Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ମୋଦି

ନୂଆଦିଲ୍ଲୀ: ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍‌ଣ୍ଡ’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଉଲ୍ଲେଖନୀୟ ଉଦ୍ୟମକୁ…

ଋଷ ପରେ ଅଷ୍ଟ୍ରିଆ ଗସ୍ତରେ ମୋଦୀ, ୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଷ୍ଟ୍ରିଆ ଗସ୍ତ

ନୂଆଦିଲ୍ଲୀ: ଦୁଇ ଦିନିଆ ଋଷରେ ସରକାରୀ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ପହଞ୍ଚିଛନ୍ତି। ପ୍ରାୟ ୪୦ ବର୍ଷ ପରେ, ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି, ଯାହାକୁ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ବିବେଚନା କରାଯାଉଛି।…

ଆଜି ୭ ରାଜ୍ୟ ୧୩ ବିଧାନସଭାରେ ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ୧୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଉପ-ନିର୍ବାଚନରେ ​​ବିହାରରୁ ହିମାଚଳ ପର୍ଯ୍ୟନ୍ତ ଅନେକ ବଡବଡିଆ ନେତାଙ୍କ ପୁଣି ଭାଗ୍ୟ ପରୀକ୍ଷା ହେଉଛି। ଏହି ମତଦାନ…

ଭୟଙ୍କର ଦୁର୍ଘଟଣା: ବସ୍‌କୁ ଧକ୍କାଦେଲା ଟ୍ୟାଙ୍କର, ୧୮ ମୃତ ଓ ୩୦ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବସ୍‌ ଦୁର୍ଘଟଣାରେ ୧୮ ଯାତ୍ରୀଙ୍କ ମୃତ୍ୟୁ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ବସ୍‌କୁ ଧକ୍କାଦେଲା ଟ୍ୟାଙ୍କର। ଭୟଙ୍କର ଦୁର୍ଘଟଣାରେ ୩୦ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ ଜେଡିୟୁରେ ସାମିଲ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ତଥା ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ମନୀଷ କୁମାର ବର୍ମା ମଙ୍ଗଳବାର ଜେଡିୟୁରେ ଯୋଗ ଦେଇଛନ୍ତି। ତିନି ବର୍ଷ ତଳେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ୨୦୦୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୀଷ ବର୍ମା। ଆଜି ସେ…

ମସ୍କୋରେ ମୋଦି କହିଲେ ଜୟ ଜଗନ୍ନାଥ, ଓଡିଶା ସଂସ୍କୃତିର ଜୟ ଜୟକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ଓଡିଶା ଓ ଓଡିଶାର ସମୃଦ୍ଧ ସଂସ୍କୃତିର ଜୟ ଜୟକାର । ଓଡିଶାର ସାଂସ୍କୃତିକ ଐତିହ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଋଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମସ୍କୋରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ…

ଭାରତ-ଋଷିଆ : ପୁରୁଣା ସଂପର୍କର ନୂଆ ମୂଲ୍ୟାୟନ

ନୂଆଦିଲ୍ଲୀ: ପରିବର୍ତ୍ତିତ ବିଶ୍ୱ ରାଜନୈତିକ ଦୃଶ୍ୟପଟ୍ଟରେ ଭାରତ ଓ ଋଷିଆ ସଂପର୍କ ମଧ୍ୟ ପ୍ରଭାବିତ ହୋଇଛି । ଏକ ପ୍ରମୁଖ ଶକ୍ତି ଭାବେ ଚୀନ୍ ମୁଣ୍ଡ ଟେକିଥିବା ବେଳେ ଦୁଇ ପୁରୁଣା ବନ୍ଧୁଙ୍କ ମଧ୍ୟରେ ରହିଆସିଥିବା ସଂପର୍କର ନୂଆ ମୂଲ୍ୟାୟନ ହେବା ସ୍ୱାଭାବିକ । ଗତ କିଛି ବର୍ଷ ମଧ୍ୟରେ ଋଷିଆ ଓ…

ମହାରାଜଙ୍କ ମାନହାନି କରିଥିବା ଜଣେ ସାମ୍ବାଦିକ 

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଛି ଚର୍ଚ୍ଚିତ ହିନ୍ଦି ଫିଲ୍ମ ‘ମହାରାଜ’ । ଫିଲ୍ମର ବିଷୟବସ୍ତୁ ଉନ୍ନବିଂଶ ଶତାବ୍ଦୀର ଏକ ଚର୍ଚ୍ଚିତ କୋର୍ଟ କେସ୍ ଓ ଜଣେ ନିର୍ଭୀକ ସାମ୍ବାଦିକଙ୍କ ଉପରେ ଆଧାରିତ । ସାମ୍ବାଦିକ ସୌରଭ ଶାହଙ୍କ ଉପନ୍ୟାସ ‘ମହାରାଜ’ର କଥାବସ୍ତୁ ଉପରେ ନିର୍ମିତ ହୋଇଛି ଫିଲ୍ମ। ଜଣେ…

ମୋଦି ଓ ପୁଟିନଙ୍କ ଭେଟଘାଟ; ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ଯାହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କ ସାକ୍ଷାତକୁ ନିନ୍ଦା କରିଛନ୍ତି। ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି,…

ରାହୁଲଙ୍କ ସମର୍ଥନରେ ବାହାରିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଜ‌ୋରଦାର ବିରୋଧ କରାଯାଉଛି। ଏଭଳି ସମୟରେ ରାହୁଲଙ୍କ ସମର୍ଥନର‌େ ବାହାରିଛନ୍ତି ଉତ୍ତରାଖଣ୍ଡ ଜ୍ୟୋତିର୍ମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। ସ‌େ ରାହୁଲ…