Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍ଷ୍ନୌ ଏବଂ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, ବଦଳିବେ କି ୟୁପିର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଛି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଖରାପ ପ୍ରଦର୍ଶନ ଯୋଗୁଁ ରାଜ୍ୟରେ ଦଳ ଅନେକ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…

ଗଡ଼ଚିରୋଲିରେ ବଡ଼ ଏନକାଉଣ୍ଟର, ୧୨ ମାଓବାଦୀ ନିହତ, ଏକେ ୪୭ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ବୁଧବାର ପୁଲିସର ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏନକାଉଣ୍ଟର ଶେଷ ହେବା ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ସମୟ ମଧ୍ୟରେ ପୁଲିସ ୩ଟି ଏକେ୪୭,…

ଚନ୍ଦ୍ରପୃଷ୍ଠରେ ବିଶାଳ ଗୁମ୍ଫା 

ନୂଆଦିଲ୍ଲୀ: ପୃଥିବୀର ସୁନ୍ଦର ଉପଗ୍ରହ ଚନ୍ଦ୍ରକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏବେ ଚନ୍ଦ୍ରପୃୃଷ୍ଠରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଏକ ବିଶାଳ ଭୂମିଗତ ଗୁମ୍ଫା । ୫୫ ବର୍ଷ ପୂର୍ବେ ଚନ୍ଦ୍ରମାର ଯେଉଁ ସ୍ଥାନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ ଐତିହାସିକ ମୁନ୍ ୱାକ୍…

କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ନ୍ୟାସନାଲ ଆସୋସିଏସନ ଫର ଆଡଭାନ୍ସମେଣ୍ଟ ଅଫ୍ କଲର୍ଡ ପିପୁଲ୍ସ (NAACP) ବାର୍ଷିକ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଭଳି କହିଛନ୍ତି । ଆସନ୍ତା ନଭେମ୍ବର ୫ରେ ଆମେରିକାରେ…

ଗୁଳି ଖାଇଥିବା ଆମେରିକୀୟ ନେତା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଗୁଳିମାଡ । ପୁଣି ରାଷ୍ଟ୍ରପତି ରେସରେ ସାମିଲ ହୋଇଥିବା ଟ୍ରମ୍ପଙ୍କୁ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲିରେ ଗୁଳିମାଡ କରାଯାଇଥିଲା । ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି । ସିକ୍ରେଟ ସର୍ଭିସ ଏଜେଂଟମାନେ ଆକ୍ରମଣକାରୀକୁ…

ଅମଲାତନ୍ତ୍ରର କଳଙ୍କିତ ଅଫିସର

ନୂଆଦିଲ୍ଲୀ: ଜଣେ ଟ୍ରେନି ଆଇଏଏସ ଅଫିସରଙ୍କ ନଖରାମୀ ଓ ସାହେବୀ ଆଦବ କାଇଦା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୂଜା ଖେଡକାରଙ୍କ ନଖରାମୀ ଯୋଗୁଁ ତାଙ୍କ ଚାକିରି ଯିବା ଅବସ୍ଥାରେ ରହିଛି । ଏମିତି ତ ଅମଲାତନ୍ତ୍ରକୁ ପ୍ରତି ଭାରତରେ ରହିଛି ନକାରାତ୍ମକ ଧାରଣା । ପୂଜା ଖେଡକାରଙ୍କ ପରି ଯଦି ଜଣେ…

ସମ୍ବିଧାନ ରାଜନୀତି

ନୂଆଦିଲ୍ଲୀ: ଜୋର୍ ଧରିଛି ସମ୍ବିଧାନ ରାଜନୀତି । କଂଗ୍ରେସର ସମ୍ବିଧାନ ବଂଚାଓର ଜବାବ ଦେବାକୁ ବିଜେପିର ଆକ୍ରମଣାତ୍ମକ ରଣନୀତି । ୧୯୭୫ରେ ଇନ୍ଦିରା ସରକାର ଜାରି କରିଥିବା ଜରୁରୀକାଳିନ ପରିସ୍ଥିତି ବିରୋଧରେ ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ପାଳନ କରାଯିବ ସମ୍ବିଧାନ ହତ୍ୟା ଦିବସ । ବିଜେପି…

ଶାହାବାନୋଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମୁସଲିମ ସଂପ୍ରଦାୟର ରକ୍ଷଣଶୀଳ ନୀତିନିୟମରୁ ମୁକ୍ତି ଚାହୁଁଥିବା ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଛାଡପତ୍ର ପାଇଥିବା ମୁସଲିମ ମହିଳାମାନେ ଭରଣପୋଷଣ ପାଇଁ ହକଦାର ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସିଆରପିସି ଧାରା ୧୨୫ ଅନୁସାରେ…

ଧୋତି-କୁର୍ତ୍ତା ପିନ୍ଧିଥିବା ଚାଷୀଙ୍କୁ ମଲରେ ମିଳିଲାନି ଏଣ୍ଟ୍ରି, ବିକ୍ଷୋଭ ପ୍ରଦର୍ଶନ କଲା ସଙ୍ଗଠନ

ବେଙ୍ଗାଲୁରୁ: ପାରମ୍ପାରିକ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ପିନ୍ଧି ଅପମାନିତ ହେଲେ ବୃଦ୍ଧ। ଏପରି ଏକ ଲଜ୍ଜାଜନକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମଲ୍ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ ପ୍ରବେଶ ଅନୁମତି ଦେଲେନି। ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ନିଜ ପୁଅ ସହ ଏକ…

ପୁନର୍ଗଠିତ ହେଲା ନିତି ଆୟୋଗ, କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ନିତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ। ଜୁଏଲଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍‌ଡି କୁମାରସ୍ବାମୀ ସଦସ୍ୟ। କେନ୍ଦ୍ର ସରକାର ନିତି (NITI) ଆୟୋଗକୁ ପୁନର୍ଗଠିତ…