Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଟ୍ ବିବାଦର ଶୁଣାଣି ଆଜି, ପୁନଃ ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍- ୟୁଜି ପରୀକ୍ଷାରେ ବିଭ୍ରାଟ ନେଇ ଆଜି ହେବ ଶୁଣାଣି । ମୋଟ ୩୮ ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ମଧ୍ୟରୁ ୩୪ ପିଟିସନ୍ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କୋଚିଂ ସଂସ୍ଥା ଦ୍ବାରା ଦାଏର କରାଯାଇଥିବା ବେଳେ ୪ ଟି ପିଟିସନ୍ ଏନଟିଏ ଦ୍ବାରା ଦାଏର କରାଯାଇଛି ।…

ମହୁଆଙ୍କ ନାଁରେ ଏଫଆଇଆର

ନୂଆଦିଲ୍ଲୀ: ମହୁଆ ମୋଇତ୍ରଙ୍କୁ ଝଟକା। ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରବିବାର ଏଫଆଇଆର୍ କରିଛି। ନୂଆ ଫୌଜଦାରୀ ଆଇନର ଧାରା ୭୯(ଶବ୍ଦ, ଇସାରା କିମ୍ବା ହରକତ…

ଋଷ ଓ ଅଷ୍ଟ୍ରିଆ ଗସ୍ତ କରିବେ ମୋଦୀ, ୪୧ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ହେବ ପ୍ରଥମ ଅଷ୍ଟ୍ରିଆ ଗସ୍ତ

ନୂଆଦିଲ୍ଲା: ଭାରତ ଏବଂ ଋଷ ମଧ୍ୟରେ ଦଶନ୍ଧି ପୁରୁଣା ବନ୍ଧୁତା ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଏକ ନୂତନ ଦିଗ ଗ୍ରହଣ କରିବ। କାରଣ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ତୃତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଋଷ ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮ ରୁ ୧୦…

ହାଥରସ ଘଟଣାକୁ ନେଇ ଯୋଗୀଙ୍କୁ ଚିଠି ଲେଖିଲେ ରାହୁଲ, କଲେ ଏପରି ଦାବି

ନୂଆଦିଲ୍ଲୀ: ଜୁଲାଇ ୨ରେ ଉତ୍ତରପ୍ରଦେଶର ହାଥରସରେ ଆୟୋଜିତ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ୧୨୧ ଜୀବନ ଚାଲିଯାଇଛି। ବର୍ତ୍ତମାନ ଏହି ଘଟଣାକୁ ନେଇ ଅନେକ ରାଜନୀତି ଚାଲିଛି। ରାଜ୍ୟର ବିଜେପି ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହି ସମୟରେ କଂଗ୍ରେସ…

ହାଥ୍‌ରସ ଦଳାଚକଟା ଘଟଣା; ଭୋଲେ ବାବାଙ୍କ ଗିରଫ ଦାବି କଲେ ପୀଡିତଙ୍କ ପରିବାର

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ। ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଦୁର୍ଘଟଣା ପରେ ସୁରଜପାଲ ଓରଫ ଭୋଲେ ବାବାଙ୍କ ପତ୍ତା ମିଳୁନଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାବା ଗଣମାଧ୍ୟମ ନିଜର…

ଅହମ୍ମଦାବାଦ ଜମାଲପୁରର ଭିନ୍ନ ଏକ ରଥଯାତ୍ରା

ଅହମ୍ମଦାବାଦ: ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ତ ବିଶ୍ୱପ୍ରସିଦ୍ଧ। ଭବ୍ୟ, ଅତୁଳନୀୟ ଓ ଅଦ୍ୱିତୀୟ ପୁରୀଧାମର ରଥଯାତ୍ରା। ଭାରତବର୍ଷର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାଳନ କରାଯାଏ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। କିନ୍ତୁ ସେସବୁର ଇତିହାସ ପୁରୁଣା ନୁହେଁ। ପୁରୀ ପରେ ଭାରତରେ ଗୁଜରାଟର ଅହମ୍ମଦାବାଦ…

ଜମ୍ମୁ କଶ୍ମୀର: ୨ ଯବାନ ସହିଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ହୋଇଥିବା ଏକ ପୃଥକ ଏନକାଉଣ୍ଟରରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଅଧିକାରୀମାନେ କହିଛନ୍ତି। ଦକ୍ଷିଣ କଶ୍ମୀର ଜିଲ୍ଲାରେ ଥିବା ମୋଡରଗାମ…

ସୁରଟରେ ଭୁଶୁଡ଼ିଲା ୬ ମହଲା କୋଠା

ସୁରଟ: ଗୁଜରାଟର ସୁରଟରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିଛି।ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ଏକାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ସୁରଟର ସଚିନ ଜିଆଇଡିସି ଅଞ୍ଚଳରେ ପ୍ରବଳ ବର୍ଷା ରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିଛି। ୧୫ ଜଣ ଆହତଙ୍କୁ…

ମୁମ୍ବାଇର ଧନୀ ଚୋର; ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି, ଲାଇଫ ଷ୍ଟାଇଲ୍ ଦେଖିଲେ ଚମକି ପଡିବେ…

ମୁମ୍ବାଇର ଧନୀ ଚୋର, ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି। ଯାହାଙ୍କ ଲାଇଫ ଷ୍ଟାଇଲ୍ ଓ ଧନ ସମ୍ପତ୍ତି କେଉଁ ବ୍ୟବସାୟଙ୍କଠୁ କମ୍ ନୁହେଁ।  ଅଭିଯୁକ୍ତ ଚୋର କୋଟିଏ ଟଙ୍କାର ଫ୍ଲାଟରେ ରହିବା ସହ ଅଡ଼ି କାର୍ ଚଲାଉଥିବା ଜଣାପଡିଛି। ଏଭଳି ଏକ ଧନୀ ଚ‌ୋରକୁ ଧରିବାର‌େ ସଫଳ ହୋଇଛି ଗୁଜୁରାଟ ପ‌ୋଲିସ।…

ବିହାରରେ ପ୍ରବଳ ବର୍ଷା ସହ ବଜ୍ରପାତ; ୬ ଜିଲ୍ଲାରୁ ୯ ଜଣଙ୍କ ମୃତ୍ୟୁ

ପାଟନା: ଗତ ୨୪ ଘଣ୍ଟା ମଧ୍ୟରେ ବିହାରର ୬ଟି ଜିଲ୍ଲାରେ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଜିଲ୍ଲା ମଧ୍ୟରେ ଜେହାନାବାଦ, ମାଧେପୁର, ପୂର୍ବ ଚମ୍ପରନ୍, ରୋହତସ୍, ସରାନ୍ ଏବଂ ସୁପାଲ୍ ଜିଲ୍ଲା ରହିଥିବା ନେଇ ଅଧିକାରୀମାନେ ଶନିବାର ଦିନ ପ୍ରକାଶ କରିଛନ୍ତି। ବଜ୍ରପାତରେ ନଅ ଜଣଙ୍କ…