Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ଆଇନରେ ଗରିବଙ୍କୁ ଆଶ୍ବସ୍ତି, ବିନା ଓକିଲରେ ମିଳିପାରିବ ଜାମିନ

ନୂଆଦିଲ୍ଲୀ: ଜୁଲାଇ ୧ ରେ ଲାଗୁ ହେବାକୁ ଯାଉଛି ତିନୋଟି ନୂଆ ଆଇନ । ଏହି ନୂଆ ଆଇନରେ ଗରିବଙ୍କୁ ମିଳିବ ଆଶ୍ବସ୍ତି । ଏବେ ବିନା ଓକିଲରେ ଜେଲରୁ ବାହାରି ପାରିବେ ଗରିବ ଲୋକେ । ତେବେ ବେଳେ ବେଳେ ଟଙ୍କା ଅଭାବରୁ ଜେଲରେ ରହିଥିବା ଗରିବ ଲୋକଟିଏ ନିଜର ପକ୍ଷ ପାଇଁ ଅର୍ଥାଭାବ କାରଣରୁ ଓକିଲ…

ଅଗଷ୍ଟ ୨୧ରୁ ସେପ୍ଟେମ୍ୱର ୪ ମଧ୍ୟରେ ହେବ ୟୁଜିସି ନେଟ୍ ପରୀକ୍ଷା

ନୂଆଦିଲ୍ଲୀ: ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବ ଏହି ପରୀକ୍ଷା । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ସେହିପରି ଏନଟିଏର…

ଉପବାଚସ୍ପତି ପଦକୁ ନେଇ କଂଗ୍ରେସର ପ୍ଲାନ୍ କ’ଣ, କେବେ ବିରୋଧୀଙ୍କ ପାଖରେ ଏହି ଆସନ ଥିଲା?

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ବାଚସ୍ପତି ପଦକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ଏସବୁ ଭିତରେ ଏନଡିଏ ଓମ୍ ବିର୍ଲାଙ୍କୁ ଧ୍ୱନିମତ ଭୋଟରେ ବାଚସ୍ପତି ଭାବେ ନିର୍ବାଚିତ କରିଛି। କିନ୍ତୁ ଉପବାଚସ୍ପତିଙ୍କ ଉପରେ ଏବେ ବି ସନ୍ଦେହ ଲାଗି ରହିଛି। ବାସ୍ତବରେ ଉପବାଚସ୍ପତି ଏପର୍ଯ୍ୟନ୍ତ ନିର୍ବାଚିତ…

ଭଙ୍ଗା ଦାନ୍ତ ଥିବା ଯୁବକର ରୀଲ୍ସ ଦେଖି ୧୮ ବର୍ଷ ପରେ ଏକତ୍ର ହେଲେ ଭାଇ, ଭଉଣୀ

କାନପୁର: ଇନଷ୍ଟାଗ୍ରାମର ଏକ ରୀଲ୍ସ ୧୮ ବର୍ଷ ପରେ ବିଚ୍ଛିନ୍ନ ହୋଇ ଯାଇଥିବା ଭାଇ ଓ ଭଉଣୀଙ୍କୁ ପୂନର୍ବାର ଏକତ୍ର କରିଛି । କାନପୁରର ହାତୀ ଗ୍ରାମର ବାଲ ଗୋବିନ୍ଦ ୧୮ ବର୍ଷ ତଳେ ମୁମ୍ବାଇ ଚାକିରୀ କରିବାକୁ ଆସିଥିଲା । କିଛି ଦିନ ପରେ ସେ ଅନ୍ୟ ଏକ ସ୍ଥାନକୁ ଚାକିରୀ ପାଇଁ ଯାଇଥିଲେ । କିଛି…

ବିକ୍ରମ ମିଶ୍ରି ଭାରତର ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସରିଙ୍କୁ ଭାରତ ସରକାରଙ୍କ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି । ସେ ୧୯୮୯ ବ୍ୟାଚ୍‌ ର ଆଇଏଫଏସ୍ ଅଫିସର । ସେ ଗତ ଦୁଇ ବର୍ଷ ଧରି ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା…

ସଂସଦରେ ନିଟ୍ ଝଡ, କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ ଆଲୋଚନା ପାଇଁ ସରକାର ରାଜି

ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ ବିରୋଧୀ ଦଳ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇ ଆଲୋଚନା ପାଇଁ ଦାବି କରିବା ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଗୃହର ପରମ୍ପରା ଓ ଶୃଙ୍ଖଳା ଅନୁଯାୟୀ।…

ରାହୁଲ କ’ଣ ସଂସଦରେ ନିଜ ଡେସ୍କର ମାଇକ୍ ବନ୍ଦ କରି ଶାସକ ଦଳ ବିରୋଧରେ ମିଛ ଅଭିଯୋଗ ଆଣିଲେ?

ନୂୂଆଦିଲ୍ଲୀ: ଲୋକସଭାରେ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉଠାଇବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମାଇକ୍ ବନ୍ଦ କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। ଏଥିପାଇଁ ବିରୋଧୀ ଦଳ ସରକାରଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ…

ଜିଓ ପରେ ଏୟାରଟେଲ ବଢ଼ାଇଲା ମୋବାଇଲ୍ ଟାରିଫ ଦାମ

ନୂଆଦିଲ୍ଲୀ: ଜିଓ ପରେ ୩ ଜୁଲାଇରୁ ନିଜ ମୋବାଇଲ ରିଚାର୍ଜ ପ୍ଲାନର ଦାମ୍ ବୃଦ୍ଧି କରିବାକୁ ଯାଉଛି ଏୟାରଟେଲ୍ । ଏନେଇ ସୂଚନା ଦେଇଛି ଭାରତୀ ଏୟାରଟେଲ୍।ଏହାର ମୋବାଇଲ୍ ରେଟ୍‌ରେ ୧୦ରୁ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ଏହି ବର୍ଦ୍ଧିତ ମୋବାଇଲ୍ ଶୁଳ୍କ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ।…

ନିଟ୍ ବିବାଦକୁ ନେଇ ରାଜ୍ୟସଭାରେ ଗର୍ଜିଲା ବିରୋଧୀ ବିଜେଡି

ନୂଆଦିଲ୍ଲୀ: ବିରୋଧୀ ହୋଇ ଏବେ ଶାସକ ବିଜେପିକୁ ପ୍ରଶ୍ନର କାଠଗଡାକୁ ଟାଣିବା ଆରମ୍ଭ କରିଦେଲାଣି ବିଜେଡି । ବିରୋଧୀ ହୋଇ ଏଥର ସଂସଦରେ ଜନତାଙ୍କ ସ୍ବାର୍ଥରେ ଗର୍ଜିବାକୁ ଦଳକୁ ପରାମର୍ଶ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଆଜି ଏହାର ଝଲକ ସଂସଦର ଉପର ଗୃହରେ ଦେଖିବାକୁ…

ନିଟ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ । ନିଟ୍ ରଦ୍ଦ କରିବାକୁ ଚିଠିରେ ମମତା ବାନାର୍ଜୀ ଦାବି କରିଛନ୍ତି । ଏହା ସହ ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ୍ ବୋଲି ମମତା ଉଲ୍ଲେଖ କରିଛନ୍ତି । ମମତା ବାନାର୍ଜୀ…