Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଧୋତି-କୁର୍ତ୍ତା ପିନ୍ଧିଥିବା ଚାଷୀଙ୍କୁ ମଲରେ ମିଳିଲାନି ଏଣ୍ଟ୍ରି, ବିକ୍ଷୋଭ ପ୍ରଦର୍ଶନ କଲା ସଙ୍ଗଠନ

ବେଙ୍ଗାଲୁରୁ: ପାରମ୍ପାରିକ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ପିନ୍ଧି ଅପମାନିତ ହେଲେ ବୃଦ୍ଧ। ଏପରି ଏକ ଲଜ୍ଜାଜନକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମଲ୍ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ ପ୍ରବେଶ ଅନୁମତି ଦେଲେନି। ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ନିଜ ପୁଅ ସହ ଏକ…

ପୁନର୍ଗଠିତ ହେଲା ନିତି ଆୟୋଗ, କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ନିତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ। ଜୁଏଲଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍‌ଡି କୁମାରସ୍ବାମୀ ସଦସ୍ୟ। କେନ୍ଦ୍ର ସରକାର ନିତି (NITI) ଆୟୋଗକୁ ପୁନର୍ଗଠିତ…

ବିଶ୍ୱନେତାଙ୍କ ବୟସ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇ ସମ୍ଭାବ୍ୟ ପ୍ରାର୍ଥୀ ଜୋ ବାଇଡେନ୍ ଓ ଡୋନାଲଡ୍ ଟ୍ରମ୍ପଙ୍କ ବୟସକୁ ନେଇ ଚର୍ଚ୍ଚା । ଯିଏ ବି ନିର୍ବାଚନ ଜିତିବେ ସେ ହେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି । ବାଇଡେନଙ୍କୁ ଏବେ ୮୧ ଓ ଟ୍ରମ୍ପଙ୍କୁ ୭୮ ବର୍ଷ । ଆମେରିକା…

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ପହଞ୍ଚିଲେ ୨୫,୦୦୦ ଆଶାୟୀ

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ୨୫,୦୦୦ ଆଶାୟୀ ମୁମ୍ବାଇ: ଏୟାର ଇଣ୍ଡିଆ ବିମାନ ବନ୍ଦରରେ ଲୋଡର୍ ଚାକିରି ପାଇଁ ହଜାର ହଜାର ଆଶାୟୀ ପହଞ୍ଚିବା ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବଇର କାଲିନା ଅଞ୍ଚଳରେ। ଭିଡକୁ ଦେଖିଲେ…

ଉପନିର୍ବାଚନ ଫଳାଫଳ; ଇଣ୍ଡି ମେଣ୍ଟ ଆଡକୁ ଢଳୁଛନ୍ତି ଜନତା

ନୂଆଦିଲ୍ଲୀ: ନିକଟରେ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଂଟ ୧୦ଟି ଆସନରେ ବିଜୟୀ ହୋଇଛି । ବିଜେପି ୨ ଓ ସ୍ୱାଧୀନ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଏହା ବଡଧରଣର ନିର୍ବାଚନ ନଥିଲେ ମଧ୍ୟ ଫଳାଫଳ ନେଇ କଂଗ୍ରେସ ଅତି ଉତ୍ସାହିତ ହୋଇପଡିଛି । ବିଜେପିର ଭୟ ଓ…

ରାଜ୍ୟସଭା ପାୱାର ଗେମ୍

ନୂଆଦିଲ୍ଲୀ: ଲୋକସଭାରେ ସଂଖ୍ୟାଗରିଷ୍ଠତା ନଥିବାରୁ ବିଜେପି ଜେଡିୟୁ ଓ ଟିଡିପି ଉପରେ ନିର୍ଭରଶୀଳ । ଏନଡିଏର ଦୁଇ ମୁଖ୍ୟ ଅଂଶୀଦାରଙ୍କ ସମର୍ଥନ ଉପରେ ନିର୍ଭର କରୁଛି ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ । ବର୍ତ୍ତମାନ ରାଜ୍ୟସଭାରେ ମଧ୍ୟ ଏନଡିଏର ଦୁର୍ବଳ ସ୍ଥିତି । ଶାସକ ମେଂଟକୁ ମାତ୍ ଦେବା…

ପୁଣି ଚର୍ଚ୍ଚାରେ ଟ୍ରେନି ଆଇଏଏସ୍‌ ପୂଜା, ବଦଳି ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କ ନାଁରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ପୁଣେ ଜିଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ଓଲଟା ନିର୍ଯାତନା ମାମଲା କରିଛନ୍ତି। ଜିଲ୍ଲାପାଳ ସୁଭାଷ ତାଙ୍କର ବଦଳି ନିର୍ଦ୍ଦେଶ ଦେଇଥିବାରୁ ପୂଜା ତାଙ୍କ ନାଁରେ ନିର୍ଯାତନା ମାମଲା କରିଥିବା ଚର୍ଚ୍ଚା ହେଉଛି। ୨୦୨୩ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ପୂଜା ଜିଲ୍ଲାପାଳ…

ଇସ୍ତଫା ଦେଲେ ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଏହି ନେତାମାନେ ଦଳର ପିମ୍ପରି- ଚିଞ୍ଚୱାଡ ୟୁନିଟର ସଦସ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ଯରେ ରହିଛନ୍ତି ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ…

ଯାହାକୁ ଦଇବ ସାହା…୫ ଦିନ ପରେ ମଝି ସମୁଦ୍ରରୁ ଜୀବନ୍ତ ଉଦ୍ଧାର

କୋଲକାତା: କଥାରେ ଅଛି, ‘ଯାକୋ ରଖେ ସାଇଁୟା, ମାର ସକେ ନା କୋଇ’ । ସେଭଳି ସ୍ଥଳରେ ତାକୁ ବା ଏଇ ଗଭୀର ସମୁଦ୍ର କିପରି ଗିଳିପାରିବ । ୫ଦିନ ପରେ ବି ସମୁଦ୍ର ମଝିରୁ ଜୀବନ୍ତ ଉଦ୍ଧାର ହେଲେ । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳରୁ । ହଳଦିଆ ଅଞ୍ଚଳରେ ଟ୍ରଲର…

ପୁଣି ବଢିଲା ଏୟାରଟେଲ ରିଚାର୍ଜ୍

ନୂଆଦିଲ୍ଲୀ: ପ୍ରଥମେ ଜିଓ ଆଉ ଏବେ ଏୟାରଟେଲ ଲୋକଙ୍କ ମୁଣ୍ଡ ବିନ୍ଧା ବଢ଼େଇଛି। ଆକାଶଛୁଆଁ ହେଲେ ରିଚାର୍ଜ୍। ଏଇ କିଛି ଦିନ ତଳେ ଜିଓ ତାର ରିଚାର୍ଜ ମୂଲ୍ୟକୁ ମାତ୍ରାଧିକ ବୃଦ୍ଧି କରିଥିବା ବେଳେ ପୁଣି ଥରେ ଏୟାରଟେଲ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ…