Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରମ୍ଭ ହେଲା ବାତ୍ୟା ରେମାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

କୋଲକାତା: ବାଂଲାଦେଶ ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟଙ୍କର ସାମୁଦ୍ରିକ ଝଡ଼ ରେମାଲ ତୀବ୍ର ରୂପ ନେବା ସହ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ରବିବାର ମଧ୍ୟରାତ୍ରି ସୁଦ୍ଧା…

କେଜ୍ରିଓ୍ବାଲ ଜେଲ୍ ଫେରିବା ପୂର୍ବରୁ ଇଣ୍ଡିଆ ମେଣ୍ଟ ଡାକିଲା ବୈଠକ

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ଦିନ ଏକାଠି ହୋଇ ବୈଠକ କରିବେ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୪ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏହି ବୈଠକ ବସିବାକୁ ଯାଉଛି।…

ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ…କହୁ କହୁ କହିଦେଲେ ନା ମନର କଥା କହିଲେ ନୀତିଶ?

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୋସ୍ତି ଏବଂ ଶତ୍ରୁତା ବାବଦରେ କାହାକୁ ଅଛପା ନୁହେଁ। ପାଣିପାଗ ବଦଳିଲା ଭଳି ଏମାନଙ୍କର ଦୋସ୍ତି ଏବଂ ଶତ୍ରୁତା । ଏବେ ଯଦିଓ ନୀତିଶ ଏନଡିଏରେ ଅଛନ୍ତି କିନ୍ତୁ ନୀତିଶ ଏକ ନିର୍ବାଚନୀ ସଭାରେ…

ଧ୍ରୁଭ ରାଠୀଙ୍କ ଭିଡିଓ ପୋଷ୍ଟ ପରେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ଅଭିଯୋଗ କରିଛନ୍ତି। ସ୍ୱାତୀ ମାଲିୱାଲ ରବିବାର ଅଭିଯୋଗ କରିଛନ୍ତି ଯେ ଆପ୍ ନେତା ତଥା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଚାଲିଥିବା ତାଙ୍କ ଚରିତ୍ର ସଂହାର ଅଭିଯାନ ପରେ ତାଙ୍କୁ…

ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ: ଏଥର ନିର୍ଦ୍ଧାରଣ କରାଯାଇ ପାରିବ କି ଜୀବର ଲିଙ୍ଗ

ନୂଆଦିଲ୍ଲୀ: ୟୁନିଭରସିଟି ଅଫ ଗ୍ରେନେଡାର କେତେକ ଜେନେଟିକ୍ସ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରିଛନ୍ତି । ସେମାନେ ଏକ ମୂଷାର ଲିଙ୍ଗ ବଦଳାଇବାରେ ସଫଳ ହୋଇଛନ୍ତି । ୱାଇ କ୍ରୋମଜୋମରେ କିଛି ଛୋଟ ଛୋଟ କଣିକାକୁ ହଟେଇ ସେମାନେ ଏହି ଲିଙ୍ଗ ପରିବର୍ତନ କରାଇ ପାରିଛନ୍ତି । ଏହି ଛୋଟ ଛୋଟ…

ଲଗାଣ ବର୍ଷାରେ ଉବୁଟୁବୁ କେରଳ, ଗଲାଣି ୧୧ ଜୀବନ

ତିରୁଅନନ୍ତପୁରମ: ଆଣ୍ଡାମାନ ନିକୋବର ଛୁଇଁଛି ମୌସୁମୀ । ସେପଟେ କିନ୍ତୁ କେରଳରେ ପ୍ରଳୟ ରଚିଲାଣି ପ୍ରାକ-ମୌସୁମୀ ବର୍ଷା । ଗତ ଏକ ସପ୍ତାହ ଧରି କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଜଳପ୍ରଳୟରେ ଏଯାବତ୍ ୧୧ ଜଣ ପ୍ରାଣ ହରାଇଲେଣି । ଏବେ କିନ୍ତୁ ବର୍ଷାରୁ ନିସ୍ତାର ନାହିଁ ବୋଲି କହିଛି…

‘ରେମାଲ’ ପ୍ରଭାବରେ ଭିଜିବ ଓଡିଶାର ୫ ଜିଲ୍ଲା, ବାତିଲ୍ ହେଲା ୬ଟି ଟ୍ରେନ୍

ଭୁବନେଶ୍ବର:  ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’ । ଆହୁରି ତ୍ରୀବତର ହୋଇ ସ୍ଥଳଭାଗ ଛୁଇଁଲା ବେଳକୁ ଓଡିଶାରେ ଏହାର ପ୍ରଭାବ ଦେଖାଦେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି । ଏହାର ପ୍ରଭାବରେ ଓଡିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର…

ବାରଣାସୀରେ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ରବିବାର ବାରାଣାସୀରେ ବିଜେପିର ବିଜୟ ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ସେ କହିଛନ୍ତି ଯେ ଏଠାରେ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏଠାକାର ଲୋକମାନେ ଭାରତର ବିଶ୍ୱ ସ୍ଥିତିକୁ ନେଇ ଗର୍ବିତ। ଗଣମାଧ୍ୟମ ଏଏନଆଇକୁ…

ଜମ୍ମୁ-କାଶ୍ମୀରରେ ରେକର୍ଡ ସଂଖ୍ୟକ ମତଦାନ, ପରବର୍ତ୍ତୀ ପଦକ୍ଷେପ ହେଉଛି ବିଧାନସଭା ନିର୍ବାଚନ: ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଜମ୍ମୁ-କାଶ୍ମୀର, ଶ୍ରୀନଗର, ଜମ୍ମୁ, ବାରାମୁଲ୍ଲା, ଉଧମପୁର, ଅନନ୍ତନାଗ-ରାଜୌରୀର ସମସ୍ତ ପାଞ୍ଚଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି। ଏଥିସହ ଶ୍ରୀନଗର, ଅନନ୍ତନାଗ-ରାଜୌରୀ ଏବଂ ବାରାମୁଲ୍ଲାରେ ମତଦାନ ସମସ୍ତ…

ବିହାରରେ ଆରମ୍ଭ ହେଲା ହଜ୍ ଯାତ୍ରା

ପାଟନା: ଆରମ୍ଭ ହୋଇଛି ହଜ ଯାତ୍ରା ।ରବିବାର  ଦିନ ଗୟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ହଜ୍ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩୨୦ହଜ୍ ତୀର୍ଥଯାତ୍ରୀ ଦୁଇଟି ଭିନ୍ନ ବିମାନରେ ଯାଇଛନ୍ତି ।ଏହି ହଜ୍ ଯାତ୍ରା ଜୁନ୍ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ,ଯେଉଁଥିରେ ଜିଲାର ପ୍ରାୟ ୧୦୮୩…