Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜିଠୁ ବଦଳିଲା ସିମ୍ କାର୍ଡ ନିୟମ, ଏମଏନପି ପାଇଁ ଅପେକ୍ଷା କରିବାକୁ ପଡିବ ୭ ଦିନ

ନୂଆଦିଲ୍ଲୀ: ଆଜିଠୁ ବଦଳିଲା ସିମ୍ କାର୍ଡ ନିୟମ। ଆଉ ସହଜ ହେବନି ମୋବାଇଲରେ ସିମ୍ କାର୍ଡ ପରିବର୍ତ୍ତନ। ସିମ୍ ପୋର୍ଟିଂ ପାଇଁ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ନିୟମ । ଏମଏନପି ପାଇଁ ଅପେକ୍ଷା କରିବାକୁ ପଡିବ ୭ ଦିନ। ଜାଲ ସିମ୍ ବ୍ୟବହାର ରୋକିବା ପାଇଁ ନୂତନ ନିୟମ ଲାଗୁ କରି ସାଇବର…

ପୁଣି କୋର୍ଟର ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଗିରଫକୁ ଚାଲେଞ୍ଚ କରି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ । ମଦ ଦୁର୍ନୀତି ସହ ଜଡିତ ଟଙ୍କା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ…

ପ୍ରକାଶ ପାଇଲା ନିଟ୍ ୟୁଜି ସଂଶୋଧିତ ମେଧା ତାଲିକା

ନୂଆଦିଲ୍ଲୀ: ଦେଶରେ ନିଟ୍ ଓ ନେଟ୍ କୁ ନେଇ ବିରୋଧ ଜାରି ରହିଥିବା ବେଳେ ଏହାରି ଭିତରେ ପ୍ରକାଶ ପାଇଛି ନିଟ୍ ୟୁଜି ୨୦୨୪ର ସଂଶୋଧିତ ମେଧା ତାଲିକା । ଜୁନ ୨୩ରେ ପୁନଃ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଆଜି ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା…

ମିଳିଲା ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କମିଲା ଏଲପିଜି ସିଲିଣ୍ଡର ଦର । ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି । ମାସର ପ୍ରଥମ…

ଦେଶରେ ନୂଆ ଆଇନ, ଭାରତୀୟ ନ୍ୟାୟ ସଂହିତାରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ହଟିଲା ୧୮୬୦ରୁ ଚାଲିଆସୁଥିବା ବ୍ରିଟିଶ ଆଇନ । ଆଜିଠୁ ସାରା ଦେଶରେ ଲାଗୁ ହେଲା ତିନୋଟି ନୂଆ ଅପରାଧିକ ଆଇନ । ତିନି ଫୌଜଦାରୀ ଆଇନ ଆଇପିସି, ସିଆରପିସି ଓ ଏଭିଡେଣ୍ଟ ଆକ୍ଟ ହଟାଇ ଲାଗୁ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ…

ଇତିହାସ ହୋଇଯିବ ଆଇପିସି, ଆଜିଠୁ ନୂଆ ଅପରାଧିକ ଆଇନ ଲାଗୁ

ଭୁବନେଶ୍ୱର: ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ଦେଶରେ ଆଇନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚଳିଆସୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ୍ (ସିଆରପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ) ଇତିହାସ ପାଲଟିଯିବ।…

କେଦାରନାଥରେ ଭୟଙ୍କର ହିମସ୍ଖଳନ, ମନେପକାଇ ଦେଲା ୧୧ ବର୍ଷ ତଳର ମହାପ୍ରଳୟ

ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ ହୋଇଛି। କେଦାରନାଥ ମନ୍ଦିର ନିକଟରେ ଧସିଲା ବିଶାଳକାୟ ବରଫ ଖଣ୍ଡ। ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଏହି ହିମସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ପ୍ରଭାବିତ ହେବା…

ମହାକାଶରୁ କେବେ ଫେରିବେ ସୁନିତା ୱିଲିୟମ୍ସ?

ନୂଆଦିଲ୍ଲୀ: ଭାରତୀୟ ବଂଶଜ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ୍ ୱିଲମୋର ମହାକାଶରେ ଅଟକି ରହିଛନ୍ତି। ଉଭୟ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଏକ ସପ୍ତାହ ବିତାଇବା ପରେ ପୃଥିବୀକୁ ଫେରୁଥିଲେ, ଯେଉଁ ସମୟରେ ସେମାନଙ୍କର ବିମାନ ବୋଇଙ୍ଗ ଷ୍ଟାରଲିନର୍ ତ୍ରୁଟି…

ବିଚ ରାସ୍ତାରେ ମହିଳାଙ୍କୁ ମାଡ, ମମତାଙ୍କୁ ଟାର୍ଗେଟ୍ କଲେ ବିଜେପି ନେତା

କୋଲକାତା: ସରିଛି ସାଧାରଣ ନିର୍ବାଚନ । ଲୋକ ସଭା ନିର୍ବାଚନ ଶେଷ ହେବା ପରଠାରୁ ଲଗାତର ଭାବେ ବିଜେପି ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଆସୁଛି । ଏହାରି ଭିତରେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ ତାଙ୍କ ସୋସିଆଲ ମିଡିଆ…

ଆକ୍ସନ ମୁଡ଼ରେ ଏନଆଇଏ, ପାକିସ୍ତାନୀ ସଂଗଠନ ସହ ଜଡ଼ିତ ତାମିଲନାଡ଼ୁର ୧୦ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଆକ୍ସନ ମୁଡ଼ ରେ ଏନଆଇଏ। ଜାତୀୟ ତଦନ୍ତ ଏଜେନ୍ସି ରବିବାର ତାମିଲନାଡୁରେ ଚଢାଉ କରିଛି। ହିଜବ ଉତ ତହିର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନଆଇଏ ୧୦ଟି ସ୍ଥାନରେ ଚଢାଉ କରିଛି। ପାକିସ୍ତାନୀ ସଂଗଠନ ହିଜବ-ଉତ-ତହିର ସହ ଜଡିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲୁଚି ରହିଥିବା ସ୍ଥାନ…