Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ଵ ନେଲେ

ନୂଆଦିଲ୍ଲୀ: ସ୍ଥଳସେନାର ମୁଖ୍ୟ ଭବେ ଦାୟିତ୍ଵ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ସରକାର । ଆଜି ପୂର୍ବତନ ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ…

ରାଜଧାନୀରେ ପ୍ରବଳ ବର୍ଷା, ଭାଙ୍ଗିଲା ୮୮ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଷା ବିତ୍ପାତ । ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣିରେ ଭାସିଯାଇ ଅଲଗା ଅଲଗା ସ୍ଥାନରେ ୪ ଛୋଟ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ମୋଦୀଙ୍କ ମନ୍ କି ବାତ୍ ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ଆଜି ଅନୁଷ୍ଠିତ ହୋଇଛି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ଆଜି ପୁଣିଥରେ ମନ୍…

ତୃତୀୟ ପାଳିର ପ୍ରଥମ ‘ମନ କି ବାତ୍’

ନୂଆଦିଲ୍ଲୀ: ଆଜି ରେଡିଓରେ 'ମନ କି ବାତ୍' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ 'ମନ କି ବାତ୍' କାର୍ଯ୍ୟକ୍ରମ । ତେବେ ଦ୍ବିତୀୟ ପାଳିରେ ଶେଷ ଥର ପାଇଁ ଗତ ଫେବୃୟାରୀ ୨୫ ତାରିଖରେ ୧୧୦…

ଘରର ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡରେ ରାଜୁତି କରୁଥିଲେ ୨ ଲକ୍ଷ ପାଖାପାଖି ମହୁମାଛି

ଲଣ୍ଡନ: ନାତି, ନାତୁଣୀ ଜେଜେବାପାଙ୍କୁ ବ୍ୟସ୍ତ ବିବ୍ରତ ହୋଇ କହିଲେ ଯେ, ସବୁ ଦିନ ରାତିରେ ଶୋଇବାକୁ ଗଲା ବେଳେ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଭୁଛି । ଆମେ ଭୟଭୀତ ହୋଇ ଶୋଇ ପାରୁନୁ । ସେମାନେ ବାରମ୍ବାର ଅଭିଯୋଗ କରିବା ପରେ ଜେଜେବାପା ଛାତ ତଳେ ଥିବା ପ୍ଲାଷ୍ଟରବୋର୍ଡ ମଧ୍ୟରୁ କିଛି ଶବ୍ଦ…

କେଜ୍ରିୱାଲଙ୍କୁ ଝଟକା, ୧୪ ଦିନ ପାଇଁ ସିବିଆଇ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ପୁଣି ଏକ ଝଟକା । କେଜ୍ରିୱାଲଙ୍କୁ ୧୪ ଦିନ ପାଇଁ ସିବିଆଇ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । କେଜ୍ରିୱାଲଙ୍କୁ ନ୍ୟାୟିକ…

ନିଟ୍ ମାମଲା, ଗୁଜରାଟର ୭ଟି ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ସିବିଆଇ ।ଗୁଜରାଟର ୪ଟି ଜିଲ୍ଲାର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରଖିଛି। ଗୁଜରାଟର ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦରେ ସିବିଆଇ ଚଢ଼ାଉ କରିଛି। ସେପଟେ ଏହି ମାମଲାରେ ଆଜି ଜଣେ…

ଲଦାଖରେ ସେନାର ଟ୍ୟାଙ୍କ୍‌ ଅଭ୍ୟାସ ବେଳେ ଅଘଟଣ, ୫ ସହିଦ

ଲଦାଖ: ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ବଡ ଅଘଟଣ। ବଢ଼ି ପାଣିରେ ଭାସିଯାଇ ୫ ଯବାନ ସହିଦ।ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଲଦାଖସ୍ଥିତ ଭାରତ-ଚୀନ ସୀମାରେ ଥିବା ନଦୀରେ ଭାରତୀୟ…

ଆରମ୍ଭ ହୋଇଛି ଅମରନାଥ ଯାତ୍ରା, ମନ୍ଦିର ସାମ୍ନାରେ ସ୍ଥାପନ ହୋଇଛି ଯୋଗୀରାଜଙ୍କ ତିଆରି ନନ୍ଦୀ

ଶ୍ରୀନଗର: ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର…

ନୂଆ ଆଇନରେ ଗରିବଙ୍କୁ ଆଶ୍ବସ୍ତି, ବିନା ଓକିଲରେ ମିଳିପାରିବ ଜାମିନ

ନୂଆଦିଲ୍ଲୀ: ଜୁଲାଇ ୧ ରେ ଲାଗୁ ହେବାକୁ ଯାଉଛି ତିନୋଟି ନୂଆ ଆଇନ । ଏହି ନୂଆ ଆଇନରେ ଗରିବଙ୍କୁ ମିଳିବ ଆଶ୍ବସ୍ତି । ଏବେ ବିନା ଓକିଲରେ ଜେଲରୁ ବାହାରି ପାରିବେ ଗରିବ ଲୋକେ । ତେବେ ବେଳେ ବେଳେ ଟଙ୍କା ଅଭାବରୁ ଜେଲରେ ରହିଥିବା ଗରିବ ଲୋକଟିଏ ନିଜର ପକ୍ଷ ପାଇଁ ଅର୍ଥାଭାବ କାରଣରୁ ଓକିଲ…