Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଝଟକା । ଆପ୍‌ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଆଜି ଦିଲ୍ଲୀର ତିସ ହଜାରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଆଜି ଜାମିନ ଆବେଦନ ଶୁଣାଣି ବେଳେ ସ୍ବାତୀ କୋର୍ଟରେ…

ତିନି ଦିନ ପରେ ତାତିରୁ ତ୍ରାହି ପାଇବ ଭାରତ: ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ: ତିନି ଦିନ ପରେ ଦେଶର ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବ। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ଉତ୍ତର-ପଶ୍ଚିମ ଭାରତରେ ଘଡ଼ଘଡ଼ି ସହ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର…

କୋର୍ଟରେ କାନ୍ଦିଲେ ସ୍ବାତୀ, କହିଲେ ବିଭବଙ୍କ ଜାମିନ ମୋ ପାଇଁ ବିପଦ

ନୂଆଦିଲ୍ଲୀ: କୋର୍ଟରେ ଭାଙ୍ଗିପଡିଲେ ସ୍ବାତୀ ମାଲିଓ୍ବାଲ । ବିଚାରପତିଙ୍କ ଆଗରେ କାନ୍ଦିପକାଇଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହାୟକ ବିଭବ କୁମାରଙ୍କ ଓକିଲ କୋର୍ଟରେ ସ୍ୱାତିଙ୍କ ବିରୋଧରେ ସଙ୍ଗୀନ ଆରୋପ ଲଗାଇବା ପରେ କୋହ ସମ୍ଭାଳି ପାରିଲେନି ସ୍ବାତୀ । କହିଲେ ଯଦି ବିଭବ ଜାମିନରେ…

ଜନସଭା ସମୟରେ ଭାଙ୍ଗି ପଡିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାହୁଲ

ପାଟନା: ‘ଇଣ୍ଡିଆ’ ମେଣ୍ଟର ଜନସଭା ଚାଲିଥିବା ସମୟରେ ଭାଙ୍ଗି ପଡିଲା ମଞ୍ଚ । ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପରି ଘଟଣା ଆଜି ଦେଖିବାକୁ ମିଳିଛି ବିହାରର ପାଟନା ସ୍ଥିତ ପାଲିଗଞ୍ଜରେ । ଏହି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ଆରଜେଡି ପ୍ରାର୍ଥୀ ମିସା ଭାରତୀ ଏବଂ ତାଙ୍କ…

ବିଜେପିକୁ ସୁପ୍ରିମକୋର୍ଟଙ୍କ କଡା ଜବାବ: ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ତୁମର ଶତ୍ରୁ ନୁହଁ

ନୂଆଦିଲ୍ଲୀ: ଟିଏମସି ବିରୋଧରେ ବିଜ୍ଞାପନା ମାମଲାରେ ବିଜେପି ଦାଖଲ କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହା ସହିତ ବିଜେପିର ବିଜ୍ଞାପନ ଭୁଲ୍ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । କଳିକତା…

ରାଜକୋଟ ଗେମିଂ ଜୋନ ଫାୟାର: ସିସିଟିଭି ବଖାଣିଲା ଅଗ୍ନିକାଣ୍ଡର କାରଣ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନର ସିସିଟିଭି ଫୁଟେଜ । ବଖାଣିଲା କେମିତି ହୋଇଥିଲା ଭୟାଭୟ ଅଗ୍ନିକାଣ୍ଡ । ସିସିଟିଭି ରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ, ଗେମିଂ ଜୋନରେ ଏକ ଏରିଆର ଛାତରେ ୱେଲ୍ଡିଂ କାମ ଚାଲିଥିବା ଦେଖାଯାଇଛି | ଏଥିରୁ ବାହାରୁଥିବା ସ୍ପାର୍କ ତଳେ…

ଅନ୍ତରୀଣ ଜାମିନ୍ ଅବଧିକୁ ସପ୍ତାହେ ବଢାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ୍ ବୃଦ୍ଧି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେଜ୍ରିୱାଲ ଆଉ ସାତ ଦିନ ପାଇଁ ଅନ୍ତରୀଣ ଜାମିନ୍ ଚାହୁଁଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ଦାବି କରିଛି ଯେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କର…

ଦୁର୍ବଳ ହେଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ରଚିଲା ତାଣ୍ଡବ

ନୂଆଦିଲ୍ଲୀ: ଭୀଷଣ ରୂପ ଧରି ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ଏବେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ରେମାଲ’ । ଲ୍ୟାଣ୍ଡଫଲ ପରେ ଧିରେ ଧିରେ ଦୁର୍ବଳ ହେଉଛି ‘ରେମାଲ’ । ପଶ୍ଚିମବଙ୍ଗର ଅନେକ ସହର ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଗୁଟଖା ପାନ ମସଲା ଉପରେ ଏକ ବର୍ଷ ଯାଏଁ ବ୍ୟାନ

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ତମାଖୁ, ପାନ ମସାଲା, ଗୁଟଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ରାଜ୍ୟର ଖାଦ୍ୟ ସୁରକ୍ଷା କମିଶନର ଏହି ପ୍ରତିବନ୍ଧକ ଲଗାଇଛନ୍ତି। ତମାଖୁ ଦ୍ରବ୍ୟର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ, ପରିବହନ ଏବଂ ବିକ୍ରୟ ଉପରେ ଏକ…

ସ୍ଥଳଭାଗ ଅତିକ୍ରମ କଲା ଭୀଷଣ ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି

କୋଲକାତା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲର ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଛି। ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଜାରି ରହିଥିଲା। ଲ୍ୟାଣ୍ଡଫଲ୍ ବେଳେ…