Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦି ୩.୦…ସର୍ତ୍ତ ଲାଗୁ

ଭୁବନେଶ୍ବର: କେନ୍ଦ୍ରରେ ପୁଣି ମୋଦି ସରକାର। ଏନଡିଏ ସଂସଦୀୟ ଦଳ ନେତା ହୋଇଛନ୍ତି ନରେନ୍ଦ୍ର ମୋଦି । ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର ତାଙ୍କୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ରବିବାର ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବିଜେପିକୁ ଏକାକୀ ଏଥର ବହୁମତ ମିଳିନଥିବା…

ବିଜେପିର ବିଜୟ ମାନସିକ କରିଥିଲେ ସମର୍ଥକ, ଜିତିଲା ପରେ ନିଜ ଆଙ୍ଗୁଠି କାଟି ଦେଲେ ବଳି

ରାୟପୁର: ଛତିଶଗଡର ବଳରାମପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଙ୍କର ବିଜେପି ପ୍ରତି ଅହେତୁକ ଭଲପାଇବା ଦେଖିବାକୁ ମିଳିଛି । ବିଜେପିର ବିଜୟ ପାଇଁ ବ୍ୟକ୍ତି ଜଣକ କରିଥିଲେ ମାନସିକ । ଆଉ ମାନସିକ ପୂରଣ ହେବା ପରେ କାଳୀ ମନ୍ଦିର ଯାଇ ନିଜ ଆଙ୍ଗୁଠି କାଟି ମା’ଙ୍କ…

‘ନୀତିଶଙ୍କୁ ମିଳିଥିଲା ଇଣ୍ଡିଆ ମେଣ୍ଟ ତରଫରୁ ପ୍ରଧାନମନ୍ତ୍ରୀ ହେବାକୁ ଅଫର୍’

ପାଟନା: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି । ଏଥିରେ ଜେଡିୟୁ ମଧ୍ୟ ସମର୍ଥନ କରିଛି । ଏହି ପ୍ରରିପେକ୍ଷୀରେ ଏକ ବଡ ଘଟଣାର ଖୁଲାସା ହୋଇଛି । ଏକ ଗଣମାଧ୍ୟ ସହ ସାକ୍ଷାତ ସମୟରେ ଜେଡିୟୁ ଜାତୀୟ ମୁଖପାତ୍ର କେ.ସି ତ୍ୟାଗି ଶନିବାର କହିଛନ୍ତି ଯେ, 'ବିହାର…

ମୋଦିଙ୍କ ଶପଥଗ୍ରହଣ ଉତ୍ସବ: ଯୋଗଦେବେ ୭ ହଜାର ଅତିଥୀ, ସୁରକ୍ଷା ବଳୟରେ ରାଜଧାନୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୯ ତାରିଖ ୭ ଟା ୧୫ରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ତାଙ୍କ ଶପଥ ଗ୍ରହଣ ସମାରୋହରେ ୭ ହଜାର ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ,…

ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓ

ହାଇଦ୍ରାବାଦ: ଆଉ ନାହାଁନ୍ତି ରାମୋଜୀ ଗ୍ରୁପ ତଥା ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା ରାମୋଜୀ ରାଓ । ଶୁକ୍ରବାର ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ୪ ଟା ୫୦ରେ ସେ ଶେଷ…

ସରକାର ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ୯ରେ ହେବ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ଆଜି (ଶୁକ୍ରବାର) ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଚୟନ କରାଯାଇଛି । ନେତା ନିର୍ବାଚିତ ହେବା ପରେ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ…

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସୁରକ୍ଷାକର୍ମୀ ଗିରଫ; ଜାଣନ୍ତୁ, ଏହା ପଛର କାରଣ

ଚଣ୍ଡିଗଡ଼: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଥିବା ସିଆଇଏସଏଫ୍ ମହିଳା ସୁରକ୍ଷାକର୍ମୀ କୁଲଦୀପ କୌର ଗିରଫ । ତାଙ୍କ ନାମରେ ଆଇପିସି ଧାରା ୩୨୩ ଏବଂ ୩୪୧ ଅନୁସାରେ ମାମଲା ରୁଜୁ ହୋଇଛି । ତେବେ ଗୁରୁବାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଇଯାଇଥିଲା । ତେବେ…

୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ୨୪ ମୁସଲମାନ ସାଂସଦ

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବ ଭାରତରେ ଏବେ ଶେଷ ହୋଇଛି । ଏନଡିଏ ମେଂଟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ୨୦୨୪ ନିର୍ବାଚନରେ ଭିନ୍ନ ଭିନ୍ନ ଦଳରୁ ୨୪ ମୁସଲମାନ ସାଂସଦ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୟୁସୁଫ ପଠାନ, ଇକରା ଚୌଧୁରୀଙ୍କ ପରି…

ନକଲି ପ୍ରମାଣପତ୍ର ଦେଖାଇ ସଂସଦକୁ ପଶିବାକୁ ଉଦ୍ୟମ, ୩ ଜଣଙ୍କୁ ବାନ୍ଧିଲା ସଂସଦ ପୋଲିସ

ନୂଆଦିଲ୍ଲୀ: ପୁଣି ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ।ନକଲି ଆଧାରକାର୍ଡ ଦେଖାଇ ପଶିଲେ ଦୁବୃର୍ତ୍ତ । ରାଜଧାନୀ ଦିଲ୍ଲୀର ପୁରୁଣା ସଂସଦର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ପୁରୁଣା ସଂସଦ ଭବନରେ ୩ ଜଣ ଦୁବୃର୍ତ୍ତ ପଶିଥିଲେ। ଏହି…

ଛାତ୍ରୀବାସରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବଞ୍ଚିଲେ ୪୦ ଛାତ୍ରୀ , ଚାଲିଗଲା ୱାଚମ୍ୟାନଙ୍କ ଜୀବନ

ପୁଣେ: ପୁଣେ ସହରର ଶାନିପର ଅଞ୍ଚଳରେ ଏକ ଛାତ୍ରବାସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ୪୦ରୁ ଅଧିକ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୱାଚମ୍ୟାନଙ୍କର ମୃତ୍ୟୁ ଘଟିଛି ।ତେବେ ଗତକାଲି ଅଧରାତିରେ ଏଭଳି ଭୟାଭୟ କାଣ୍ଡ ଘଟିଛି । ସୂଚନାନୁଯାୟୀ, ମହାରାଷ୍ଟ୍ର ପୁଣେ ସହରରେ ଏକ ପାଞ୍ଚ…