Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାଥରସ ଧାର୍ମିକ ସମାବେଶରେ ମୃତ୍ୟୁ ସଂଖ୍ୟା ଟପିଲା ୮୦, କିଏ ଏହି ଆତ୍ମଘୋଷିତ ବାବା?

ଲକ୍ଷ୍ନୈା: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଏକ ଧାର୍ମିକ ସମାବେଶରେ ଘଟିଥିବା ଦଳଚକଟା ଘଟଣାରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସାକର ବିଶ୍ୱ ହରି ବା ଭୋଲେ ବାବା ନାମରେ ପରିଚିତ ନାରାୟଣ ସାକର ହରିଙ୍କ ଦ୍ୱାରା ପରିଚାଳିତ ସତ୍ସଙ୍ଗର ଶେଷରେ ଏହି ଘଟଣା…

ବିକାଶର ଗ୍ୟାରେଂଟି ନୁହେଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା

ଭୁବନେଶ୍ଵର: ବିହାର ଓ ଓଡିଶା ଭଳି କିଛି ରାଜ୍ୟ କେନ୍ଦ୍ରଠାରେ ବହୁ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭାବେ ମାନ୍ୟତା ପାଇଁ ଦାବି କରିଆସୁଛନ୍ତି । ଆର୍ଥିକ ଦୃଷ୍ଟିରୁ ପଛୁଆ ହୋଇଥିବାରୁ ବିହାର ଓ ଓଡିଶା କେନ୍ଦ୍ରଠାରେ ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସିଛନ୍ତି । ଏହି…

NEET-PG ପରୀକ୍ଷା ଉପରେ ଗୃହ ମନ୍ତ୍ରଣାଳୟର ନଜର

ନୂଆଦିଲ୍ଲୀ: ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ। ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ, ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଗୃହ ମନ୍ତ୍ରଣାଳୟ…

ହାଥରସ୍‌ ଅଘଟଣରେ ୮୭ ଛୁଇଁଲା ମୃତ୍ୟୁ ସଂଖ୍ୟା, ସଂସଦରେ ସମବେଦନା ଜଣାଇଲେ ମୋଦୀ

ହାଥରସ: ଉତ୍ତରପ୍ରଦେଶର ହାଥରସ ଭୋଳାବାବାଙ୍କ ସତସଙ୍ଗ ବେଳେ ଘଟିଥିବା ଦଳାଚକଟାରେ ବଢିଲା ମୃତ୍ୟୁ ସଂଖ୍ୟା । ୮୭ ଛୁଇଁଲା ମୃତ୍ୟୁ ସଂଖ୍ୟା । ସେପଟେ ହାଥରସ ଅଘଟଣ ଘଟଣା ସଂସଦରେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାକୁ ନେଇ ଚିନ୍ତା ପ୍ରକଟ ସହ ପରିବାରକୁ ସମବେଦନା ଜଣାଇଛନ୍ତି ମୋଦୀ ।…

୪୫ ଦିନରେ ୫ଥର କାମୁଡିଲାଣି ସାପ, ତଥାପି ଜୀବିତ ବ୍ୟକ୍ତି…

ଫତେହପୁର: ୪୫ ଦିନରେ ୫ଥର କାମୁଡିଲାଣି ସାପ। ଏଭଳି ଜଣ‌େ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର ଫତେହପୁରରେ ରହୁଥିବା ବିକାଶ ଦୁବେ। ତାଙ୍କ ସହ କ’ଣ ପାଇଁ ଏଭଳି ଘଟୁଛି, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସ୍ଥିତି ଏଭଳି ହ‌ୋଇଥିଲା ଯେ, ସାପ କାମୁଡାରୁ ରକ୍ଷା ପାଇବା ପାଇଁ…

୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ବସୁଥିଲେ, ଏବେ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି ଭାରତ: ମୋଦୀ

ନୂଆଦିଲ୍ଲୀ: ସଂସଦ ଅଧିବେଶନର ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ କରିବା ସହ ଅଭିଭାଷଣ ଦେଇ ପ୍ରଥମରୁ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି । ଗୃହରେ ମୋଦୀ ଅଭିଭାଷଣରେ କହିଛନ୍ତି ଯେ, ୨୦୧୪ ପୂର୍ବରୁ କିଛି ହୋଇପାରିବନି ବୋଲି…

ସଂସଦରେ ରାହୁଲଙ୍କୁ ମୋଦିଙ୍କ ତାତ୍ସଲ୍ୟ, ‘କଂଗ୍ରେସ ଏକ ପରଜୀବୀ’

ନୂଆଦିଲ୍ଲୀ: ସୋମବାର ରାହୁଲଙ୍କ ବୟାନକୁ କାଉଣ୍ଟର କରି ଆଜି କିଛି ଏମିତି ଢଙ୍ଗରେ କହିଛନ୍ତି ମୋଦି, ଯେଉଁଥିରେ ସାପ ମରିଯାଇଛି ହେଲେ ବାଡି ଭାଙ୍ଗିନି । ରାହୁଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ସଂସଦରେ ନିଜର ଅଭିଭାଷଣରେ ଜୋର ଦାର କାଉଣ୍ଟର କରିଛନ୍ତି ମୋଦି । ଏନେଇ ପ୍ରଧାନମନ୍ତ୍ରୀ…

‘ତୃତୀୟ ଥର ପାଇଁ ୧୦୦ ଛୁଇଁପାରିଲାନି, ତଥାପି ବୟାନବାଜି’: ରାହୁଲଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଚାଲିଛି ସଂସଦ । ଆଜି ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ ହେଉ ହେଉ ଚେଇଁ ଉଠିଥିଲେ ବିରୋଧୀ । ଲୋକସଭାରେ ବିରୋଧୀ ନେତା ହଲ୍ଲାବୋଲ ଆରମ୍ଭ…

ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭ‌ୋଳାବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା…

ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି: ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦ ଅଧିବେଶନରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବ ଅବସରରେ ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ ମୋଦୀ। ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେପଟେ କିନ୍ତୁ…