Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏବେଠାରୁ ବିଜେପିର ମୁଣ୍ଡ ଖରାପ କଲାଣି ଏମଏନଏସ

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ଏବଂ ଏହାର ଗଠବନ୍ଧନକୁ ମହାରାଷ୍ଟ୍ର ନବନିର୍ମାଣ ସେନା ବିନା ସର୍ତରେ ସମର୍ଥନ କରିଥିଲା । ରାଜ ଠାକରେଙ୍କ ଦଳ ଏବେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଚାପରେ ପକାଇଛି । ଏମଏନଏସ ଏବେଠାରୁ ୨୦ଟି ସିଟ ଦାବୀ କରିଛି । ଆଦିତ୍ୟ…

ଅନୈତିକ ସମ୍ପର୍କକୁ ଲୁଚାଇବାକୁ ଯୁବକଙ୍କୁ ହତ୍ୟା କରିଥିଲେ ଦର୍ଶନ, ସିସିଟିଭିରୁ ଜଣାପଡିଲା ସତ

ବେଙ୍ଗଲୁରୁ: ଅଭିନେତ୍ରୀ ପବିତ୍ରା ଗୌଡଙ୍କ ସହ ନିଜର ଅନୈତିକ ସମ୍ପର୍କ ଲୁଚାଇବା ପାଇଁ ବଡ ଷଡଯନ୍ତ୍ର ରଚିଥିଲେ ଦର୍ଶନ ଥୋଗୁଦୀପା । ସିସିଟିଭି ବଖାଣିଲା କେମିତି ହତ୍ୟା କରିଥିଲେ ରେଣୁକା ସ୍ବାମୀଙ୍କୁ । ଗତକାଲି ଦର୍ଶନଙ୍କୁ ରେଣୁକାଙ୍କ ହତ୍ୟା ମାମଲାରେ ଗିରଫ କରିଥିଲା ପୁଲିସ। ପରେ…

କିଏ ହେବେ ବିଜେପିର ବସ୍ ?

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ମୋଦି ସରକାରର ତୃତୀୟ ପାଳିରେ ସ୍ବାସ୍ଥ୍ୟ ସହ ରସାୟନିକ ଓ ସାର ମନ୍ତ୍ରାଳୟ ଦାୟିତ୍ବ ଜେପି ନଡ୍ଡାଙ୍କୁ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍…

‘ପ୍ରକୃତ ସେବକ ଅହଙ୍କାର ନକରି ସେବା କରିଥାଏ’

ନୂଆଦିଲ୍ଲୀ: ଲୋକସଭାରେ ବିଜେପି ସଂଖ୍ୟା ଗରିଷ୍ଠତା ହରାଇବା ପରେ ନିର୍ବାଚନ ଫଳାଫଳ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ କହିଛନ୍ତି ଯେ ଜଣେ 'ପ୍ରକୃତ ସେବକ କୌଣସି ଅହଙ୍କାର ନକରି ଅନ୍ୟମାନଙ୍କର ସେବା କରିଥାଏ ଏବଂ କାହାର କୌଣସି କ୍ଷତି କରିନଥାଏ' ।…

ଚଣ୍ଡିଗଡ ସରକାରୀ ହସ୍ପିଟାଲ ସହ ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ଚଣ୍ଡିଗଡ: ରାଜଧାନୀ ଦିଲ୍ଲୀ ପରେ ଏବେ ଚଣ୍ଡିଗଡକୁ ମିଳିଲା ଧମକ । ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି । ଏନେଇ ମେଡିକାଲ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ଖବର…

‘ମୋଦି ସରକାର ଅନ୍ୟ ଘରୁ ଚୌକି ଉଦ୍ଧାର ଆଣି ନିଜ ସତ୍ତାର ଘର ସମ୍ଭାଳୁଛନ୍ତି’

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ତ ପୂର୍ବ ଗ୍ୟାରେଣ୍ଟି ପୂରଣ କରିପାରିଲେନାହିଁ, କିନ୍ତୁ ବର୍ତ୍ତମାନ ସେ ଚାରିଆଡେ ଡିଣ୍ଡିମ ପିଟୁଛନ୍ତି । ସୋସିଆଲ ମିଡିଆ…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ଚନ୍ଦ୍ରବାବୁ ନାଇଡୁ। ଚନ୍ଦ୍ରବାବୁ ନାଇଡୁଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଏସ. ଅବଦୁଲ ନଜୀର। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଥିଲେ। ସେହିପରି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୱନ କଲ୍ୟାଣ। ଜନସେନା…

ଆସନ୍ତା ୧୩ରେ ଇଟାଲୀ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ମଙ୍ଗଳବାରଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ମୋଦୀ ୩.୦ ର ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ ତୃତୀୟ କାର୍ଯ୍ୟକାଳରେ ଜାତୀୟ ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା ହେବ। ତେଣୁ ନିଜର ତୃତୀୟ ପାଳି କାର୍ଯ୍ୟଭାର ଗ୍ରହଣ କରିବା…

ବିମାନ ଦୁର୍ଘଟଣାରେ ମାଲୱି ଉପରାଷ୍ଟ୍ରପତିଙ୍କ ସମେତ ୯ ମୃତ

ଲିଲଙ୍ଗୱେ: ପୂର୍ବ ଆଫ୍ରିକୀୟ ଦେଶ ମାଲୱିର ୫୧ ବର୍ଷିୟ ଉପରାଷ୍ଟ୍ରପତି ସାଉଲୋସ କ୍ଲାସ ଚିଲିମାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋମବାରଠୁ ଏହି ବିମାନଟି ନିଖୋଜ ଥିଲା। ମାଲୱି ରାଷ୍ଟ୍ରପତି ଲାଜାରସ…

ଆଜି ଶିଶୁ ଶ୍ରମିକ ନିରୋଧ ଦିବସ, ଶିଶୁ ଶ୍ରମିକଙ୍କ ସୁରକ୍ଷା ଜରୁରୀ

ଭୁବନେଶ୍ଵର: ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ…