Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାସୁଦ ପେଜେଶକିଆନ ଇରାନର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ନିର୍ବାଚନରେ କଠୋରପନ୍ଥୀ ଇସଲାମିଷ୍ଟଙ୍କୁ ଜବରଦସ୍ତ ଝଟକା ଲାଗିଛି । ନିର୍ବାଚନରେ ବାଜି ମାରିନେଇଛନ୍ତି ସଂସ୍କାରବାଦୀ ମାସୁଦ ପେଜେଶକିଆନ । କଠୋରପନ୍ଥୀ ପ୍ରାର୍ଥୀ ସଇଜ ଜଲିଲିଙ୍କୁ ହରାଇ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଣେ ସଂସ୍କାରବାଦୀ ଓ…

ଟିଏମସି ନେତାଙ୍କ ବିବାଦୀୟ ବୟାନ

ଭୁବନେଶ୍ବର: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ମେୟରଙ୍କ ବିବାଦୀୟ ବୟାନ । ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିକଟତମ କୁହାଯାଉଥିବା ଫିରହାଦ ହକିମଙ୍କ ବୟାନକୁ ନେଇ ବଢିଲା ରାଜନୈତିକ ପାରଦ । ଅଣମୁସଲିମଙ୍କୁ ହତଭାଗା କହି ବଡ ବିବାଦ ସୃଷ୍ଟି କରିଛନ୍ତି ହକିମ…

୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଜୁଲାଇ ୨୨ ତାରିଖରେ ଆରମ୍ଭ ହେବ ବଜେଟ ଅଧିବେଶନ । ଜୁଲାଇ ୨୩ରେ ଉପସ୍ଥାପନା ହେବ ୨୦୨୪-୨ ୫ର କେନ୍ଦ୍ର ବଜେଟ। ଗତ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନ ହୋଇଥିଲା…

ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାରେ ୮ ଗିରଫ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡରେ ୮ ଜଣ ଗିରଫ। ସେମାନଙ୍କୁ ପଚରାଉଚରା କରାଯାଉଛି। ତେବେ ଆର୍ମଷ୍ଟ୍ରଙ୍ଗଙ୍କୁ କାହିଁକି ହତ୍ୟା କରାଯାଇଛି, ସେନେଇ ଜେରା ପରେ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ତେବେ ଏହି ଘଟଣାରେ ପାର୍ଟି…

ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା, ଜାଣନ୍ତୁ କାରଣ…

ଶ୍ରୀନଗର: ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ଭାବେ ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା। ବର୍ଷା ଛାଡିବା ପରେ ଆଉ ଥରେ ଯାତ୍ରା ଆରମ୍ଭ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଗତକାଲି ରାତିରୁ ବାଲ୍ଟାଲ ଏବଂ ପହଲଗାମ ମାର୍ଗରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଏଭଳି ସ୍ଥିତିରେ…

ସାହସିକତା ପାଇଁ ସୌର୍ଯ୍ୟଚକ୍ର ପାଇଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା

ନୂଆଦିଲ୍ଲୀ: ସେନା ଅଧିକାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାହସିକତା ପାଇଁ ସୌର୍ଯ୍ୟଚକ୍ର ପାଇଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା । ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ନୌସେନାରେ…

ସ୍ଥଗିତ ରହିଲା ନିଟ୍‌ ୟୁଜି କାଉନସେଲିଂ

ନୂଆଦିଲ୍ଲୀ: ସ୍ଥଗିତ ରହିଲା NEET-UG କାଉନସେଲିଂ। ଜାତୀୟ ପରୀକ୍ଷା ଏଜେନ୍ସି କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ନିଟ୍‌ ୟୁଜି ପାଇଁ କାଉନସେଲିଂ ଶନିବାର ଦିନ ହେବାର ଥିଲା। ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର୍ ଲିକ୍…

ହାଥରସ ଦଳାଚକଟା ଘଟଣା, ସାମ୍ନାକୁ ଆସିଲା ଭୋଲେ ବାବାଙ୍କ ବୟାନ

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ୭୨ ଘଣ୍ଟା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୬ଜଣ ବ୍ୟକ୍ତି ଉକ୍ତ ସତସଙ୍ଗର ଆୟୋଜକ ବୋଲି…

ବିଏସପି ନେତାଙ୍କୁ ହତ୍ୟା, ୬ ଜଣ ଘେରି ନେଲେ ଜୀବନ

ଚେନ୍ନାଇ: ବିଏସପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୃର୍ବୁତ୍ତ। ଏକାସାଙ୍ଗରେ ୬ ଜଣ ଘେରି କରି କରିଥିଲେ ଦଳବଦ୍ଧ ଆକ୍ରମଣ। ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହେବା ପରେ ଡାକ୍ତରଖାନାରେ…

ହାଥରସରେ ୧୨୧ ଜଣଙ୍କ ମୃତ୍ୟୁ କାହିଁକି ଓ କେମିତି ହେଲା? ଏସଆଇଟି ରିପୋର୍ଟରୁ ବଡ ଖୁଲାସା

ଲକ୍ଷ୍ନୈା: ହାଥରସର ଏକ ସତସଙ୍ଗରେ ଘଟିଥିବା ଦଳଚକଟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କୁ ଉତ୍ତରପ୍ରଦେଶ ପୁଲିସ ଶୁକ୍ରବାର ଗିରଫ କରିଛି। ହାଥରସ୍ ଦଙ୍ଗା ମାମଲାରେ ୟୁପି ପୁଲିସ ୬ ଜଣଙ୍କୁ ଗିରଫ କରିବାର ଦିନକ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏମାନେ ସମସ୍ତେ ସତସଙ୍ଗ…