Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ, ମଙ୍ଗଳବାର ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ଅବଶିଷ୍ଟ…

ଅରବିନ୍ଦ କେଜରିୱାଲ ହେଲେ ଭାବବିହ୍ୱଳ,ଜେଲ ଯିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ଦେଲେ ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ହେଲେ ଭାବବିହ୍ୱଳ । ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ । ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଜାରି କରିଛନ୍ତି । ମୁଁ ଜେଲ ଭିତରେ ରହିଲେ ବି…

ଭାରତ ନେଲା ବଡ଼ ପଦେକ୍ଷପ: ବ୍ରିଟେନ୍‌ରୁ ଫେରାଇ ଆଣିଲା ୧୦୦ ଟନ୍‌ ସୁନା

ନୂଆଦିଲ୍ଳୀ : ଭାରତ ନେଲା ବଡ଼ ପଦେକ୍ଷପ । ବ୍ରିଟେନରେ ବନ୍ଧା ରଖିଥିବା ସୁନା ଫେରାଇ ଆଣିଛି ଭାରତ । ଆରବିଆଇ ବ୍ରିଟେନରୁ ୧୦୦ ଟନ୍ରୁ ଅଧିକ ସୁନା ଫେରାଇ ଆଣିଛି । ଏହି ସବୁ ସୁନା ଆଗରୁ ବ୍ରିଟେନର ଟ୍ରେଜେରୀ ଭିତରେ ରହିଥିଲା । ସୁନାକୁ ସୁରକ୍ଷିତ ରଖିବା ପାଇଁ , ବ୍ରିଟେନର ବ୍ୟାଙ୍କ ଅଫ…

ପୁନେ ପୋର୍ସ କାର୍ ଦୁର୍ଘଟଣା: ମଦ ପିଇ ଗାଡି ଚଲାଉଥିବା ନେଇ ସ୍ବୀକାର କଲେ ନାବାଳକର ସାଙ୍ଗ

ପୁନେ: ପୁନେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ଖବର । ପୋଲିସ ଆଗରେ ସତ ଓଗାଳିଲେ ଅଭିଯୁକ୍ତ ନାବାଳକର ସାଙ୍ଗମାନେ । ଦୁର୍ଘଟଣା ସମୟରେ ଅଭିଯୁକ୍ତ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ନେଇ ସେମାନେ ପୁଲିସକୁ କହିଛନ୍ତି । ଖାଲି ସେତିକି ନୁହେଁ ଦୁର୍ଘଟଣା ସମୟରେ ଗାଡିର…

ମନୀଷ ସିସୋଦିଆଙ୍କୁ ବଡ ଝଟକା, ଜୁଲାଇ ୩ ଯାଏଁ ବୃଦ୍ଧି ପାଇଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଆଜି ବି ନିରାଶ ହେଲେ ସିସୋଦିଆ। ଦିଲ୍ଲୀ ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ କୋର୍ଟ ଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିଲାନି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଶୁଣାଣି କରି ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ…

ଆସାମରେ ‘ରେମାଲ’ର ପ୍ରଭାବ: ୪୨ ହଜାର ଲୋକ ପ୍ରଭାବିତ, ୫ ମୃତ

ଗୁହାଟି: ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରଠାରୁ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଆସାମରେ ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ…

ହସ୍ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ରାଷ୍ଟ୍ରପତି ନିର୍ବାଚନରେ ​​କରିପାରିବେ କି ପ୍ରତିଦ୍ୱନ୍ଦ୍ୱିତା…

ୱାଶିଂଟନ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୪ଟି ମାମଲାରେ ଆମେରିକୀୟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆମେରିକାର ଇତିହାସରେ ସେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହୋଇଛନ୍ତି ଯିଏ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ହସ୍ ମନି ମାମଲାରେ ଦୋଷୀ…

ଲଗାଣ ବର୍ଷାରେ ଭୟଙ୍କର ଭୂସ୍ଖଳନ, ୪ ଜଣଙ୍କର ଗଲା ଜୀବନ

ସିଲୋଙ୍ଗ: ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ବିହାରରେ ପ୍ରବଳ ଖରା ଓ ଅସମ୍ଭାଳ ସ୍ଥିତି, ଅଂଶୁଘାତରେ ୧୨ ଜଣଙ୍କ ମୃତ୍ୟୁ

ପାଟଣା: ବିହାରରେ ଗତ ଚାରି ଦିନ ଧରି ଲଗାତାର ତାପମାତ୍ରା ବୃଦ୍ଧି ପାଉଛି। ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକେ ଚିନ୍ତିତ ଅଛନ୍ତି। ୨୦୨୪ର ଗ୍ରୀଷ୍ମପ୍ରବାହ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ଏହାରି ଭିତରେ ବିହାରରେ ଅଂଶୁଘାତରେ ଅନେକଙ୍କ ଜୀବନ ଯାଇଛି। ଅନେକ…

କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲାରେ ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା

ବେଙ୍ଗାଲୁରୁ: ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା । ରେବନ୍ନାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ସିଧାସଳଖ ଗିରଫ କରିଛି ଏସଆଇଟି ଟିମ୍ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡ଼ାଙ୍କ ନାତି ହେଉଛନ୍ତି ପ୍ରଜ୍ବଳ ରେବନ୍ନା । ଏକାଧିକ ଯୌନ ନିର୍ଯାତନା ମାମଲାରେ ପ୍ରଜ୍ବଳ…