Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପ୍ ନେତ୍ରୀ ଆତିଶୀଙ୍କୁ ସମନ ପଠାଇଲେ ରାଉଜ୍ ଆଭେନ୍ୟୁ କୋର୍ଟ

ନୂଆଦିଲ୍ଲୀ: ଆପ୍ ନେତ୍ରୀ ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ବଡ଼ ଝଟକା । ବିଜେପି ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ଆପ୍ ନେତ୍ରୀ ଆତିଶୀଙ୍କ ସମନ ପଠାଇଛନ୍ତି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ । ଜୁନ୍ ୨୯ରେ କୋର୍ଟରେ ହାଜର ହେବାକୁ ଆତିଶୀଙ୍କୁ ନିର୍ଦ୍ଦେଶ ଦେଇଛି…

୬ଟି ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ଚଢଉ, ମାନବ ଚାଲାଣ-ସାଇବର ଠକେଇ ମାମଲାରେ ୫ ଗିରଫ

ନୂଆଦିଲ୍ଲୀ: ମାନବ ଚାଲାଣ ଏବଂ ସାଇବର ଠକେଇ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶର ଅନେକ ରାଜ୍ୟରେ ଚଢଉ କରିଛି। ୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୫ଟି ସ୍ଥାନରେ ଚଢଉ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ଯେଉଁ ରାଜ୍ୟ ଏବଂ…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖାଦାନ, ଚାଲିଗଲା ୧୦ ଜୀବନ

ଆଇଜଲ୍: ବାତ୍ୟା ରେମାଲ ପ୍ରଭାବରେ ଦେଶର ଅନେକ ସ୍ଥାନରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହେବା ସହ ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ଏହାର ପ୍ରଭାବରେ ମିଜୋରାମରେ ଘଟିଛି ବଡ ଦୁର୍ଘଟଣା । ମିଜୋରାମର ଆଇଜଲ୍ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ…

ଓଡ଼ିଶା ଗସ୍ତ ପୂର୍ବରୁ ମୋଦୀ ଦୋହରାଇଲେ ଏଥର ଓଡ଼ିଶାରେ ବିଜେପି ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ହେଲେ ଗସ୍ତ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇ (ANI)କୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦୀ ନିଜ ପୁରୁଣା କଥାକୁ…

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କନ୍ୟାକୁମାରୀ ଗସ୍ତ କରିବେ ମୋଦୀ, ବିବେକାନନ୍ଦ ଶିଳା ସ୍ମାରକୀରେ କରିବେ ଧ୍ୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମେ ୩୦ ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ଏହି ସମୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରବିବେକାନନ୍ଦ ଶିଳା ସ୍ମାରକୀରେ ଧ୍ୟାନ କରିପାରିବେ। ମୋଦୀ ମେ ୩୦ ତାରିଖ ରାତିରେ…

ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା, ୭ ନିଲମ୍ବିତ, ୬ ଜଣଙ୍କୁ ବଦଳି

ରାଜକୋଟ: ରାଜକୋଟ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା । କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିସ ସମେତ ୭ଜଣଙ୍କୁ ନିଲମ୍ବିତ କଲେ ଗୁଜରାଟ ସରକାର । ଏହାବ୍ୟତୀତ ରାଜକୋଟ ପୋଲିସ କମିଶନରଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ତେବେ ଆବଶ୍ୟକ ଅନୁମୋଦନ ନ ଥାଇ ଏହି ଗେମିଂ ଜୋନଟି…

ବାତ୍ୟା ‘ରେମାଲ’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ବାଂଲାଦେଶରେ ୧୦ ଓ ବଙ୍ଗଳାରେ ୨ ମୃତ

କୋଲକାତା: ବାତ୍ୟା 'ରେମାଲ' ପ୍ରଭାବରେ ବାଂଲାଦେଶରେ ବାତ୍ୟା 'ରେମାଲ' ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାତ୍ୟା ସମୟରେ ଭାଙ୍ଗି ଯାଇଛି ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଘର। ସେହିପରି ୩୫ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ…

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, ଭୟରେ ଯାତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ତଦନ୍ତକାରୀ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ବିମାନରୁ ସମସ୍ତ…

ମେ’ ୩୧ରେ ଫେରିବେ ପ୍ରଜ୍ଜ୍ଵଳ, ବିମାନବନ୍ଦରରୁ ଗିରଫ କରିବ ଏସଆଇଟି

ବେଙ୍ଗାଲୁରୁ: ସାରା ଦେଶରେ ବିରାଟ ରାଜନୈତିକ ଝଡ଼ ସୃଷ୍ଟି କରିଥିବା କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ଯୌନ କେଳେଙ୍କାରୀ ଘଟଣାରେ ଆସିଛି ନୂତନ ମୋଡ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ଵଳ ଗତ କିଛି ଦିନ ଧରି ଫେରାର ଥିବାବେଳେ ଏବେ ସେ ଭାରତ ଫେରିବେ । ଆସନ୍ତା ମେ,୩୧…

‘ଇଣ୍ଡିଆ ମେଣ୍ଟରେ ସାମିଲ ହେବେନି, କିନ୍ତୁ ମୋ ହୃଦୟ ସେଠି ରହିବ’

କୋଲକତା: ଆସନ୍ତା ୧ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେନି । ବାତ୍ୟା ରେମାଲ ଓ ସେହି ଦିନ ରାଜ୍ୟରେ ହେବାକୁ ଥିବା ଭୋଟ୍ ପାଇଁ ସେ ବୈଠକରେ ଯୋଗଦେବେନି ବୋଲି…