Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଣିଷଙ୍କ ପରି ପିମ୍ପୁଡିମାନେ ମଧ୍ୟ ଜୀବନ ବଂଚାଇବା ପାଇଁ କରନ୍ତି ଅପରେଶନ

ନୂଆଦିଲ୍ଲୀ: ମଣିଷ ରୋଗରେ ପଡିଲେ ବେଳେ ବେଳେ ବଂଚାଇବା ପାଇଁ ଡାକ୍ତରମାନେ ଅପରେଶନ ମଧ୍ୟ କରିଥାନ୍ତି । ଏଥିପାଇଁ ମଣିଷଙ୍କୁ ପାଠ ପଢ଼ିବାକୁ ପଡିଥାଏ ଏବଂ ସିଦ୍ଧହସ୍ତ ହେବା ନିମନ୍ତେ ପ୍ରଶିକ୍ଷଣ ମଧ୍ୟ ନେଇଥାନ୍ତି । ମଣିଷଙ୍କ ପରି ପିମ୍ପୁଡିମାନେ ମଧ୍ୟ ଅପରେଶନ କରିଥାନ୍ତି । ତେବେ ଆପଣମାନେ…

ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ହେମନ୍ତ ସୋରେନ

ରାଞ୍ଚି: ହେମନ୍ତ ସୋରେନ ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆଜି ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କୁ ନେଇ ରାଞ୍ଚିରେ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ମେଣ୍ଟ ଦଳର ନେତା ଭାବରେ ଚୟନ ହୋଇଛନ୍ତି।  ତେବେ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ସରକାରୀ ଘୋଷଣା ଖୁବ ଶୀଘ୍ର ହୋଇପାର‌େ।…

ସଂସଦରେ ରାହୁଲ ବନାମ ମୋଦି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂପର୍କିତ ଆଲୋଚନା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ଜୋରଦାର ଆକ୍ରମଣ କରିଥିଲେ । ଗୃହରେ ବିରୋଧୀ ଦଳ ନେତା ହେଲା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଗୃହରେ…

ବାର୍ବାଡୋସ୍ ଛାଡିଲେ ଟିମ୍ ଇଣ୍ଡିଆ, ଖୁବଶୀଘ୍ର ପହଞ୍ଚିବେ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନ ଜରିଆରେ ବାର୍ବାଡୋସ୍ ବିମାନ ବନ୍ଦରରୁ ଘରକୁ ଫେରୁଛନ୍ତି ବିଜୟୀ ଭାରତୀୟ ଦଳ। ଘୂର୍ଣ୍ଣିଝଡ ବେରିଲ୍ ଯୋଗୁ ସେମାନଙ୍କୁ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି…

ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ: ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ। ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଗରିବୀକୁ ମୂଳୋତ୍ପାଟନ କରିବାକୁ ସରକାର ନିର୍ଣ୍ଣାୟକ ଲଢ଼େଇ ଲଢ଼ିବେ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ…

ପୋଲିସ ଅଫିସରରୁ ଆତ୍ମଘୋଷିତ ଭୋଲେ ବାବା, ଜାଣନ୍ତୁ ପୂରା ଘଟଣା…

ହାଥରସ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଆତ୍ମଘୋଷିତ ଧର୍ମ ଗୁରୁ ଭୋଲେ ବାବା ଓରଫ୍ ନାରାୟଣ ସାକାର ହରିଙ୍କ ସତସଙ୍ଗରେ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ଜୀବନ ଗଲାଣି। ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଆତ୍ମଘୋଷିତ ବାବାଙ୍କ ନାମ ହେଉଛି ସୁରଜ ସିଂ ପାଲ୍। ଯିଏକି…

ଗିଭ୍ ଆଣ୍ଡ୍ ଟେକ୍ ପଲିଟିକ୍ସ ଓ ବିଜେପିର ନୀତିଶ ସିଣ୍ଡ୍ରୋମ୍

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୋଧହୁଏ ଦେଶର ଏକମାତ୍ର ରାଜନେତା, ଯାହାଙ୍କ ପରବର୍ତ୍ତୀ ରାଜନୈତିକ ଚାଲ୍ କ’ଣ ରହିବ, ତାହା ବିଶ୍ୱାସର ସହ କହିବା ମୁସ୍କିଲ । କାରଣ ନିଜ ସୁବିଧା ପାଇଁ କେତେବେଳେ ରଙ୍ଗ ବଦାଳାଇବାକୁ ହେବ, ତାହା ନୀତିଶ କୁମାରଙ୍କୁ ଭଲ…

୮୦ ହଜାର ପାର୍ କଲା ସେନସେକ୍ସ

ମୁମ୍ବାଇ: ବଜାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛନ୍ତି । ଆଜି ସକାଳୁ ସକାଳୁ ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୦ ହଜାର ମାର୍କ ଅତିକ୍ରମ କରି। ନିଫ୍ଟି ଆଜି ୨୪ ହଜାର ପଏଣ୍ଟ ଅତିକ୍ରମ କରିଛି । ସେହିପରି ସେନ୍ସେକ୍ସ ୮୦,୦୩୯.୨୨ ପଏଣ୍ଟର ଏକ ନୂତନ…

ହାଥରସରେ ଦଳାଚକଟା ଘଟଣା; ମୃତ୍ୟୁସଂଖ୍ୟା ୧୨୧ ଛୁଇଁଲା

ହାଥରସରେ ଏକ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଳାବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି…

ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ସୂର୍ଯ୍ୟ ମିଶନ, ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1

ବେଙ୍ଗାଲୁରୁ: ଆଉ ଏକ ମାଇଲ୍ଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ। ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ୨୦୨୩ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ ଗତ ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1। ବର୍ତ୍ତମାନ ପ୍ରଥମ…