୍-ୟୁଜି ଫଳାଫଳ। ଏନେଇ ସୁପ୍ରିମକୋର୍ଟ ୧୬ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ବମ୍ବେ ହାଇକୋର୍ଟ ୨ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା…

ପାକିସ୍ତାନରେ ପୁଣି ହିଂସା :୩ ପୋଲିସ ମୃତ , ୭୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନରେ ପୁଣି ହିଂସା। ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି।ଏହି ସଂଘର୍ଷରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ। ପ୍ରାୟ ୭୦ ରୁ ଅଧିକ ଜଣ ଆହତ ହୋଇଛନ୍ତି।ଟିଏଲପି ମୁଖ୍ୟ ସାଦ ରିଜଭିଙ୍କୁ ଓ…

ଖାଦ୍ୟ ଅଭାବ, କମ୍‌ ଖାଅ; କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ ଖାଦ୍ୟ ସଙ୍କଟ ମଧ୍ୟରେ ଲୋକଙ୍କୁ କମ୍ ଖାଇବାକୁ କହିଛନ୍ତି। ଏହି ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ଖାଦ୍ୟ ଯୋଗାଣର ଅଭାବ ପାଇଁ କିମ୍ ଏକ '' ସିରିଜ୍‌ ଅଫ୍‌ ଡେଭିଏସନ୍‌ ''କୁ…

ରାହୁଲଙ୍କୁ ପିକେ ଏମିତି କଣ କହିଲେ..

ପାଣାଜୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆଜିର ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ବିଜେପି ଏବଂ ନରେନ୍ଦ୍ର ମୋଦି ଯୁଗର ଅବସାନ ଏତେ ସହଜରେ ହେବ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ବିରୋଧୀ ଦଳଗୁଡିକ ଏକଜୁଟ କରିବା ପ୍ରସଙ୍ଗରେ ସେ ଏହା କହିଛନ୍ତି ।…

ପୁଣି ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଲେ ହ୍ରିତିକ

ନୂଆଦିଲ୍ଲୀ: ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ତାର ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ତେବେ ଏହାରି ଭିତରେ ବଲିଉଡ ଷ୍ଟାର୍‌ ହ୍ରିତିକ ରୋଶନ ପୁଣି ଥରେ ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି। ଜଣେ ସାମ୍ବାଦିକା ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ…

ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇକୁ ଖସିଲା, ଦୁର୍ଘଟଣାରେ ୮ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଖାଇକୁ ଖସିଲା ଯାତ୍ରୀବାହୀ ମିନି ବସ୍। ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇରୁ ଖସିପଡ଼ିଛି। ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି। ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି…

ଟି -୨୦ ମ୍ୟାଚ୍‌ରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କ ବିରୁଦ୍ଧରେ ଲାଗୁ ହେବ ଦେଶଦ୍ରୋହ ଆଇନ

ନୂଆଦିଲ୍ଲୀ: ଅକ୍ଟୋବର ୨୪ ରେ ଟି -୨୦ ମ୍ୟାଚରେ ଭାରତ ଉପରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଲାଗୁ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏକ ସାକ୍ଷାତକାରର ଲିଙ୍କ୍ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଅଫିସିଆଲ୍…

ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ନାଁରେ ଜାମିନ ବିହୀନ ଓ୍ୱାରେଣ୍ଟ ପାଇଁ ପିଟିସନ୍

ମୁମ୍ବାଇ: ବଢ଼ିଳା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଡୁଆ । ବେଆଇନ୍ ଚାନ୍ଦା ଆଦାୟ କେସରେ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି କରିବାକୁ ମୁମ୍ବାଇ ସେସନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ମୁମ୍ୱାଇ ପୋଲିସର କ୍ରାଇମବ୍ରାଞ୍ଚ । ଏନେଇ ଅନୁମତି ଦେବାକୁ ଆବେଦନ…