Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା

ତିରୁଚିରାପଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ବେଳେ ବାହାରିଲା ଟଙ୍କା ସାଙ୍ଗକୁ ପୁଳା ପୁଳା ସୁନା। ଏପରି ଘଟଣା ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ଘଟିଛି। ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଛି। ଏହି ମାମଲାରେ ଚେନ୍ନାଇରୁ…

ବାବାଙ୍କ ଚାରିପାଖେ ରହୁଥିଲେ କୁଆଁରୀ ଝିଅ

ନୂଆଦିଲ୍ଲୀ: ହାଥରସ ସତସଙ୍ଗ ଦୁର୍ଘଟଣା ପରେ ବାବା ସୂରଜ ପାଲ୍ ଓରଫ ନାରାୟଣ ସାକାର ହରିଙ୍କୁ ନେଇ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। କୁହାଯାଉଛି, ସତସଙ୍ଗରେ ବାବା ସବୁବେଳେ କୁଆଁରୀ ଝିଅଙ୍କ ଗହଣରେ ରହୁଥିଲେ । ବାବାଙ୍କୁ ସବୁଠୁ ଅଧିକ ପସନ୍ଦ ଥିଲା ଲାଲ ରଙ୍ଗ । ସେଥିପାଇଁ ଶିଷ୍ୟାଙ୍କୁ…

ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଲା। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ। ନିଟ୍ ପରୀକ୍ଷାରେ…

ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: କହିଲେ, ଗୃହିଣୀଙ୍କ ତ୍ୟାଗକୁ ସମ୍ମାନ ଦିଅ

ନୂଆଦିଲ୍ଲୀ: ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ପୁରୁଷମାନଙ୍କୁ ଗୃହିଣୀ ମାନଙ୍କର ଭୂମିକା ଏବଂ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସ୍ତ୍ରୀକୁ ସ୍ୱାମୀ ଆର୍ଥୀକ…

ପୁଣି ତେଜିଲାଣି ମାଓ ବର୍ବରତା, ଯୁବକଙ୍କୁ ଡାକିନେଇ ହତ୍ୟା

ସୁକୁମା: ପୁଣି ତେଜିଲାଣି ମାଓ ସମସ୍ୟା । ବିଗତ କିଛି ଦିନ ହେବ ମାଓ ପ୍ରବଣ ଅଞ୍ଚଳରେ ମାଓ କାଣ୍ଡରୁ ଟିକିଏ ଆଶ୍ବସ୍ତି ମିଳିଥିବା ବେଳେ, ଏବେ ପୁଣି ମୁଣ୍ଡ ଟେକିଲେଣି ଆତଙ୍କୀ । ଗତକାଲି ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ । ପୁଣି…

ଭାରତ ବିଶ୍ବକୁ ‘ବୁଦ୍ଧ’ଙ୍କୁ ଦେଇଛି, ‘ଯୁଦ୍ଧ’ ନୁହେଁ

ନୂଆଦିଲ୍ଲୀ: ରୁଷିଆ ଓ ଅଷ୍ଟ୍ରିଆ ଗସ୍ତ ପରେ ଆଜି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆଥିଥେୟତା ପାଇଁ ଦୁଇ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏହା ସହିତ ବୁଧବାର ଭିଏନାରେ ଆୟୋଜିତ ହୋଇଥିବା ଏକ ସଭାକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଭାରତ ପୂରା…

ନିଟ୍ ୟୁଜି ଶୁଣାଣି: ପୁଣି ପରୀକ୍ଷା ଆୟୋଜନ ପାଇଁ ନିର୍ଦ୍ଦେଶ ଦେବେ କି ସୁପ୍ରିମକୋର୍ଟ ?

ନୂଆଦିଲ୍ଲୀ: ଆଜି ନିଟ୍ ୟୁଜି ମାମଲାର ଶୁଣାଣି । ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ବିଭ୍ରାଟକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ । କେନ୍ଦ୍ର ସରକାର ଓ ଏନଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଯେଉଁଥିରେ ପୁଣି…

ଯବାନଙ୍କୁ ଭରଷା ବର୍ଷା ପାଣି

କାଂକେର: ଯବାନଙ୍କୁ ଭରଷା ବର୍ଷା ପାଣି | ଅପରେଶନ ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯବାନ | ଯାହାର କିଛି କରୁଣା ଚିତ୍ର ଏବେ ସାମ୍ନାକୁ ଆସିଛି | ପୁରା ଦେଶ ପାଇଁ ଯେ ଦିନ ରାତି ଲଢ଼ୁଛନ୍ତି ତାଙ୍କ ସହର ସାଜିଛି ବର୍ଷା ପାଣି | ପଲିଥିନରେ ବର୍ଷା ପାଣି ସଂଗ୍ରହ କରି…

କାହିଁକି ଚର୍ଚ୍ଚାରେ ଏହି ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ?

ପୁଣେ: ମହାରାଷ୍ଟ୍ରର ଜଣେ ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ ଏବେ ଚର୍ଚ୍ଚାରେ। ୨୦୨୨ ପ୍ରଶାସନିକ ପରୀକ୍ଷାରେ ୮୪୧ ରାଙ୍କ ପାଇଥିଲେ ପୂଜା ଖେଡକର। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର।…

ପତଞ୍ଜଳି ବିରୋଧରେ ୫୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ପତଞ୍ଜଳିର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ପତଞ୍ଜଳିଙ୍କୁ ଏହାର କର୍ପୁର ଉତ୍ପାଦ ବିକ୍ରୟ ନକରିବାକୁ ନିର୍ଦ୍ଦେଶ…