Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ ନୀତୀଶଙ୍କ ଦଳର ମହାସଚିବ ନିଯୁକ୍ତ

ପାଟଣା: ଆରସିପି ସିଂହଙ୍କ ଇସ୍ତଫା ପରେ ଜନତା ଦଳ (ୟୁନାଇଟେଡ୍)ରେ ପରବର୍ତ୍ତୀ ଅଧିକାରୀ ଭାବେ ଯୋଗଦେବାର ୪୮ ଘଣ୍ଟା ମଧ୍ୟରେ ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ୍ ମନୀଷ ବର୍ମାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ମନୀଷ ବର୍ମାଙ୍କୁ ଜେଡିୟୁର…

ନିଟ୍-ୟୁଜି ପେପର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରଠାରୁ ଫେରାର ଥିବା ଅଭିଯୁକ୍ତକୁ ଗୁରୁବାର ସିବିଆଇ ଗିରଫ କରିଛି। ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ତଥା ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିଆଙ୍କ ସମ୍ପର୍କୀୟ କୁହାଯାଉଥିବା ରକି ଓରଫ ରାକେଶ…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜନାଥ ସିଂହ, ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲର ନ୍ୟୁରୋ ବିଭାଗରେ ଭର୍ତ୍ତି କରାଯାଇଛି। ଏମ୍ସର ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ରାଜନାଥ ସିଂଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଅଛି।…

ଗୁଜରାଟରେ ଚାକିରି ପାଇଁ ଆଶାୟୀଙ୍କ ଲମ୍ବା ଧାଡି, ଦଳଚକଟା ଭଳି ସ୍ଥିତି

ଅହମଦାବାଦ:  ଗୁଜରାଟର ଏକ କେମିକାଲ କମ୍ପାନୀ ପକ୍ଷରୁ ଆୟୋଜିତ କିଛି ପଦବା ପାଇଁ ସାକ୍ଷାତକାରର ଆୟୋଜନା କରାଯାଇଥିଲା। ଏହି ସମୟରେ ଶତାଧିକ ଲୋକ ଇଣ୍ଟରଭ୍ୟୁ ସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ହଇଚଇ ସୃଷ୍ଟି ହୋଇଥିଲା । ଗୁଜୁରାଟର ଭରୁଚ ଜିଲ୍ଲାର ଏକ ହୋଟେଲ ପରିସରରେ ଏକ କମ୍ପାନି…

ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅର୍ଦ୍ଧସାମରିକ ବାହିନୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ଏହାକୁ ନେଇ ସିଆଇଏସଏଫ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା କୁହାଯାଉଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅଗ୍ନିବୀରଙ୍କୁ ମଧ୍ୟ କେନ୍ଦ୍ରୀୟ ପୋଲିସ ଫୋର୍ସରେ ଚାକିରି…

ଥାନା ଭିତରେ ନାଗ, ଭାଇରାଲ୍ ହେଉଛି ଭିଡିଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମଧୁବନ୍ ବାପୁଧ‌ାମ୍ ଥାନାରୁ ଏକ ବିଶାଳ ସାପ ଉଦ୍ଧାର ହୋଇଛି। ଏହି ଘଟଣା ଜୁଲାଇ ୧୧ରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ସଫେଇ କାମ ପାଇଁ ଆସିଥିବା ଜଣେ ବ୍ୟକ୍ତି ଲକଅପ ଭିତରେ ଏକ ନାଗସାପ ଫଣା ଟେକି ବସିଥିବା…

ସହିଦ ଅଗ୍ନିବୀର ପରିବାରକୁ କେତେ ମିଳିଥାଏ କ୍ଷତିପୂରଣ; ଉତ୍ତର ରଖିଲେ ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ସହିଦ ଅଗ୍ନିବୀର ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ କ୍ଷତିପୂରଣ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ। ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ। ସେ…

ଫିଲ୍ମ ଏବଂ ଟିଭି ସିରିଏଲରେ ଶିଖ ବିବାହ ଦୃଶ୍ୟ ଆଉ ଦେଖିବାକୁ ମିଳିବନି

ଅମ୍ରିତସର: ଫିଲ୍ମ ଏବଂ ଟିଭି ସିରିଏଲରେ ଶିଖ ବିବାହ ଦୃଶ୍ୟ ଆଉ ଦେଖାଯିବ ନାହିଁ। ଖୁବ୍ ଶୀଘ୍ର ଏନେଇ ଫରମାନ ଜାରି ହୋଇପାରେ।ମୋହାଲିରେ ସିରିଏଲ ସୁଟିଂ ସମୟରେ ହୋଇଥିଲା ବିବାଦ। ମୋହାଲିରେ ପଞ୍ଜାବୀ ଟିଭି ସିରିଏଲ ଉଡାରିୟାଁର ସୁଟିଂ ଚାଲିଥିଲା। ଏଥିରେ ନକଲି ଗୁରୁଦ୍ୱାରା ସେଟ କରାଯିବା ସହ…

ସାଉଦି ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପେଶାୱାର: ପାକିସ୍ତାନର ପେଶାୱାର ବିମାନବନ୍ଦରରେ ସାଉଦି ଏୟାରଲାଇନ୍ସର ବିମାନ ନମ୍ବର ଏସଭି-୭୯୨ ଗୁରୁବାର ସକାଳେ ନିଆଁ ଲାଗିଯାଇଛି । ଏହି ବିମାନଟି ସାଉଦି ଆରବର ରାଜଧାନୀ ରିୟାଦରୁ ପେଶାୱାର ଆସିଥିଲା। ସୂଚନା ଅନୁଯାୟୀ, ବିମାନର ଲ୍ୟାଣ୍ଡିଂ ଗିଅରରେ କୌଣସି କାରଣବଶତଃ ଧୂଆଁ ବାହାରୁଥିବା…

ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କଲା ନକ୍ସା

ନୂଆଦିଲ୍ଲୀ: ଆପଣମାନେ ପିଲାଦିନରୁ ରାମାୟଣର ରାମସେତୁ ବିଷୟରେ ଶୁଣି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରୋ ରାମ ସେତୁ ସମ୍ପର୍କରେ ରୋଚକ ତଥ୍ୟ ଦେଇଛି। ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କରିଛି ନକ୍ସା। ସୂଚନା ଅନୁଯାୟୀ, ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର…